ଆଜି ସ୍ନେହ ଓ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସ୍ନେହ ଏବଂ ସମ୍ପର୍କର ଏହି ପର୍ବରେ ଭାଇ ହାତରେ ରାକ୍ଷୀ ବାନ୍ଧିଛି ଭଉଣୀ। ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। ଏହି ପର୍ବରେ ଭାଇହାତରେ...

ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାସନକାର୍ଡ ହିତାଧିକାରୀ ପୁଣି ପାଇବେ ଗହମ। ହିତାଧିକାରୀଙ୍କୁ ଏଣିକି ଚାଉଳ ସହ ଗହମ ଦିଆଯିବ। ହିତାଧିକାରୀଙ୍କ ଚାହିଦାକୁ ଦେଖି ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ। ଏଥିପାଇଁ କେନ୍ଦ୍ର...

ଗ୍ରାମାଞ୍ଚଳର ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡ଼ିଶା ସମୃଦ୍ଧ ହେବ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ଗ୍ରାମଞ୍ଚଳ ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡ଼ିଶା ସମୃଦ୍ଧ ହେବ। ବିକଶିତ ଓଡ଼ିଶା ଗଠନର ସ୍ଵପ୍ନ ପୂରଣ ହୋଇପାରିବ”, ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ...

ସ୍ଵାଧୀନତା ଦିବସରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ମିଳିବ ଦିନେ ଛୁଟି

ଓଡ଼ିଶାଲାଇଭ୍ ବ୍ୟୁରୋ “ଋତୁସ୍ରାବ ହେଲେ କର୍ମଜୀବୀ ମହିଳାଙ୍କୁ ମିଳିବ ଦିନେ ଛୁଟି। ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଜୀବୀ ମହିଳାଙ୍କୁ ଏହି ସୁବିଧା ମିଳିବ। ଖୁବଶୀଘ୍ର ଏହି ନିୟମ ସାରା...

ଆଜି ଶ୍ରାବଣର ଚତୁର୍ଥ ସୋମବାର: ରାଜ୍ୟର ପ୍ରମୁଖ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଶ୍ରାବଣ ମାସର ଚତୁର୍ଥ ସୋମବାର। ଆଜିର ଦିନରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର ସବୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ କାଉଡ଼ିଆ...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଶ୍ରାବଣ ଶୁକ୍ଳ ତୃତୀୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ଓଡ଼ିଶାକୁ ଆଳୁ ଯୋଗାଇବ ପଞ୍ଜାବ: ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ଆଳୁର ଦର ବୃଦ୍ଧିକୁ ନେଇ ଖାଉଟିମାନଙ୍କଠାରୁ ଆରମ୍ଭ କରି ଆଳୁ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଛି। ଗତ କିଛି ଦିନ ହେଲା ଓଡ଼ିଶାରେ ଦେଖାଦେଇଛି ଆଳୁ ସମସ୍ୟା। ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ...

ଆଜି ଶ୍ରାବଣର ତୃତୀୟ ସୋମବାର: ମହାଦେବଙ୍କୁ ଜଳଲାଗି କରିବାକୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର।  ଆଜିର ଦିନରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର ସବୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। । ହଜାର ହଜାର ସଂଖ୍ୟାରେ...

ଓଡ଼ିଶାର ଆଳୁ ଅଭାବ ପୂରଣ କରିବ ଉତ୍ତରପ୍ରଦେଶ – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ପଶ୍ଚିମବଙ୍ଗ ନୁହେଁ, ଏଣିକି ଓଡ଼ିଶାର ଆଳୁ ଆବଶ୍ୟକତା ପୂରଣ କରିବ ଉତ୍ତରପ୍ରଦେଶ। ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ କରାଯିବ”, ଓଡ଼ିଶାରେ ଦେଖା ଦେଇଥିବା ଆଳୁ ସଙ୍କଟ ମଧ୍ୟରେ ଏଭଳି...

ଆଜି ଶ୍ରାବଣର ଦ୍ଵିତୀୟ ସୋମବାର: ମହାଦେବଙ୍କୁ ଜଳଲାଗି କରିବାକୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଆଜିର ଦିନରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର ସବୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର ପ୍ରମୁଖ ଶିବ ମନ୍ଦିରରେ...