ଭୁବନେଶ୍ୱର: ନାଲକୋ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲକୋ) ପକ୍ଷରୁ ସତର୍କତା ସଚେତନତା ସପ୍ତାହ- ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନିର ସମସ୍ତ...
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀମନ୍ଦିର ରତ୍ନ ସିଂହାସନରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ରାଜରାଜେଶ୍ଵର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ବଡ଼ଠାକୁରଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ...
ନଭେମ୍ବର ପହିଲାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା-୨୦୨୫
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ନଭେମ୍ବର ପହିଲାରୁ ଆରମ୍ଭ ହେବ ‘ସୁଭଦ୍ରା ଶକ୍ତି ମେଳା-୨୦୨୫’। ଭୁବନେଶ୍ୱରର ୟୁନିଟ୍ ୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ନଭେମ୍ବର ୧୨ ତାରିଖ...
ଗୃହ ନିର୍ମାଣ ପ୍ଲାନ ଅନୁମୋଦନ ପାଇଁ ବିଏମ୍ସିର ନୂଆ ପଦକ୍ଷେପ: ମାସର ପ୍ରଥମ ଶନିବାରରେ ହେବ ସ୍ୱତନ୍ତ୍ର ଅଭିଯୋଗ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଗୃହ ନିର୍ମାଣ, ଲେଆଉଟ ପ୍ଲାନ ଅନୁମୋଦନ ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ନୂଆ ପଦକ୍ଷେପ। ଏଣିକି ପ୍ରତି ମାସର ପ୍ରଥମ ଶନିବାର ଦିନ...
କଟକରୁ ହଟିଲା କର୍ଫ୍ୟୁ, ମୁତୟନ ରହିବେ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରୁ ହଟିଲା କର୍ଫ୍ୟୁ। କିନ୍ତୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ ରହିବେ। ମଙ୍ଗଳବାର ରାତି ୭ଟା ଯାଏଁ ଇଣ୍ଟରନେଟ ଏବଂ ସୋସିଆଲ ମେଡିଆ ଉପରେ କଟକଣା ଜାରି ରହିବ। ଏନେଇ...
କେମିତି ଓଏଏସ ପାଇଲେ ଆକାଶ କୁମାର ପ୍ରଧାନ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Wr4n_1s8S6g
ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି କଟକର ଆକାଶ କୁମାର ପ୍ରଧାନ। ଏହି ପରୀକ୍ଷାରେ ୨୧ତମ ସ୍ଥାନ ହାସଲ କରିଛନ୍ତି ଆକାଶ। ଚତୁର୍ଥ ଚେଷ୍ଟାରେ ତାଙ୍କୁ ଏହି...
ବିଶ୍ୱ ଦକ୍ଷତା କେନ୍ଦ୍ରର ଷଷ୍ଠ ସମାବର୍ତ୍ତନ ଉତ୍ସବ: ଅତ୍ୟାଧୁନିକ ତାଲିମ ନେଇ ବାହାରିଲେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ଦକ୍ଷତା କେନ୍ଦ୍ରରେ 'ଇଣ୍ଡଷ୍ଟ୍ରିଆଲ୍ ଅଟୋମେସନ୍’ ଏବଂ ‘ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ’ରେ ଦୁଇଟି ନୂତନ ଉତ୍କର୍ଷ କେନ୍ଦ୍ରର ଉଦଘାଟିତ
ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରର ଷଷ୍ଠ ସମାବର୍ତ୍ତନ ଉତ୍ସବ...
କଟକ ଦଶହରାରେ କେମିତି ଆରମ୍ଭ ହେଲା ଚାନ୍ଦିମେଢ଼?
ଓଡ଼ିଶାଲାଇଭ୍ ବ୍ୟୁରୋ
ଐତିହ୍ୟ ସହର କଟକରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶହରା ଏବଂ ଚାନ୍ଦିମେଢ଼ ପଛରେ ରହିଛି ଏକ ସୁନ୍ଦର ଇତିହାସ।
ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ...
ଭୁବନେଶ୍ଵର କ୍ଲବର ନୂଆ ସଭାପତି ପ୍ରଦୀପ କୁମାର ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/zNywlGTD3EY
ଭୁବନେଶ୍ଵର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ଅସିତ ତ୍ରିପାଠୀଙ୍କୁ ହରାଇ ସେ ବିଜୟୀ ହୋଇଛନ୍ତି। ସଭାପତି ପଦ ପାଇଁ...
ଭୁବନେଶ୍ୱର: ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇଏମପିସିସି ଓଡ଼ିଶାରେ କାର୍ଯ୍ୟରତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ...





















