ବାଲେଶ୍ଵର: ଚାନ୍ଦିପୁର ରେଞ୍ଜ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଚାନ୍ଦିପୁରସ୍ଥିତ ଡିଆରଡିଓ ଅଡିଟୋରିୟମ ପରିସରରେ ରେଞ୍ଜ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ପିଏକ୍ସଇର ନିର୍ଦ୍ଦେଶକ ତଥା ସ୍କୁଲ ପରିଚାଳନା କମିଟିର ସଭାପତି ବୈଜ୍ଞାନିକ...
ବିଶ୍ୱ ପୁସ୍ତକ ମେଳାରେ ଉନ୍ମୋଚିତ ହେଲା ‘ଏକ ବାର୍ ଦିବାର ବନ ଗୟେ ତୋ’ କବିତା ପୁସ୍ତକ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀଠାରେ ଚାଲିଥିବା ବିଶ୍ଵ ପୁସ୍ତକ ମେଳାରେ ବିଶିଷ୍ଟ ଅନୁବାଦକ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଦ୍ଵାରା ଅନୁଦିତ ପୁରୀର ବରିଷ୍ଠ କବି ଶୈଳବାଳା ମହାପାତ୍ରଙ୍କର କବିତା ପୁସ୍ତକ 'ଏକ...
ନୂଆଦିଲ୍ଲୀ: ବିଶ୍ଵ ପୁସ୍ତକ ମେଳାରେ ଓଡ଼ିଶାର ୨ଟି ପୁସ୍ତକ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନଠାରେ ଅନୁଷ୍ଠିତ ବିଶ୍ୱ ପୁସ୍ତକ ମେଳାରେ ଓଡ଼ିଶାର ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି।
କବି ମାନସ ରଞ୍ଜନ ମହାପାତ୍ରଙ୍କ ଗଳ୍ପ ପୁସ୍ତକ 'ନନାଙ୍କ ଖୁଞ୍ଚ ଲାଗିଥିବା...
ବଂଶଗତ କାରଣରୁ ବ୍ରେଷ୍ଟ କ୍ୟାନ୍ସର ହୋଇଥାଏ କି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=J_FJb8-mzkg
ମହିଳାଙ୍କଠାରେ ସବୁଠୁ ଅଧିକା ଦେଖାଯାଉଥିବା ରୋଗ ମଧ୍ୟରେ ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନ୍ସର ଅନ୍ୟତମ। ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ବିଭାଜନ ହେଲେ ସେଠାରୁ ଏକ ନୂତନ କୋଷିକା ସୃଷ୍ଟି...
ବ୍ଲଡ କ୍ୟାନ୍ସରକୁ ଚିହ୍ନିବେ କିପରି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=HHTLkZ9jWhE
ରକ୍ତରେ ଲୌହ ରକ୍ତ କଣିକା, ଶ୍ୱେତ ରକ୍ତକଣିକା ଏବଂ ପ୍ଲେଟ୍ଲେଟ୍ ରହିଛି। ଶ୍ୱେତ ରକ୍ତ କଣିକା ସାଧାରଣ ସ୍ତରଠାରୁ ଅଧିକ ବୃଦ୍ଧି ପାଇଲେ ଶରୀରରେ ସଂକ୍ରମଣ ହୋଇପାରେ, ପ୍ରଦାହ ହୋଇପାରେ...
କ୍ୟାନ୍ସର କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=CGnIwUMHRLE
କ୍ୟାନ୍ସର ଏକ ମାରାତ୍ମକ ରୋଗ। ଆମ ଶରୀରର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଲେ ଏହା ଟ୍ୟୁମରର ଆକାର ନେଇଥାଏ। ପରବର୍ତ୍ତି ସମୟରେ ଏହି ଟ୍ୟୁମର କ୍ୟାନ୍ସରର କାରଣ ପାଲଟେ। ସଠିକ...
ଓରାଲ କ୍ୟାନ୍ସରକୁ କେମିତି ଚିହ୍ନିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=OTgn2pXvssU
ମୁଖରେ ବା ପାଟି ଭିତରେ ଯେପରିକି ଜିଭ, ଜିଭ ତଳ, ତାଳୁ, ଦାନ୍ତ ମାଢ଼ି, ଗଳା ଆଦି ଜାଗାରେ କର୍କଟ ହେବାକୁ ମୁଖଗହ୍ୱର କର୍କଟ ବା ଓରାଲ କ୍ୟାନ୍ସର କୁହାଯାଏ।...
କ୍ୟାନ୍ସରକୁ କେମିତି ରୋକିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=MLTNBAc8zpE
କ୍ୟାନ୍ସର ବା କର୍କଟ ରୋଗ ହେଉଛି ଏକ ପ୍ରାଣଘାତୀ ରୋଗ। ଏଥିରେ ପୀଡ଼ିତ ହେଉଥିବା ଅଧିକାଂଶ ରୋଗୀଙ୍କର ଜୀବନ ଚାଲିଯାଉଛି।
ଠିକ୍ ସମୟରେ କର୍କଟ ରୋଗକୁ ଚିହ୍ନଟ କରି ଏହାର ଚିକିତ୍ସା...
ବିଏମସି କମିଶନର କହିଲେ – ଖଣ୍ଡଗିରି ଯାତ୍ରାରେ ହେବନି ଅଶ୍ଳୀଳ ନୃତ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଣ୍ଡଗିରି ଯାତ୍ରାରେ ଆଉ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ। ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଯାତ୍ରା କମିଟି ଏ ନେଇ ଅବଗତ ଅଛନ୍ତି। ଗାଇଡଲାଇନ...
ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ତିନିଦିନିଆ ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବ ‘ଉନୁରୁମ’ ଉଦଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବ 'ଉନୁରୁମ' ଉଦଯାପିତ ହୋଇଯାଇଛି।
ତିନିଦିନ ଧରି ଲୋକସଂସ୍କୃତି, ଲୋକକଳା ଓ ଲୋକନୃନ୍ୟର ଅନନ୍ୟ...