ଭୁବନେଶ୍ଵର: ଦୀପାବଳିରେ ବାଣ ବିକ୍ରି ପାଇଁ ଆସିଲା ଗାଇଡଲାଇନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀପାବଳିରେ ଭୁବନେଶ୍ଵରରେ ବାଣ ବିକ୍ରି ପାଇଁ ଗାଇଡଲାଇନ ଜାରି ହୋଇଛି। ଏଥର ସହରର ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ସୋମବାର ଭୁବନେଶ୍ୱର ଡିସିପି...

ଦୁର୍ନୀତିକୁ ବରଦାସ୍ତ କରିବେନି ରାଜ୍ୟ ସରକାର – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଶୁଭାରମ୍ଭ ହୋଇଛି। ସୋମବାର ଭୁବନେଶ୍ଵର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ରାଜ୍ୟର...

ଭୁବନେଶ୍ଵର ବିମାନବନ୍ଦରରେ ବାଘ ଆତଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ବିମାନବନ୍ଦରରେ ବାଘ ଆତଙ୍କ। ବାଘକୁ ଧରିବା ପାଇଁ ଜାଲ ବିଛାଇଛି ବନ ବିଭାଗ। ଭୁବନେଶ୍ଵର ବିମାନବନ୍ଦର ନିକଟ ଡମ୍ପିଂୟାର୍ଡରେ ଶନିବାର ସକାଳେ ଗୋଟିଏ ପଶୁର ପାଦ ଚିହ୍ନ ଦେଖିବାକୁ ମିଳିଥିଲା। ଏପରିକି...

କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଜୟନ୍ତ ମହାପାତ୍ର ସ୍ମାରକୀ ବକ୍ତୃତା ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଜୟନ୍ତ ମହାପାତ୍ର ସ୍ମାରକୀ ବକ୍ତୃତା ଆୟୋଜିତ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେତକୀ ଫାଉଣ୍ଡେସନର...

ଖୁବଶୀଘ୍ର ତାଳଚେରରୁ ପାରାଦୀପ ଓ ଧାମରା ଯାଏଁ କାର୍ଯ୍ୟକାରୀ ହେବ ଜାତୀୟ ଜଳମାର୍ଗ ୫ – ଉଷା ପାଢ଼ୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଉପକୂଳ ଏବଂ ଆଭ୍ୟନ୍ତରୀଣ ଜଳ ପରିବହନ ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ। ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ଓ 'ଫ୍ରୋଷ୍ଟ'ର ମିଳିତ...

ଭୁବନେଶ୍ଵର: ଏକ୍ସଆଇଏମ ବିଶ୍ଵବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ମହୋତ୍ସବ ‘ଆଥଲସ୍’ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର ଏକ୍ସଆଇଏମ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ବାର୍ଷିକ କ୍ରୀଡ଼ା ମହୋତ୍ସବ ‘ଆଥଲସ୍’। ଚଳିତବର୍ଷ ଏହି ପ୍ରତିଯୋଗିତାର ୩୭ତମ ସଂସ୍କରଣ ଅକ୍ଟୋବର ୧୮ରୁ ୨୦ ତାରିଖ ଯାଏଁ ଚାଲିଥିଲା। ଏଥିରେ ରାଜ୍ୟର ଏକାଧିକ...

ଭୁବନେଶ୍ଵରରେ କଳାକୁଞ୍ଜ ମହୋତ୍ସବ ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଯାଇଛି କଳାକୁଞ୍ଜ ମହୋତ୍ସବ। ବୁଧବାର ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଏହି ସମାରୋହ ଆୟୋଜିତ ହୋଇଥିଲା। ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟକୁ ଲୋକଭିମୁଖୀ କରିବା ଉଦ୍ଦେଶ୍ୟରେ...

ଭୁବନେଶ୍ଵରରେ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର, ୨ ଜଣ ଅଭିଯୁକ୍ତ ଅଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସିଛି। ଗୁରୁବାର ରାତିରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ରାଜରାସ୍ତାରେ ଅସଦାଚରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ...

ଭୁବନେଶ୍ୱରରେ ଶୁକ୍ରବାର ଦିନ ୨ଟାରୁ ୨୪ ଘଣ୍ଟା ଯାଏଁ ବନ୍ଦ ରହିବ ପାନୀୟ ଜଳ ଯୋଗାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳରେ ଆସନ୍ତାକାଲିଠାରୁ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟ ଜଳ ଯୋଗାଣ। ଶୁକ୍ରବାର ଅପରାହ୍ଣ ୨ଟାରୁ ଶନିବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ...

ଏଆଇ ମାଧ୍ୟମରେ ସ୍ପାମ କଲ୍ ଓ ମେସେଜ ରୋକୁଛି ଏୟାରଟେଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଗୁରୁବାର ଏୟାରଟେଲ୍ ଓଡ଼ିଶା ପକ୍ଷରୁ ସାଇବର ସୁରକ୍ଷା ଉପରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଠାରେ ସ୍ପାମ କଲ୍ ରୋକିବା ପାଇଁ ଏୟାରଟେଲ୍‌ର ନୂଆ 'ଏଆଇ' କ୍ଷମତା ସମ୍ପନ୍ନ...