ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ତ୍ୱଚାଜନିତ ସମସ୍ୟା ଯେପରିକି ବ୍ରଣ, ବ୍ରଣ ଦାଗ, କଳାଦାଗ, ଟ୍ୟାନ୍‌ ଆଦି ସମସ୍ୟା ପାଇଁ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଦାୟୀ ହୋଇଥାଏ। ଆମର ଖାଦ୍ୟପେୟ, ମାନସିକ ଚିନ୍ତା, ସମୟରେ ନ ଶୋଇବା କାରଣରୁ ତ୍ୱଚାଜନିତ ସମସ୍ୟା ଉପୁଜିଥାଏ।

ସମସ୍ତେ ନିଜ ତ୍ୱଚାକୁ ସୁସ୍ଥ ଓ ଚମକଦାର କରିବା ପାଇଁ ଚାହିଁଥାନ୍ତି। ତେବେ ତ୍ୱଚାକୁ ସୁସ୍ଥ କେମିତି ରଖିବେ, ସୁସ୍ଥ ତ୍ୱଚା ପାଇଁ କେମିତି ହେବା ଦରକାର ଖାଦ୍ୟପେୟ ଓ ଜୀବନଶୈଳୀ, ତ୍ୱଚାରେ ବ୍ରଣ ହେଲେ କେମିତି ଯତ୍ନ ନେବେ, ତ୍ୱଚାଜନିତ ସମସ୍ୟାକୁ କିପରି ଏଡ଼ାଇବେ, ସେ ବିଷୟରେ ବିଶିଷ୍ଟ ତ୍ୱଚା ରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗ୍ରଓ୍ୱାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #SkinCare #GlowingSkin #Treatment #OdiaHealthTips #DoctorAdvice

LEAVE A REPLY

Please enter your comment!
Please enter your name here