କନ୍ଦାଇଲାଣି କଞ୍ଚାଲଙ୍କା: କିଲୋ ପିଛା ୪୦୦ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ପରିବା ବଜାରରେ ଏବେ ରାଜ କରୁଛି କଞ୍ଚାଲଙ୍କା। ଦେଖିବାକୁ ଛୋଟ, ହେଲେ ଦାମ ଶୁଣିଲେ ଗ୍ରାହକଙ୍କ ହୋସ୍ ଉଡ଼ିଯାଉଛି। ରୋଷେଇ ଘରୁ ଏବେ କଞ୍ଚାଲଙ୍କାକୁ ବାଦ୍ ଦେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ। ଏବେ...

ପରିବା ବଜାରରେ ମହଙ୍ଗା ମାଡ଼: ଶହେ ଉପରେ ସବୁ ପରିବାର ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ପରିବା ବଜାରରେ ମହଙ୍ଗା ମାଡ଼। ପରିବାର ମୂଲ୍ୟ ଶୁଣି ଛାନିଆଁ ହେଉଛନ୍ତି ସାଧାରଣ ଲୋକ। ଏବେ ରୋଷେଇ ଘରୁ ଅନେକ ପରିବାକୁ ବାଦ୍ ଦେବାକୁ ବାଧ୍ୟ ହେଉଛନ୍ତି ଗୃହିଣୀ। କିଲୋଗ୍ରାମ ପିଛା ୩୦ରୁ...

ଆଃ… କି ସୁଆଦିଆ ଆମ ରସଗୋଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରସଗୋଲା ହେଉଛି ମିଠାମାନଙ୍କ ଭିତରେ ରାଜା। ୨୦୧୫ ମସିହାରୁ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଦିନଟିକୁ ଓଡ଼ିଶାରେ ରସଗୋଲା ଦିବସ ଭାବେ ପାଳନ କରାଯାଇ ଆସୁଅଛି। ତେବେ ଏହି ଦିନଟି କାହିଁକି ଏବଂ...

କିଲୋ ପିଛା ୧୦୦ ଟଙ୍କା ଟପିଲା ଟମାଟୋ ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଖୁ ଦେଖୁ ୧୦୦ ଟଙ୍କା ଟପିଲା ଟମାଟୋ ଦର। କିଲୋ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଆଜି ୧୨୦ ଟଙ୍କାରେ ବିକ୍ରି ହେଉଛି। ଟମାଟୋ ଦର ଶୁଣି ଛାନିଆଁ...

ଆହାର କେନ୍ଦ୍ର ପରିଚାଳନା କମିଟି ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟି ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ...

ଭୁବନେଶ୍ଵରସ୍ଥିତ ଲୋକସେବା ଭବନ ପରିସରରେ ଉଦଘାଟିତ ହେଲା ମିଲେଟ ଶକ୍ତି କାଫେ ଓ କୃଷି ସମୀକ୍ଷା କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ 'ଅକ୍ଷୟ ତୃତୀୟା' ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ପରିସରରେ ଉଦଘାଟିତ ହୋଇଯାଇଛି ମିଲେଟ ଶକ୍ତି କାଫେ ଓ କୃଷି ସମୀକ୍ଷା କେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ଓଡ଼ିଶା ମିଲେଟ୍ସ...

ଅକ୍ଷୟ ତୃତୀୟା ଅବସରରେ ଲୋକସେବା ଭବନରେ ଖୋଲିବ ‘ମିଲେଟ ଶକ୍ତି କାଫେ’

ଓଡ଼ିଶାଲାଇଭ୍ ବ୍ୟୁରୋ ଏପ୍ରିଲ ୨୩ ତାରିଖ ଅକ୍ଷୟ ତୃତୀୟା ଅବସରରେ ଲୋକସେବା ଭବନ ପରିସରରେ ଖୋଲିବାକୁ ଯାଉଛି 'ମିଲେଟ୍ ଶକ୍ତି କାଫେ'। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଲୋକସେବା ଭବନକୁ...

ବିଶ୍ଵ ପଖାଳ ଦିବସ: ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣନ୍ତୁ ‘ଆସ ଜୀବନ ଧନ ମୋର ପଖାଳ କଂସା’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=a2pSli1khlo] ଓଡ଼ିଶା ଏବଂ ଓଡ଼ିଆଙ୍କର ପଖାଳ ସହ ସମ୍ପର୍କ ବହୁ ନିବିଡ଼ ଏବଂ ପୁରାତନ। ପଖାଳ କେବଳ ଆମ ସଂସ୍କୃତି ସହ ମଧ୍ୟ ଯୋଡ଼ି ହୋଇରହିଛି। ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ...

ଆଃ! ମୋ ପଖାଳ କଂସା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=8xPx-CZEmOE] ଓଡ଼ିଶା ଏବଂ ଓଡ଼ିଆଙ୍କ ନିତିଦିନିଆ ଜୀବନ ସହ ପଖାଳର ସମ୍ପର୍କ ଅତି ନିବିଡ଼ ଓ ପୁରାତନ। ଗଣ୍ଡାଏ ପଖାଳକୁ ଢୋକେ ତୋରାଣି ମନକୁ ଶାନ୍ତି ଆତ୍ମାକୁ ତୃପ୍ତ କରିଦିଏ। ଗାଁଠୁ ସହର...

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ହନ୍ତସନ୍ତ ସାଧାରଣ ଜନତା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ରାଜ୍ୟବ୍ୟାପୀ ବୁଧବାର ଦିନଠାରୁ ଚାଲିଛି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଗାଡ଼ି ମଟର ଚଳାଚଳ...