ବିଦେଶ ମାଟିରେ ବୋଇତ ବନ୍ଦାଣ ଉତ୍ସବ ପାଳିଲେ ଏଲସବରୀ ଓଡ଼ିଆ ପରିବାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦେଶ ମାଟିରେ ବୋଇତ ବନ୍ଦାଣ ଉତ୍ସବ ପାଳନ କଲେ ଏଲସବରି ଓଡ଼ିଆ ପରିବାର। ଇଂଲଣ୍ଡର ଏଲସବରୀଠାରେ ବସବାସ କରୁଥିବା ଓଡ଼ିଆ ପରିବାରଙ୍କୁ ନେଇ ଗଠିତ ସଂଗଠନ ଏଲସବରୀ ଓଡ଼ିଆ ପରିବାର ପକ୍ଷରୁ ପ୍ରଥମ...
ବିହାର: ଭାଗଲପୁରରେ ଡିସେମ୍ବର ୨୭ରୁ ଦୁଇଦିନିଆ ଡବ୍ଲ୍ୟୁଜେଏଆଇର ପ୍ରତିଷ୍ଠା ଦିବସ ଓ ୱେବ ମିଡିଆ ସମାଗମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିହାର): ଭାଗଲପୁରଠାରେ ଡିସେମ୍ବର ୨୭ ଓ ୨୮ ତାରିଖ ଦୁଇଦିନ ଆୟୋଜିତ ହେବାକୁ ଯାଉଛି ୱେବ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ଅଫ ଇଣ୍ଡିଆ (ଡବ୍ଲ୍ୟୁଜେଏଆଇ) ର ସପ୍ତମ ପ୍ରତିଷ୍ଠା ଦିବସ ସମାରୋହ ଏବଂ...
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ: ‘ଷ୍ଟ୍ରୋକ୍କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁର): ‘ବ୍ରେନ୍ ଷ୍ଟ୍ରୋକ୍’ ବା ‘ମସ୍ତିଷ୍କାଘାତ’ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା ହୋଇଛି। ତେଣୁ, ଏ ବିଷୟରେ ଯୁବପିଢ଼ିଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ବ୍ରହ୍ମପୁର...
ବାଲେଶ୍ଵରରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜଳେଶ୍ଵର ବିଧାୟକ ଅଶ୍ଵିନୀ ପାତ୍ର।...
ସୁଭଦ୍ରା ଶକ୍ତି ମେଳା: ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ମଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/mz8lc07oTPs
ଭୁବନେଶ୍ଵରରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ‘ସୁଭଦ୍ରା ଶକ୍ତି ମେଳା-୨୦୨୫’। ନଭେମ୍ବର ୧ରୁ ଆରମ୍ଭ ହୋଇଥିବା ଏହି ମେଳା ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ...
ଭୁବନେଶ୍ୱର: ପାଳନ ହେଲା ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ପୁରୁଣା କ୍ୟାମ୍ପସରେ ବହୁ ଆଡ଼ମ୍ବର ସହକାରେ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ (ଏକ୍ସଆଇଏମ) ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।
ଏହି ଅବସରରେ ଆମ୍ବୁଜା ନିଓଟିଆ ଗ୍ରୁପର ଚେୟାରମ୍ୟାନ ପଦ୍ମଶ୍ରୀ ହର୍ଷବର୍ଦ୍ଧନ...
ଭୁବନେଶ୍ଵରରେ ଆରମ୍ଭ ହେଲା ଇଣ୍ଡିଆନ ରୋଡସ୍ କଂଗ୍ରେସ ମେଗା ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରମ୍ଭ ହେଲା ଇଣ୍ଡିଆନ ରୋଡସ୍ କଂଗ୍ରେସ (ଆଇଆରସି) ମହାକୁମ୍ଭ। ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ୮୪ତମ ରୋଡସ୍ କଂଗ୍ରେସ ସମାବେଶକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ...
ଭୁବନେଶ୍ୱର: ନାଲକୋ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲକୋ) ପକ୍ଷରୁ ସତର୍କତା ସଚେତନତା ସପ୍ତାହ- ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନିର ସମସ୍ତ...
ଆଜିଠାରୁ କଟକର ଐତିହାସିକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ଯାଏଁ ଚାଲିବ ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟିକ ମେଳା। ଐତିହାସିକ ବାଲିଯାତ୍ରାକୁ ଉଦଘାଟନ...
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀମନ୍ଦିର ରତ୍ନ ସିଂହାସନରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ରାଜରାଜେଶ୍ଵର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ବଡ଼ଠାକୁରଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ...





















