ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପ୍ରମୁଖ ଆକର୍ଷଣ ଓଡ଼ିଶାର ‘ଖଜୁରୀ ଗୁଡ଼’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=NtA2AOmdi6Y (ନୂଆଦିଲ୍ଲୀ/ଭୁବନେଶ୍ୱର): ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି। ନୂଆଦିଲ୍ଲୀର...

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି: ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ମାର୍ଗଶିର କୃଷ୍ଣ ଦଶମୀରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ପାଇଁ...

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଲୋକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ‘କରୁଣା ସିଲ୍କ’

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରୁରତାହୀନ ତଥା ରାସାୟନିକ ରଙ୍ଗମୁକ୍ତ ଓଡ଼ିଶାର ‘କରୁଣା ସିଲ୍କ’ ଭାରତୀୟ ବୟନ ଶିଳ୍ପ କ୍ଷେତ୍ରରେ ଏକ ନୂଆ ପ୍ରୟୋଗ (ନୂଆଦିଲ୍ଲୀ/ଭୁବନେଶ୍ୱର): ରେଶମ ପୋକକୁ ନମାରି କ୍ରୁରତାହୀନ ଉପାୟରେ ଖୋସାରୁ ସିଲ୍କ ଉତ୍ପାଦନ କରି...

ଆଜି ପ୍ରଥମାଷ୍ଟମୀ: ଉତ୍ସବମୁଖର ଓଡ଼ିଶାର ପୁରପଲ୍ଲୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସାରା ରାଜ୍ୟରେ ପାଳିତ ହେଉଛି ପବିତ୍ର ପ୍ରଥମାଷ୍ଟମୀ। ଆଜିର ଦିନରେ ବଂଶର ପ୍ରଥମ ସନ୍ତାନ ବା ବଡ଼ ପୁଅ ଝିଅ ନୂଆ ବସ୍ତ୍ର ପିନ୍ଧି ପୂଜା ହୋଇଛନ୍ତି। ଏହି ଅବସରରେ...

ରାତି ପାହିଲେ ପ୍ରଥମାଷ୍ଟମୀ: ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପୋଢ଼ୁଆଁ ଭାର  

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି, ଶନିବାର ଦିନ ପ୍ରଥମାଷ୍ଟମୀ। ପୁରୀ ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ। ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ପୋଢ଼ୁଆଁ ଭାରରେ ଅରୁଆ...

ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରସ୍ତୁତ ‘ଖଜୁରୀ ଗୁଡ଼’ର ଚାହିଦା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=NtA2AOmdi6Y (ନୂଆଦିଲ୍ଲୀ/ଭୁବନେଶ୍ୱର): ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି। ନୂଆଦିଲ୍ଲୀର...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମନ ମୋହୁଛି ‘ଓଡ଼ିଶା ମଣ୍ଡପ’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=G4YCoG4ow5w&t=192s ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪। ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ବିଶାଳ ବାଣିଜ୍ୟ ମେଳାର ପ୍ରମୁଖ ଆକର୍ଷଣ ପାଲଟିଛି ସ୍ୱତନ୍ତ୍ର ‘ଓଡ଼ିଶା...

ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ଛାତ୍ରୀମାନଙ୍କ ଦକ୍ଷତା ବିକାଶ ତାଲିମ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟ ଏବଂ ହାଇଦ୍ରାବାଦ ସ୍ଥିତ ନନ୍ଦି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଛାତ୍ରୀମାନଙ୍କୁ ନେଇ ୧୨ ଦିନିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ...

କମୁନି ଦର: ପିଆଜ କିଣିବାକୁ ମାଡ଼ୁଛି ଡର

ପୁଷ୍ପମିତ୍ର ମହାନ୍ତି ସାଧାରଣ ଜନତାଙ୍କ ଚିନ୍ତା ବଢ଼ାଇଲାଣି ପିଆଜ ଦର। ଆଶାଛୁଆଁ ମୂଲ୍ୟକୁ ଦେଖି ଆବଶ୍ୟକତାଠାରୁ ବହୁତ କମ୍ ପିଆଜ କିଣି ନେଉଛନ୍ତି ଗ୍ରାହକ। ସଂପ୍ରତି ବିଭିନ୍ନ ସହରରେ ପିଆଜ ଦର କିଲୋ ଗ୍ରାମ ପିଛା...

ମୟୂରଭଞ୍ଜରେ ଆୟୋଜିତ ହେଲା ଭାରତ-ଇଟାଲୀ ବ୍ୟଞ୍ଜନ ଉତ୍ସବ 

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ବେଲଗଡ଼ିଆ ପ୍ୟାଲେସରେ ଭାରତ-ଇଟାଲୀ ବ୍ୟଞ୍ଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଉଭୟ ଦେଶର...