ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ହାର୍ଟ ଆଟାକ୍ ସମସ୍ୟା ବଢ଼ି ବଢ଼ି ଚାଲିଛି। ହାର୍ଟ ବ୍ଲକେଜ୍ କାରଣରୁ ହାର୍ଟ ଆଟାକ୍ ହେବାର ଅଧିକ ସମ୍ଭାବନା ରହିଛି। ବ୍ଲକେଜ୍‌କୁ ଚିହ୍ନିପାରିଲେ ହାର୍ଟ ଆଟାକ୍‌କୁ ରୋକା ଯାଇପାରିବ ବୋଲି ଡାକ୍ତର କୁହନ୍ତି।

ତେବେ ହାର୍ଟ ବ୍ଲକେଜର ଲକ୍ଷଣକୁ କେମିତି ଚିହ୍ନିବେ, କେଉଁ ଟେଷ୍ଟରୁ ହାର୍ଟ ବ୍ଲକେଜ ବିଷୟରେ ଜାଣିହୁଏ, ହାର୍ଟ ବ୍ଲକେଜ ଥିଲେ କ’ଣ କରିବେ, ସେ ବିଷୟରେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HeartBlockage #HeartAttack #HeartCare #Causes #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here