ଫେବ୍ରୁଆରି ୨୬ରେ ମହାଶିବରାତ୍ରି: ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୨୬ ତାରିଖରେ ମହାଶିବରାତ୍ରି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ମହାଶିବରାତ୍ରିରେ ମନ୍ଦିରରେ ରାତି ୧୦ଟା ବେଳେ ମହାଦୀପ ଉଠିବ। ଏନେଇ ମଙ୍ଗଳବାର ମନ୍ଦିରରେ...
ସରିଲା ବାରବାଟୀ ଦିନିକିଆ: ବିଦାୟ ନେଲେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବାରବାଟୀ ଷ୍ଟାଡିୟମରେ ସରିଛି ଭାରତ-ଇଂଲଣ୍ଡ ଦିନିକିଆ। ସୋମବାର ଉଭୟ ଦଳ ଭୁବନେଶ୍ୱରରୁ ବିଦାୟ ନେଇଛନ୍ତି। ବାରବାଟୀ ଦିନିକିଆ ଜିତି ସିରିଜ କବ୍ଜା କରିଛି ଟିମ୍ ଇଣ୍ଡିଆ। ଏବେ ଶେଷ ଦିନିକିଆ...
ବାରବାଟୀ ଦିନିକିଆ: ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ପାଇଁ ଶୁକ୍ରବାର ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ନିଜ ପ୍ରିୟ ଖେଳାଳିଙ୍କ...
ଫେବ୍ରୁଆରି ୧୦ରୁ ଟ୍ଵିନ ସିଟିରେ ଗାଡ଼ି ଚେକିଂ: ପ୍ରସ୍ତୁତ ରଖନ୍ତୁ ସବୁ କାଗଜପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନେକ ଦିନର ବ୍ୟବଧାନ ପରେ ଟ୍ଵିନ ସିଟି ଭୁବନେଶ୍ୱର-କଟକରେ ପୁଣି ଆରମ୍ଭ ହେବ ଯାନବାହନ ଯାଞ୍ଚ। ଫେବ୍ରୁଆରି ୧୦ ତାରିଖରୁ କମିଶନରେଟ୍ ପୋଲିସ ପକ୍ଷରୁ ଗାଡ଼ି ଚେକିଂ କଡ଼ାକଡ଼ି ହେବ। ଏନେଇ...
ଭୁବନେଶ୍ୱର: ଫେବ୍ରୁଆରି ୭ରୁ ୯ ଯାଏଁ ଏକବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଏକବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ। ଫେବ୍ରୁଆରି ୭ରୁ ୯ ତାରିଖ ଯାଏଁ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଓଡ଼ିଆ ଭାଷା, ସାହିତ୍ୟ...
କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପ୍ରୋ ଲିଗ୍: ମାଗଣାରେ ମ୍ୟାଚ ଦେଖିବେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ଏବଂ ମହିଳା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍। ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୧୫ରୁ ୨୫ ତାରିଖ ଯାଏଁ ଚାଲିବ। ଏଫଆଇଏଚ୍ ପ୍ରୋ...
ଭୁବନେଶ୍ଵର: କୁଷ୍ଠ ରୋଗୀଙ୍କ ପ୍ରତି ଭେଦଭାବ ଦୂର ପାଇଁ ‘ଗ୍ଲୋବାଲ ଅପିଲ୍ ୨୦୨୫’ କାର୍ଯ୍ୟକ୍ରମର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଷ୍ଠ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପ୍ରତି ଭେଦଭାବର ଅନ୍ତ ପାଇଁ ଭୁବନେଶ୍ୱରରୁ ଆରମ୍ଭ ହୋଇଛି ଗ୍ଲୋବାଲ ଅପିଲ୍ ୨୦୨୫ କାର୍ଯ୍ୟକ୍ରମ। ଜାନୁଆରି ୩୦ରେ ବିଶ୍ଵ କୁଷ୍ଠ ଦିବସ ଅବସରରେ ଏହାର ଶୁଭାରମ୍ଭ...
‘ଉତ୍କର୍ଷ ଓଡ଼ିଶା’ରେ ଯୋଗଦେଇ ଦେଶର ବିଶିଷ୍ଟ ଶିଳ୍ପୋଦ୍ୟୋଗୀମାନେ କହିଲେ – “ଓଡ଼ିଶାରେ ନିବେଶ ପାଇଁ ଏବେ ଉପଯୁକ୍ତ ସମୟ”
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଆରମ୍ଭ ହୋଇଛି ବାଣିଜ୍ୟର ମହାପର୍ବ ‘ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫’। ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଗୋଟିଏ...
ଓଡ଼ିଶାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆରମ୍ଭ ହୋଇଛି ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା: ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ଜନତା ମଇଦାନଠାରେ ଓଡ଼ିଶାରେ...
‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’: ପ୍ରଥମ ଦିନରେ ୫୪ଟି ଏମଓୟୁ ସ୍ଵାକ୍ଷରିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’ରେ ଛୁଟୁଛି ନିବେଶର ସୁଅ। ପ୍ରଥମ ଦିନରେ ମୋଟ ୫୪ଟି ଏମଓୟୁ ସ୍ଵାକ୍ଷରିତ ହୋଇଛି। ଏହି ଏମଓୟୁ ଫଳରେ ରାଜ୍ୟକୁ...





















