ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଜୀବନଶୈଳୀରେ ପରିବର୍ତ୍ତନ, କାର୍ଯ୍ୟବ୍ୟସ୍ତତା ଏବଂ ମାନସିକ ଚାପ ଯୋଗୁଁ ଅଧିକାଂଶ ଲୋକଙ୍କୁ ସଠିକ ଭାବେ ରାତିରେ ନିଦ ହୋଇନଥାଏ। ଫଳରେ ସେମାନଙ୍କୁ ଦିନ ତମାମ ଥକ୍କାପଣ, କୌଣସି କାମରେ ମନ ନ ଲାଗିବା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ତେବେ ସୁସ୍ଥ ଶରୀର ପାଇଁ ନିଦ କାହିଁକି ଜରୁରୀ, ସୁନିଦ୍ରା ପାଇଁ କ’ଣ କରିବେ, ନିଦ୍ରାହୀନତାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଣବ ମହାପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Insomnia #Sleep #BetterSleep#Healthcare #OdiaHealthTips