ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ୩୮ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): “ପ୍ରେମ ଓ ବିଦ୍ରୋହର କବି ବସନ୍ତ ମୁଦୁଲି କେବଳ ପ୍ରାଣପ୍ରାଚୁର୍ଯ୍ୟ ଓ ପ୍ରାଣ ପ୍ରବାହର କବି ନଥିଲେ, ସେ ଥିଲେ ଜୀବନବୋଧର ଏକ ବହ୍ନିମାନ ସୃଜନଶୀଳ ସ୍ଵାକ୍ଷର।...

କେତକୀ ଫାଉଣ୍ଡେସନ ଟ୍ରଷ୍ଟ ଷ୍ଟଲରେ ଦେବଦାସ ଛୋଟରାୟଙ୍କ ପୁସ୍ତକ ‘ଆମ ସମୟର ମଣିଷ’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ଭୁବନେଶ୍ଵରସ୍ଥିତ ୟୁନିଟ-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା-୨୦୨୫। ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୧୭ ତାରିଖ ଯାଏଁ...

ଭୁବନେଶ୍ଵରରେ ଆୟୋଜିତ ହେଲା ‘ଟେକ୍ ଇନ ଟୁରିଜିମ- ୨୦୨୫’ କନକ୍ଲେଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ସ୍ଵସ୍ତି ପ୍ରିମିୟମ ହୋଟେଲରେ ‘ଟେକ୍ ଇନ ଟୁରିଜିମ- ୨୦୨୫’ କନକ୍ଲେଭ ଆୟୋଜିତ ହୋଇଯାଇଛି। ଟ୍ରାଭେଲ ଟେକ କମ୍ପାନି ‘ରେଟରୋଡ’ (Retrod) ଏବଂ ଟାଇ (TiE) ଭୁବନେଶ୍ୱରର ମିଳିତ ସହଯୋଗରେ ଏହି...

ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ ୨୦୨୫: ପ୍ରତି ପଞ୍ଚାୟତରେ ଆଧୁନିକ ପାଠଗାର ନିର୍ମାଣ ପାଇଁ ଆହ୍ଵାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବର୍ତ୍ତମାନ ଡିଜିଟାଲ ଯୁଗରେ ବଦଳିଛି ପାଠଗାରାର ପରିଭାଷା। ଏହା କେବଳ ପୁସ୍ତକର ଗ୍ରନ୍ଥାଗାର ଭାବେ ସୀମିତ ନରହି କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବସ୍ଥା ସହ ଗୋଷ୍ଠୀ ସାଧନ କେନ୍ଦ୍ର ରୂପେ...

ଭୁବନେଶ୍ୱରରେ ଡିସେମ୍ବର ୭ରେ ‘ଓସା’ ପକ୍ଷରୁ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଆମେରିକାର ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ ‘ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ (ଓସା) ପକ୍ଷରୁ ଡିସେମ୍ବର ୭ ତାରିଖରେ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’ ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ୱରସ୍ଥିତ...

ବଦଳିଲା ନାଁ: ‘ରାଜ ଭବନ’ ହେଲା ‘ଲୋକ ଭବନ’

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିଲା ରାଜ ଭବନର ନାଁ। କେନ୍ଦ୍ର ସରକାର ରାଜ ଭବନର ନାଁ ପରିବର୍ତ୍ତନ କରି ଏହାକୁ ଲୋକ ଭବନ କରିଛନ୍ତି। ରାଜ ଭବନ ଏବେ ଲୋକ ଭବନ ଭାବେ ଜଣାଯିବ। ଏନେଇ...

ଭୁବନେଶ୍ଵରରେ ‘ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ’ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ଭୁବନେଶ୍ଵର ଜନତା ମଇଦାନଠାରେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ) ଦ୍ୱାରା ଆୟୋଜିତ 'ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ୍' କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ଵରରେ ଆୟୋଜିତ ହେଲା ସିଏସଆର ଆଣ୍ଡ ସଷ୍ଟେନେବିଲିଟି କନକ୍ଲେଭ-୨୦୨୫

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=XDjFvyqhgzI ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟରର ମିଳିତ ଆନୁକୂଲ୍ୟରେ ନଭେମ୍ବର ୨୧ ଓ ୨୨ ତାରିଖ,...

ରାଜସ୍ୱ ରେକର୍ଡର ଆଧୁନିକୀକରଣ କରାଯିବ – ମନ୍ତ୍ରୀ ସୁରେଶ ପୁଜାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ରାଜ୍ୟରେ ଦୀର୍ଘ ଦିନ ହେବ ଜମିଜମା ସଂକ୍ରାନ୍ତୀୟ ମାମଲା ଯୋଗୁଁ ରାଜସ୍ୱ ହାନି ଘଟୁଛି। ରାଜ୍ୟ ସରକାର ଶିଳ୍ପକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା...

ଅବନୀ ବରାଳ ଫାଉଣ୍ଡେସନ ପକ୍ଷରୁ ‘ଶ୍ରଦ୍ଧାଦିବସ’ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କୁ ‘ଅବନୀ ବରାଳ ସାହିତ୍ୟ ସମ୍ମାନ’ ଅଭିନେତ୍ରୀ ସରସ୍ଵତୀ ଦେବୀ ପାଇଲେ ‘ଆଦରମଣି ମଞ୍ଚ କଳା ସମ୍ମାନ’ ମଞ୍ଚସ୍ଥ ହେଲା ନାଟକ ‘ମଞ୍ଚକନ୍ୟାର କାହାଣୀ’ ଭୁବନେଶ୍ୱରସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଅବନୀ ବରାଳ...