ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶେଷଦିନ: ଆଜି କଂସ ବଧ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=vgOhS5ho9WY ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। ମଥୁରା ନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିଥିବା କଂସ ମହାରାଜାଙ୍କ ରାଜୁତିର ଆଜି ହେଉଛି ଶେଷଦିନ। କଂସଙ୍କ...

ପ୍ରୟାଗରାଜରେ ଆରମ୍ଭ ହେଲା ‘ମହାକୁମ୍ଭ’ ମେଳା, ବୁଡ଼ ପକାଇଲେ ୫୦ ଲକ୍ଷରୁ ଅଧିକ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ବିଶ୍ଵର ସର୍ବବୃହତ ଅଧ୍ୟାତ୍ମିକ ମେଳା ‘ମହାକୁମ୍ଭ’। ପୌଷ ପୂର୍ଣ୍ଣିମାରେ ସକାଳୁ ସକାଳୁ ୫୦ ଲକ୍ଷରୁ ଅଧିକ ଭକ୍ତ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର...

ଧନୁଯାତ୍ରା ଆସିଲେ କଳାକୁଞ୍ଜକୁ ମନେ ପକାନ୍ତି ବରଗଡ଼ବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଧନୁଯାତ୍ରା ଆସିଲେ ବରଗଡ଼ ସହରର ବରିଷ୍ଠ ଲୋକମାନେ ସବୁବେଳେ କଳାକୁଞ୍ଜକୁ ମନେପକାନ୍ତି। କାରଣ ୫୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ଧରି ଧନୁଯାତ୍ରାର ସବୁଠାରୁ ଆକର୍ଷଣ ଥିଲା...

ଆଜି ପବିତ୍ର ପୌଷ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ରତ୍ନସିଂହାସନରେ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିର...

ଭାରତର ଏହି ୪ଟି ସହରରେ କାହିଁକି ହୋଇଥାଏ କୁମ୍ଭ ମେଳା?

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲିଠାରୁ ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ମେଳା ମହାକୁମ୍ଭ। ୧୨ ବର୍ଷ ପରେ ମହାକୁମ୍ଭ ପ୍ରୟାଗରାଜରେ ଗଙ୍ଗା ଏବଂ ଯମୁନା ନଦୀର ସଙ୍ଗମସ୍ଥଳରେ ଆୟୋଜିତ ହେବାକୁ ଯାଉଛି। ଜାନୁଆରି ୧୩ରୁ ଫେବୃଆରୀ...

ବରଗଡ଼ରେ ପୂର୍ବରୁ ୧୬ ଦିନ ଧରି ଚାଲୁଥିଲା ଧନୁଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ ଧନୁଯାତ୍ରାର ଇତିହାସ ବହୁତ ଲମ୍ବା। ଏହାର ଅୟମାରମ୍ଭକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତଥାପି ବରଗଡ଼ ଧନୁଯାତ୍ରା ପରମ୍ପରାକୁ ଜାବୁଡ଼ି ଧରି ଆଗକୁ ଆଗେଇ ଚାଲିଛି। ଧନୁଯାତ୍ରାର ଉତ୍ପତ୍ତି ୧୯୪୭ ମସିହାରେ ବରଗଡ଼ରେ...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ପୁତନା ବଧ ଦୃଶ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=TwaAeNAx2q8 ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ଚାଲିଛି ଧନୁଯାତ୍ରା। ବରଗଡ଼ ସହରରେ ଚାଲିଛି ମଥୁରା ନରେସ ମହାରାଜା କଂସଙ୍କ ରାଜୁତି। ମହାରାଜ କଂସଙ୍କ ନିର୍ଦ୍ଦେଶରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଗୋପପୁରରେ...

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଲମ୍ବା ଇତିହାସ 

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ-ଓଡ଼ିଶାର ବରଗଡ଼ ସହରରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ରହିଛି ଏକ ଲମ୍ବା ଇତିହାସ। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଇତିହାସ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ‘ଓଡ଼ିଶାଲାଇଭ୍‌’ର ସ୍ୱତନ୍ତ୍ର ପ୍ରୟାସ। ଲୋକସଂସ୍କୃତିର ଗନ୍ତାଘର ହେଉଛି ବରଗଡ଼। ବରଗଡ଼ର ବିଶେଷ ପରିଚୟ ହେଉଛି ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’। ବିଶ୍ୱ ପ୍ରସିଦ୍ଧ ବରଗଡ଼...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୧୧ ଦିନରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ମହାରାଜା କଂସ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୧ଦିନ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ପ୍ରବଳ ପ୍ରତାପି ମଥୁରା ନରେଶ ମହାରାଜା କଂସ। ତେବେ ଏହି ପୋଷାକ କିଏ ତିଆରି କରନ୍ତି? କଂସଙ୍କ ପୋଷାକରେ ଲାଗେ ମୋତି, ଜରି ଓ ପିତ୍ତଳ ସାମଗ୍ରୀ ଚେନ୍ନାଇରୁ ଆସେ ରତ୍ନ ପଥର ୧୧ ଦିନରେ ୧୧ ରକମର ପୋଷାକ ପିନ୍ଧନ୍ତି କଂସ ମହାରାଜା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟନ୍ତି ପ୍ରବଳ ପ୍ରତାପି କଂସ ମହାରାଜା।...

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ମନୋରମ ପରିବେଶ ସୃଷ୍ଟି କଲା ରାଧାକୃଷ୍ଣଙ୍କ ନାବକେଳୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସବୁଦିନ ଆସର ଜମୁଛି। ଉଭୟ ମଥୁରାନଗରୀ ଏବଂ ଗୋପପୁରରେ ଚିତ୍ତାକର୍ଷକ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। ଗୋଟେପଟେ କଂସ ମହାରଜଙ୍କ ଶାସନ ଏବଂ...