ଆଜି ଶ୍ରାବଣ ସୋମବାରରେ ରାଜ୍ୟର ଶୈବ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରାବଣ ମାସର ସୋମବାରରେ ରାଜ୍ୟର ସବୁ ଶୈବ ପୀଠରେ ଜଳ ଲାଗି ପାଇଁ କାଉଡିଆଙ୍କ ଭିଡ଼ ଲାଗିଛି। ହଜାର ହଜାର ସଂଖ୍ୟାରେ କାଉଡ଼ିଆମାନେ ମହାଦେବଙ୍କୁ ଜଳ ଅର୍ପଣ କରି ଶୁଭ...
ଓଡ଼ିଶୀ ସଙ୍ଗୀତର ଧାରା ଅନ୍ୟ ଭାରତୀୟ ସଙ୍ଗୀତଠାରୁ ସ୍ୱତନ୍ତ୍ର – ଗୁରୁ ରାମହରି ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=nsvuH0_OQuY]
ଓଡ଼ିଶୀ ସଙ୍ଗୀତର ଧାରା ଅନ୍ୟ ଭାରତୀୟ ସଙ୍ଗୀତଠାରୁ ଭିନ୍ନ। ଓଡ଼ିଶୀ ନୃତ୍ୟର ଆତ୍ମା ହେଉଛି ଓଡ଼ିଶୀ ସଙ୍ଗୀତ। ଓଡ଼ିଶୀ ନୃତ୍ୟ ପାଇଁ ଓଡ଼ିଶୀ ସଙ୍ଗୀତ ଅନିବାର୍ଯ୍ୟ।
ଓଡ଼ିଶୀ ସଙ୍ଗୀତ ଅତ୍ୟନ୍ତ ମଧୁର...
ପୁରୀରେ ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’ ଉଦଘାଟିତ: ଫ୍ରେମ ଭିତରେ କଳା ସଂସ୍କୃତିର ଉତ୍କୃଷ୍ଟ ଚିତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଆରମ୍ଭ ହୋଇଯାଇଛି ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’। ସ୍ଥାନୀୟ ସଂସ୍କୃତି ଭବନ ପରିସରର ଲଳିତକଳା ଏକାଡେମୀ ଆର୍ଟ ଗ୍ୟାଲେରୀରେ ସୋମବାର ଦିନ ଏହି ଫଟୋଗ୍ରାଫି ମହୋତ୍ସବ ଉଦଘାଟିତ ହୋଇଛି। ଏହି...
ସ୍ୱାଧୀନତା ଦିବସ ଅବସରରେ ଲାଲକିଲାରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ – ‘କୋଭିଡ ବେଳେ ସାରା ବିଶ୍ଵକୁ ମାନବିକତା ଶିଖାଇଛି ଭାରତ”
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ ତମ ସ୍ଵାଧୀନତା ଦିବସ ଅବସରରେ ଲାଲକିଲାଠାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ପତାକା ଉତ୍ତୋଳନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟଠାରେ ମହାତ୍ମା...
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ – “ମଜଭୁତ ହେଉଛି ଓଡ଼ିଶାର ଅର୍ଥନୀତି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।...
ବୌଦ୍ଧରେ କମିଲା ଟମାଟୋ ଦର, କିଲୋ ୬୦ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): କମିଲା ଟମାଟୋ ଦର। ଦୁଇ ଶହ ଟଙ୍କା ନୁହେଁ ଏବେ କିଲୋଗ୍ରାମ ପ୍ରତି ୬୦ ଟଙ୍କାରେ ମିଳୁଛି ଟମାଟୋ। କିଛି ଦିନ ହେଲା ରୋଷେଇ ଘରେ ଟମାଟୋର...
ପୁରୀରେ ଅନୁଷ୍ଠିତ ହେବ ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’, ଫଟୋ ବଖାଣିବ କଳା ସଂସ୍କୃତିର ଅନନ୍ୟ କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’। ପୁରୀ ସ୍ଥିତ ଲଳିତକଳା ଏକାଡେମୀ ପରିସରରେ ଅଗଷ୍ଟ ୧୪ ତାରିଖରୁ ୨୦ ତାରିଖ ଯାଏଁ ଏହି ଫଟୋଗ୍ରାଫି ଫେଷ୍ଟିଭାଲ ଚାଲିବ।...
ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍ ୨୦୨୩ – ୩ ଦିନ ଧରି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା...
ଓଡ଼ିଶାଲାଇଭ ବ୍ୟୁରୋ
(ଭୁବନେଶ୍ୱର): ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ପକ୍ଷରୁ ଚାଲିଥିବା ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’ ଶୁକ୍ରବାର ଦିନ ଶେଷ ହୋଇଯାଇଛି। ଭୁବନେଶ୍ୱରଠାରେ ୩ ଦିନ ଧରି...
“ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷାରେ ନେତୃତ୍ୱ ନିଅନ୍ତୁ ଯୁବପିଢ଼ି”
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଜଳବାୟୁ ପରିବର୍ତ୍ତନ ଆଜି ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର, ଜଙ୍ଗଲ କ୍ଷୟ, ମାତ୍ରାଧିକ ପ୍ରଦୂଷଣ ପରିବେଶକୁ ପ୍ରଭାବିତ କରିବା ସହ...
ବନକଲାଗୀ ନୀତି ପରେ ଝଟକିଲା ମହାପ୍ରଭୁଙ୍କ ଶ୍ରୀମୁଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ବାଦ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ି ଅନୁଷ୍ଠିତ ହେଲା ବଡ଼ଠାକୁରଙ୍କ ବନକଲାଗି ନୀତି। ଦୀର୍ଘ ଦେଢ଼ମାସ ପରେ ବୁଧବାର ଦିନ ମହୁପ୍ରଭୁଙ୍କର ହେଲା ଶ୍ରୀମୁଖ ଶିଙ୍ଗାର। ଚମକିଲା ମଳିନ ପଡ଼ିଯାଇଥିବା...