ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଗଣ୍ଠି ପ୍ରତିରୋପଣ ପରେ କେତେକ ବ୍ୟକ୍ତିଙ୍କଠାରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ତେଣୁ ପ୍ରତିରୋପଣ ପରେ ଏହାର ପରିଚାଳନା ଜାରୁରୀ।
ତେବେ ଗଣ୍ଠି ପ୍ରତିରୋପଣ ପରେ ଇନଫେକ୍ସନ କାହିଁକି ହୁଏ, ଗଣ୍ଠି ପ୍ରତିରୋପଣ ପରେ ଇନ୍ସଫେକ୍ସନକୁ କିପରି ଜାଣିବେ, ଥରେ ଗଣ୍ଠି ପ୍ରତିରୋପଣ ପରେ ପୁଣି ଥରେ ପ୍ରତିରୋପଣ କରାଯାଏ କି ଏବଂ ଗଣ୍ଠି ପ୍ରତିରୋପଣ ପରେ ଇନଫେକ୍ସନକୁ କିପରି ଏଡାଇବେ, ସେ ସମ୍ପର୍କରେ ବିଶିଷ୍ଟ ଡାକ୍ତର ଦିବ୍ୟ ସିଂଘଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #KneeReplacement #Infection #OdiaHealthTips #DoctorAdvice