ଭୁବନେଶ୍ୱର: ପାଳନ ହେଲା ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ପୁରୁଣା କ୍ୟାମ୍ପସରେ ବହୁ ଆଡ଼ମ୍ବର ସହକାରେ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ (ଏକ୍ସଆଇଏମ) ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ଆମ୍ବୁଜା ନିଓଟିଆ ଗ୍ରୁପର ଚେୟାରମ୍ୟାନ ପଦ୍ମଶ୍ରୀ ହର୍ଷବର୍ଦ୍ଧନ...

ଭୁବନେଶ୍ଵରରେ ଆରମ୍ଭ ହେଲା ଇଣ୍ଡିଆନ ରୋଡସ୍ କଂଗ୍ରେସ ମେଗା ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ଇଣ୍ଡିଆନ ରୋଡସ୍ କଂଗ୍ରେସ (ଆଇଆରସି) ମହାକୁମ୍ଭ। ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ୮୪ତମ ରୋଡସ୍ କଂଗ୍ରେସ ସମାବେଶକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ...

ଭୁବନେଶ୍ୱର: ନାଲକୋ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲକୋ) ପକ୍ଷରୁ ସତର୍କତା ସଚେତନତା ସପ୍ତାହ- ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନିର ସମସ୍ତ...

ନଭେମ୍ବର ପହିଲାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା-୨୦୨୫

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ନଭେମ୍ବର ପହିଲାରୁ ଆରମ୍ଭ ହେବ ‘ସୁଭଦ୍ରା ଶକ୍ତି ମେଳା-୨୦୨୫’। ଭୁବନେଶ୍ୱରର ୟୁନିଟ୍ ୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି ମେଳା ନଭେମ୍ବର ୧୨ ତାରିଖ...

ବିଶିଷ୍ଟ କଥାକାର ଦେବଦାସ ଛୋଟରାୟ ପାଇଲେ ‘ଶାରଳା ପୁରସ୍କାର’

ଓଡ଼ିଶାଲାଇଭ୍ ବ୍ୟୁରୋ ରାମହରି ଦାସ ଓ ବଳଦେବ ମହାରଥାଙ୍କୁ କଳା ସମ୍ମାନ (କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ କଥାକାର ଦେବଦାସ ଛୋଟରାୟ ପାଇଲେ ‘ଶାରଳା ପୁରସ୍କାର। ଗଳ୍ପ ସଂକଳନ ‘ମ୍ୟାଟିନି ଶୋ’ ପାଇଁ ଇମ୍ପା ଚାରିଟେବୁଲ...

ଘାତକ ସାଜୁଛି ବ୍ରେନ ଷ୍ଟ୍ରୋକ୍: କେମିତି ରୋକିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=FHxePeaHUmk ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ପାଲଟିଛି। ଉଚ୍ଚ ରକ୍ତଚାପ, ଅନିୟନ୍ତ୍ରିତ ମଧୁମେହ, ମୋଟାପଣ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ବ୍ରେନ୍‌ ଷ୍ଟ୍ରୋକ୍‌ ଘଟଣା...

ମେକ୍ସିକୋରେ ଆୟୋଜିତ ବିଶ୍ଵ କବି ସମ୍ମିଳନୀରେ ଯୋଗଦେଲେ ଓଡ଼ିଆ କବୟିତ୍ରୀ ଡକ୍ଟର ସୁଶ୍ରୀ ସଙ୍ଗୀତା ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ମେକ୍ସିକୋ ସହରରେ ଆୟୋଜିତ ପାଞ୍ଚଦିନିଆ ବିଶ୍ଵ କବି ସମ୍ମିଳନୀରେ ଯୋଗ ଦେଇଛନ୍ତି ଓଡ଼ିଶାର ବିଶିଷ୍ଟ କବୟିତ୍ରୀ ଡକ୍ଟର ସୁଶ୍ରୀ ସଙ୍ଗୀତା ମିଶ୍ର। ୟୁନେସ୍କୋର ‘ଓ୍ଵାର୍ଲ୍ଡ ଏକାଡେମୀ ଅଫ୍ ଆର୍ଟସ୍ ଆଣ୍ଡ...

ଭୁବନେଶ୍ୱରରେ ଅକ୍ଟୋବର ୧୧ ଓ ୧୨ରେ ଅନୁଷ୍ଠିତ ହେବ ‘ଫିନଭିଜନ ଓଡ଼ିଶା-୨୦୨୫’ ଜାତୀୟ ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ‘ମାରୁତି ମିଡିଆ’ ପକ୍ଷରୁ ଅକ୍ଟୋବର ୧୧ ଓ ୧୨ ତାରିଖ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ୟୁସିସିଆଇଏଲ ପରିସରରେ ବ୍ୟାଙ୍କ ଓ ଆର୍ଥିକ ସେବା ସମ୍ପର୍କିତ ଜାତୀୟ ସମ୍ମିଳନୀ ‘ଫିନଭିଜନ ଓଡ଼ିଶା-୨୦୨୫’...

ହୃଦଘାତକୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=JANN-MNbfZ0 ଆଜି ହେଉଛି ଓ୍ଵାର୍ଲ୍ଡ ହାର୍ଟ ଡେ’ ବା ବିଶ୍ଵ ହୃଦୟ ଦିବସ -୨୦୨୫। ହୃଦଘାତ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏହି ଦିବସ ପାଳନ କରାଯାଉଛି। ହୃତପିଣ୍ଡ...

ଭୁବନେଶ୍ୱର: ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ‘ବିଜନେସ୍ ଏକ୍ସେଲେନ୍ସ ସମିଟ୍-୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ‘ବିଜନେସ୍ ଏକ୍ସେଲେନ୍ସ ସମିଟ୍-୨୦୨୫’। ଚଳିତ ବର୍ଷ ସମ୍ମିଳନୀର ସପ୍ତମ ସଂସ୍କରଣର ଥିମ ରହିଥିଲା ‘ଲିଡିଂ ଆଟ ଦ ଏଜ: ଫ୍ରମ ଅନସର୍ଟନିଟି...