ଆପଣ ଜାଣନ୍ତି କି, କାହିଁକି ପାଳନ ହୁଏ ଦୀପାବଳି?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଲୋକ ଏବଂ ଆନନ୍ଦର ପର୍ବ ହେଉଛି ଦୀପାବଳି। ଅନ୍ଧାର ଉପରେ ଆଲୋକର ବିଜୟର ପର୍ବ ଦୀପାବଳି। ଦୀପ ଜଳାଇ ଅମାବାସ୍ୟା ଅନ୍ଧାକାରକୁ ଦୂର କରାଯିବାର ପରମ୍ପରା କାହିଁ କେତେ ବର୍ଷରୁ ଚାଲିଆସୁଛି। ଦୀପାବଳି...

ଆଜି ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଆଲୋକ ଏବଂ ଉଲ୍ଲାସର ପର୍ବ ଦୀପାବଳି। ଦୀପାବଳି ପାଇଁ ଗାଁଠୁ ସହର ହୋଇଉଠିଛି ଚଳଚଞ୍ଚଳ। ଧୁମଧାମରେ ଦୀପାବଳି ପାଳନ ପାଇଁ ଏ ବର୍ଷ ଲୋକମାନେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୫ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ଆଜି ‘ଧନତେରସ୍‌’: ସୁନା ଗହଣା ଦୋକାନରେ ଜମିବ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଧନ ତ୍ରୟୋଦଶୀରେ ପାଳିତ ହେଉଛି ‘ଧନତେରସ୍‌’। ଏହାକୁ ଧନ ଓ ସମ୍ପଦର ଉତ୍ସବ ବୋଲି କୁହାଯାଏ। ଏହି ଦିନ ଧନଦାତ୍ରୀ ଦେବୀ ମା’ ଲକ୍ଷ୍ମୀ ପୂଜା ପାଆନ୍ତି। ଆଜିର ଦିନରେ...

ମା’ ମଉଳୀ ଦେବୀ ମନ୍ଦିରରୁ ଆରମ୍ଭ ହେଲା କୋରାପୁଟର ଲୋକ ମହୋତ୍ସବ ‘ପରବ ୨୦୨୪’

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଦୁଧାରୀର ମଉଳୀ ମା' ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ-୨୦୨୪। ସେମିଳିଗୁଡ଼ା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା'...

ଗଞ୍ଜାମର ବାଦ ‘ରଜା ନାଟ’ – ଏକ ଅନନ୍ୟ ଅନୁଭୂତି 

କପିଳାସ ଭୂୟାଁ ଅକ୍ଟୋବର ମାସ ତୃତୀୟ ସପ୍ତାହରେ ବନ୍ଧୁ ବରିଷ୍ଠ ଚିତ୍ରଶିଳ୍ପୀ ରାମହରି ଜେନାଙ୍କ ସହ ବ୍ରହ୍ମପୁର ଯାଇଥିଲି। ସମ୍ପ୍ରତି ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଆନୁକୂଲ୍ୟରେ ଟାଗୋର ଫେଲୋ...

ଗୋଟିପୁଅ ନୃତ୍ୟ ବିଷୟରେ କିଛି ଜଣା ଅଜଣା କଥା

କପିଳାସ ଭୂୟାଁ https://www.youtube.com/watch?v=PAT1zPfWYdg ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟକୁ ସର୍ବସମକ୍ଷରେ ଯେଉଁ ଗୁରୁତ୍ଵ ଦିଆଯାଏ, ଗୋଟିପୁଅ ନୃତ୍ୟ ଭାଗରେ ତାହା ପଡ଼େ ନାହିଁ। କିନ୍ତୁ ଆମେ ଜାଣିବା କଥା ଯେ ଗୋଟିପୁଅ ହେଉଛି ଓଡ଼ିଶୀ ନୃତ୍ୟର ମୂଳ...

ଭୁବନେଶ୍ଵରରେ କଳାକୁଞ୍ଜ ମହୋତ୍ସବ ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଯାଇଛି କଳାକୁଞ୍ଜ ମହୋତ୍ସବ। ବୁଧବାର ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଏହି ସମାରୋହ ଆୟୋଜିତ ହୋଇଥିଲା। ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟକୁ ଲୋକଭିମୁଖୀ କରିବା ଉଦ୍ଦେଶ୍ୟରେ...

ଢେଙ୍କାନାଳ: ଆଇଆଇଏମ୍‌ସିରେ ନିବେଶକ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ (ଢେଙ୍କାନାଳ): ବର୍ତ୍ତମାନ ସେୟାର ବଜାରରେ ପୁଞ୍ଜି ନିବେଶ କରିବା ପାଇଁ ଅନେକ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ସେପ୍ଟେମ୍ବର ସୁଦ୍ଧା ଭାରତରେ ପ୍ରାୟ ସାଢ଼େ ୧୭ କୋଟି ଡିମାଟ୍ ଆକାଉଣ୍ଟ ଖୋଲାଯାଇଛି।...

ରହିବାକୁ ଜାଗା ମିଳୁନି, ପୁରୀରେ ହନ୍ତସନ୍ତ ହବିଷ୍ୟାଳି

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଣ୍ଡ ଗୁଞ୍ଜିବାକୁ ଜାଗା ମିଳୁନଥିବାରୁ ପୁରୀରେ ହନ୍ତସନ୍ତ ହେଉଛନ୍ତି ହବିଷ୍ୟାଳି। ହବିଷ୍ୟାଳି ଯୋଜନାରେ ପଞ୍ଜୀକରଣ କରିନଥିବା କାର୍ତ୍ତିକ ବ୍ରତଧାରୀଙ୍କୁ ରହିବାକୁ ଅନୁମତି ମିଳୁନାହିଁ। ଫଳରେ ଏହି ହବିଷ୍ୟାଳି ମା’ମାନେ ପୁରୀ ବୃନ୍ଦାବତୀ...