ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପ୍ରଥମ ୠତୁସ୍ରାବ ହେବା ପରେ ଜଣେ ଝିଅର ଶାରୀରିକ ଏବଂ ମାନସିକ ସ୍ଥିତିରେ ବିଭିନ୍ନ ପରିବର୍ତ୍ତନ ହୋଇଥାଏ। ପିରିୟଡ୍ କ’ଣ, ଏହା କାହିଁକି ହୁଏ, ଏହା କୌଣସି ରୋଗ କି? ଏଭଳି ଅନେକ କଥା ତା’ ମନରେ ଉଙ୍କି ମାରୁଥାଏ।
ପିରିୟଡସ ବେଳେ ବେଳେ କେତେକ ଝିଅଙ୍କଠାରେ ଚିଡ୍ଚିଡ୍ ଲାଗିବା, ମନ ଦୁଃଖ ହେବା, ରାଗ ଲାଗିବା ଭଳି ଲକ୍ଷଣମାନ ଦେଖାଦେଇଥାଏ। ଏହାକୁ ପରିଚାଳନା କିପରି କରିବେ, ସେ ବିଷୟରେ ମନସ୍ତତ୍ୱବିତ୍ ସ୍ୱାଗତିକା ସାମନ୍ତରାୟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Periods #MentalHealth #Healthcare #OdiaHealthTips #DoctorAdvice