ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଲାଗି ହେବାକୁ ଥିବା ଅନଲାଇନ୍ ପରୀକ୍ଷା ଲାଗି ଆଡମିଟ୍ କାର୍ଡ ଓଜେଇଇ ସାଇଟରେ ଉପଲବ୍ଧ ହେବ।

ଛାତ୍ରଛାତ୍ରୀ ମାନେ ସେମାନଙ୍କର ଜନ୍ମ ତାରିଖ ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ନିଜ ଆଡମିଟ୍ କାର୍ଡ ଡାଉନଲୋଡ ପାଇପାରିବେ। ଛାତ୍ରଛାତ୍ରୀ ମାନେ ( www.ojee.nic.in, www.odishajee.com )କୁ ଯାଇ ନିଜ ଆଡମିଟ୍ କାର୍ଡ ପାଇପାରିବେ।

ଏଥରେ ଜୁନ୍ ୮ ଓ ୯ତାରିଖରେ ଦୁଇଦିନ ଓଜେଇଇ ପ୍ରବେଶିକ ପରୀକ୍ଷା ଅନୁଷ୍ଠିତ ହେବ। ଏମ୍ ଟେକ୍, ଏମସିଏ, ଲାଟେରାଲ ଏମସିଏ, ଏମ ଫାର୍ମା, ଏମବିଏ ଲାଗି ଏହି ପରୀକ୍ଷା ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here