ଆମେରିକାର ଫ୍ଲୋରିଡାରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଆମେରିକାରେ ଧୁମଧାମର ସହ ପାଳିତ ହୋଇଯାଇଛି ଦୁର୍ଗାପୂଜା। ଆମେରିକାର ଦକ୍ଷିଣପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ମା’ଙ୍କ ଆରାଧନା କରିଛନ୍ତି ପ୍ରବାସୀ ଓଡ଼ିଆ। ଅକ୍ଟୋବର...

ଆଜି ମା’ ଦୁର୍ଗାଙ୍କ ଭସାଣ ଯାତ୍ରା: ଭୁବନେଶ୍ୱର ଓ କଟକରେ ଟ୍ରାଫିକ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଧରା ପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା। ଭକ୍ତଙ୍କୁ ଦର୍ଶନ ଦେବା ପରେ ବିଦାୟ ନେବେ ଦୁର୍ଗତୀନାଶିନୀ। ବିଭିନ୍ନ ପୂଜାମଣ୍ଡପରୁ ମା’ଙ୍କ ଭସାଣ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱର ଓ...

ବାଲେଶ୍ୱର ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ବାଡ଼ି ଖେଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ସହରର ବାରବାଟୀ ଅଞ୍ଚଳର ମଣ୍ଡଳ ପରିବାର, କର ପରିବାର, ଦେବ ପରିବାର ଓ ମଦନମୋହନ ଦାସ ପରିବାର ମିଳିତ ଭାବେ ଏହି...

କାନିରେ କନକ ଅଞ୍ଜୁଳି ବାନ୍ଧି ଏଠି ମା’ଙ୍କୁ ଦିଆଯାଏ ମେଲାଣି

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଗାପୂଜାରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ଝିଅକୁ ଯେପରି ଶାଶୂଘରକୁ ବିଦାୟ ଦେଲାବେଳେ ତା କାନିରେ କନକ ଅଞ୍ଜୁଳି ବନ୍ଧାଯାଏ ସେହିପରି ମା’ଦୁର୍ଗାଙ୍କୁ...

କଟକ ଦଶହରାରେ ସାହି ମୁରବିମାନଙ୍କ ଭୂମିକା

ଓଡ଼ିଶାଲାଇଭ୍ ବ୍ୟୁରୋ ସାହି ମୁରବିଙ୍କ ନେତୃତ୍ୱରେ ଆଗକୁ ବଢୁଛି କଟକ ସହରର ଭାଇଚାରା। (କଟକରୁ ଜୟ ମହାନ୍ତି): ନଦୀ ପଠାରେ କାଶତଣ୍ଡୀ ଦେଖିଲେ ଭାରି ଖୁସି ହୋଇଯାନ୍ତି କଟକିଆ। ଏହି ଖୁସି ପଛର ମୁଖ୍ୟ କାରଣ...

ଆଜି ପବିତ୍ର ଦଶହରା: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳିତ ହେଉଛି ଦଶହରା ପର୍ବ। ମଙ୍ଗଳବାର ଦଶହରା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କର ସୁନାବେଶ। ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ...

ଆଜି ପବିତ୍ର ବିଜୟାଦଶମୀ: ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ପବିତ୍ର ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ଆଜି ଦିନର ରହିଛି ବିଶେଷ ମହତ୍ୱ। ବିଜୟାଦଶମୀ ଅବସରରେ ମନ୍ତ୍ର ଉଚ୍ଚାରଣ...

ନବରାତ୍ରୀରେ ମା’ ଦୁର୍ଗାଙ୍କ ପାଖରେ ଲାଗି ହୁଏ ଭିନ୍ନ ଭିନ୍ନ ଭୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରାତ୍ରୀରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କୁ ୯ଟି ଅବତାରରେ ପୂଜା କରାଯାଇଥାଏ। ଏହି ନଅଟି ଅବତାରରେ ମା’ଙ୍କୁ ଭିନ୍ନ ଭିନ୍ନ ଭୋଗ ଲାଗି କରାଯାଏ। ଜାଣନ୍ତୁ କେଉଁ ରୂପରେ ମା’ କେଉଁ ଭୋଗକୁ...

କେନ୍ଦ୍ରାପଡ଼ାରେ ଭିନ୍ନ ପରମ୍ପରା: କୁମାରୀ ରୂପରେ ପୂଜା ପାଆନ୍ତି ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ସହର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଙ୍ଗାଳି ସାହିରେ ଦୁର୍ଗାପୂଜା ଅବସରରେ ମା’ଙ୍କୁ ଭିନ୍ନ ପରମ୍ପରାରେ ପୂଜା କରାଯାଏ। ଦୁର୍ଗାପୂଜା ଆସିଲେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବଙ୍ଗାଳି ସାହି ହୋଇଉଠେ ଉତ୍ସବ ମୁଖର। ମା’...

ପାକିସ୍ତାନର ହିଙ୍ଗଲାଜ ଭବାନୀ ଶକ୍ତିପୀଠ – ଏଠି ହିନ୍ଦୁ, ମୁସଲମାନ କରନ୍ତି ମା’ଙ୍କ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଅନେକ ଶକ୍ତିପୀଠ ଅଛି ଯେଉଁଠି ଏବେ ଦୁର୍ଗା ପୂଜା ଚାଲିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେବୀ ମା’ଙ୍କର ଏକ ଶକ୍ତିପୀଠ ପାକିସ୍ତାନରେ ବି ଅଛି। ସବୁଠୁ...