ଅନନ୍ତ ବାସୁଦେବ ମନ୍ଦିରର ‘ଅବଢ଼ା’- କେମିତି ଆରମ୍ଭ ହେଲା?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=HXcRCf8Ty5g&t=126s ଭୁବନେଶ୍ୱରର ଅନ୍ୟତମ ପ୍ରାଚୀନ ମନ୍ଦିର ଅନନ୍ତ ବାସୁଦେବ ମନ୍ଦିର। ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁସାଗର କୂଳରେ ଏହି ମନ୍ଦିର ରହିଛି। ଏହି ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣ, ପ୍ରଭୁ ବଳରାମ ଓ ଦେବୀ...

ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ। ଏନେଇ ବିଦ୍ୟାଳୟ ଓ...

ବିଶ୍ୱ ପଖାଳ ଦିବସରେ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀଙ୍କ କଣ୍ଠରେ ଶୁଣନ୍ତୁ ‘ଆସ ଜୀବନ ଧନ ମୋର ପଖାଳ...

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=nnzP2DY8GZ0 ଓଡ଼ିଶା ଏବଂ ଓଡ଼ିଆଙ୍କର ପଖାଳ ସହ ସମ୍ପର୍କ ବହୁ ନିବିଡ଼ ଏବଂ ପୁରାତନ। ପଖାଳ ଆମ ସଂସ୍କୃତି ସହ ମଧ୍ୟ ଯୋଡ଼ି ହୋଇରହିଛି। ପଖାଳକୁ ନେଇ ରଚନା କରାଯାଇଛି ଅନେକ ଲୋକ...

ଭାରି ସୁଆଦିଆ ଆମ ପଖାଳ କଂସା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=8xPx-CZEmOE ଓଡ଼ିଶା ଏବଂ ଓଡ଼ିଆଙ୍କ ନିତିଦିନିଆ ଜୀବନ ସହ ପଖାଳର ସମ୍ପର୍କ ଅତି ନିବିଡ଼ ଓ ପୁରାତନ। ଗଣ୍ଡାଏ ପଖାଳକୁ ଢୋକେ ତୋରାଣି ମନକୁ ଶାନ୍ତି ଆତ୍ମାକୁ ତୃପ୍ତ କରିଦିଏ। ଗାଁଠୁ ସହର ପ୍ରତି...

ପଖାଳ ଦିବସରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣନ୍ତୁ ‘ଆସ ଜୀବନ ଧନ ମୋର ପଖାଳ କଂସା’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=a2pSli1khlo ଓଡ଼ିଶା ଏବଂ ଓଡ଼ିଆଙ୍କର ପଖାଳ ସହ ସମ୍ପର୍କ ବହୁ ନିବିଡ଼ ଏବଂ ପୁରାତନ। ପଖାଳ କେବଳ ଆମ ସଂସ୍କୃତି ସହ ମଧ୍ୟ ଯୋଡ଼ି ହୋଇରହିଛି। ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ ଆହୁରି...

ଆଜି ବିଶ୍ୱ ପଖାଳ ଦିବସ: ଖାଇବା ଭାରି ଜମିବ

ଓଡ଼ିଶାଲାଇଭ୍ ବ୍ୟୁରୋ ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼। ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇରହିଛି। ଓଡ଼ିଆ ଲୋକଙ୍କ ଜୀବନଶୈଳୀରେ ପଖାଳ କେବଳ ନିତିଦିନିଆ ଖାଦ୍ୟ ନୁହେଁ, ଏହା ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଏଣୁ ପଖାଳର ଚାହିଦାକୁ...

ଖୋଲିଲା ପୋର୍ଟାଲ: ରାସନ କାର୍ଡ ପାଇଁ ଆଜିଠୁ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାସନ କାର୍ଡରୁ ବାଦ ପଡ଼ିଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ରାସନ କାର୍ଡ ଆବେଦନ ପାଇଁ ମାର୍ଚ୍ଚ ୧ ତାରିଖରୁ ଖୋଲିଲା ପୋର୍ଟାଲ। ନୂଆ ରାସନ କାର୍ଡରୁ ବାଦ ପଡ଼ିଥିବା ହିତାଧିକାରୀ...

ଭୁବନେଶ୍ଵରରେ ୟୁସିସିଆଇଏଲ୍ ପକ୍ଷରୁ ଆୟୋଜିତ ହେଲା ଫୁଡ୍ ଫେଷ୍ଟିଭାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍) ପକ୍ଷରୁ ଆୟୋଜିତ ହୋଇଯାଇଛି ଫୁଡ୍ ଫେଷ୍ଟିଭାଲ। ୟୁସିସିଆଇଏଲ୍ ନାରୀଶକ୍ତି କମିଟି ଏବଂ ଲେଡିଜ୍ ଫୋରମର ମିଳିତ ପ୍ରୟାସରେ ଶୁକ୍ରବାର ଦିନ...

କଟକ ଦହିବରା ଭାରି ସୁଆଦିଆ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=aaC9hy6hynw ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ। ପରମ୍ପରା, ଐତିହ୍ୟଠୁ ଆରମ୍ଭ କରି ଖାନା ଖଜାନା ପର୍ଯ୍ୟନ୍ତ ଏଠି ସବୁଥିରେ ଦେଖିବାକୁ ମିଳେ କିଛି ନା କିଛି ସ୍ୱତନ୍ତ୍ରତା। ସେଥିମଧ୍ୟରୁ ଚଟପଟି ଖାଦ୍ୟ ମଧ୍ୟରେ...

ଆଜି ଦହିବରା ଆଳୁଦମ୍ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଦହିବରା ଆଳୁଦମ୍ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ ପାଳନ କରାଯାଉଛି। ଦହିବରା ଆଳୁଦମ୍‌ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ...