ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଆକର୍ଷଣ ପାଲଟେ ହାତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବରଗଡ଼): ବରଗଡ଼ ଧନୁଯାତ୍ରାରେ ନାୟକ କଂସ ମହାରାଜାଙ୍କ ରାଜଦରବାରକୁ ରାଜମହଲରୁ ଆସିବା ଓ ଶାସନ ପାଇଁ ନଗର ଭ୍ରମଣ କରିବା ଏକ ପ୍ରମୁଖ ଦୃଶ୍ୟ। ପୌରାଣିକ ଘଟଣାକ୍ରମରେ ଧନୁଯାତ୍ରା ଅଭିନୟ କରାଯାଉଥିବାରୁ...

ବରଗଡ଼ର ଧନୁଯାତ୍ରା ବିଶ୍ୱ ପ୍ରସିଦ୍ଧ ହେବାରେ କଳାକାରଙ୍କ ଭୂମିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ର ଧନୁଯାତ୍ରା ବିଶ୍ୱ ପ୍ରସିଦ୍ଧ ହେବା ପଛର କାରଣ ହେଉଛନ୍ତି କଳାକାର। କଳାକାରମାନେ ଧନୁଯାତ୍ରାରେ ଏମିତି ଅଭିନୟ କରନ୍ତି ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଏ। ବରଗଡ଼ ଧନୁଯାତ୍ରାର ନାଟ୍ୟଧାରା...

କେମିତି ହୋଇଥିଲା ବରଗଡ଼ ‘ଧନୁଯାତ୍ରା’ର ନାମକରଣ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ଧନୁଯାତ୍ରା କେବଳ ଏକ ମହାନ୍ ନାଟକୋତ୍ସବ ନୁହେଁ, ଏହାର ଅନେକଗୁଡ଼ିଏ ଦିଗ ରହିଛି। ସେଥି ମଧ୍ୟରୁ ଏହାର ସାହିତ୍ୟିକ ମୂଲ୍ୟବୋଧର ଏକ ବିଶେଷ ଦିଗ। ତେବେ କେମିତି ହୋଇଥିଲା ବରଗଡ଼ ଧନୁଯାତ୍ରାର...

ତୁଳସୀ ମୁଣ୍ଡା ପାଇବେ ‘ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୧୦ ତାରିଖରେ ପାଳିତ ହେବାକୁ ଯାଉଛି ପୁରୀ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଏକାଦଶ ବାର୍ଷିକ ଉତ୍ସବ। ଏହି ମହାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ...

ରାଉରକେଲାରେ ରାହଗିରି ‘ପ୍ରେରଣା’: ପଥ ଉତ୍ସବରେ ହକି ଫିଭର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=ruV1WcS_vWo]ପୁରୁଷ ହକି ବିଶ୍ୱକପ୍-୨୦୨୩ ପୂର୍ବରୁ ରାଉରକେଲା ସହରରେ ହକିକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି ରାହଗିରି 'ପ୍ରେରଣା'। ହନୁମାନ ବାଟିକା...

ମେକ୍ ଇନ୍ ଓଡ଼ିଶା କ୍ଲନକ୍ଲେଭ-୨୦୨୨ରେ ୧୦ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଓଡ଼ିଶା ପାଇଁ ବଡ଼ ସଫଳତା ଆଣିଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମେଗା ଇଭେଣ୍ଟରେ ସାଢ଼େ ୧୦ ଲକ୍ଷ...

କୋଣାର୍କ ନୃତ୍ୟ ଉତ୍ସବ ତୃତୀୟ ସନ୍ଧ୍ୟା: ଦେଶଭକ୍ତିରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ୍ ବ୍ୟୁରୋ କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି। ଓଡ଼ିଶୀ ନୃତ୍ୟରେ ନମଃ ଭାରତମ୍ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି। ଦର୍ଶକମାନେ ଏହି ନୃତ୍ୟକୁ ମନଭରି ଉପଭୋଗ କରିଛନ୍ତି। ଦର୍ଶକ...

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ପୁଣି ୧.୭୫ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଛି ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨। ଏହି ମେଗା ଇଭେଣ୍ଟର ଦ୍ଵିତୀୟ କାର୍ଯ୍ୟ ଦିବସରେ ଓଡ଼ିଶାକୁ ପୁଣି ମିଳିଛି...

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ ହୋଇଛି ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨। ଏହି ମେଗା ଇଭେଣ୍ଟରେ ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକରୁ ଓଡ଼ିଶା ପାଇଁ ୭...

ଓଡ଼ିଶା ହେବ ପ୍ରମୁଖ ଷ୍ଟାର୍ଟଅପ୍ ହବ୍: ୫ ବୁଝାମଣାପତ୍ର ଓ ୭ଟି ଆଗ୍ରହପତ୍ର ସ୍ଵାକ୍ଷରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଓଡ଼ିଶାକୁ ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ଷ୍ଟାର୍ଟଅପ୍ ଅଭିବୃଦ୍ଧିକୁ ଜୋରଦାର କରିବା ଲକ୍ଷ୍ୟରେ ଭୁବନେଶ୍ଵର ଜନତା ମଇଦାନଠାରେ ଆୟୋଜିତ...