ଓଡ଼ିଶାଲାଇଭ୍ ବ୍ୟୁରୋ

ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତ ଜନନୀ ମା’ ଦୁର୍ଗା। ଆଜି ମହାସପ୍ତମୀ ପୂଜା ଥିବାରୁ ବିଭିନ୍ନ ପୂଜାମଣ୍ଡପରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ମା’ଙ୍କୁ ଚକ୍ଷୁ ଦାନ ଦିଆଯିବ। ହେଲେ କରୋନା କଟକଣା ଯୋଗୁଁ ଏଥର ଶ୍ରଦ୍ଧାଳୁମାନେ ମଣ୍ଡପରେ ମା’ଙ୍କ ଦର୍ଶନ କରିପାରିବେ ନାହିଁ। ତେଣୁ ଫଟୋରେ ଫଟୋରେ ଦେଖନ୍ତୁ କଟକର ଦୁର୍ଗା ପୂଜା।

ଶେଖ୍ ବଜାର ପୂଜା କମିଟି
ଶଗଡ଼ିଆ ସାହି ପୂଜା କମିଟି
ମଙ୍ଗଳାବାଗ ପୂଜା କମିଟି
ମଧୁପାଟଣା ପୂଜା କମିଟି
ଖାନ୍ନଗର ପୂଜା କମିଟି
ଯୋବ୍ରା ପୂଜା କମିଟି
ଫିରିଙ୍ଗି ବଜାର ପୂଜା କମିଟି
ଦରଖାପାଟଣା ପୂଜା କମିଟି
ଚାଉଳିଆଗଞ୍ଜ ପୂଜା କମିଟି
ବାଲୁ ବଜାର ପୂଜା କମିଟି

 

Comment