ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହୋଇଛି ଶୁଭସ୍ତମ୍ଭ। ଶୁକ୍ରବାର ସନ୍ଧ୍ୟାରେ ବରଗଡ଼ର ହାଟପଦାସ୍ଥିତ ଧନୁଯାତ୍ରା ସଞ୍ଚାର ମଣ୍ଡଳୀ ପଡ଼ିଆଠାରେ ଧନୁଯାତ୍ରା ନିମନ୍ତେ ଶୁଭସ୍ତମ୍ଭ...

ଜାଣନ୍ତୁ ସୁଜାତା ମହାପାତ୍ରଙ୍କ ମେକଅପ୍ ମନ୍ତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=tiBc7f0amKo] "ଯେତେବେଳେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖକୁ ନୃତ୍ୟ ଶିକ୍ଷା କରିବାକୁ ଆସିଥିଲି, ସେତେବେଳେ ଗୁରୁଜୀ ମୋତେ ‘ଆରେ କାଳି, ତୁ କୋଉଠୁ ଆସିଛୁ’ ପଚାରିଥିଲେ। ସେ ଦିନ ଗୁରୁଜୀଙ୍କ କଥା...

‘ସାମ୍’ ଶିଶୁଙ୍କ ଚିକିତ୍ସା ଓ ପୋଷଣ ବିକାଶ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ପୁଷ୍ଟି ସାଧନ କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ମୋ ଝିଅର ବୟସ ୨ ବର୍ଷ। ହେଲେ ତା’ର ଓଜନ ବଢ଼ୁ ନଥିବାରୁ ମୁଁ ଚିନ୍ତାରେ ଥିଲି। ଅଙ୍ଗନବାଡ଼ି ଦିଦିଙ୍କ କଥାରେ ମୁଁ ତାକୁ ଧରି ପୁଷ୍ଟି ସାଧନ କେନ୍ଦ୍ରକୁ ଆସିଲି।...

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହେବ ହିନ୍ଦୀ ରିମେକ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆସୁଛି ସୁବର୍ଣ୍ଣ ସୁଯୋଗ। ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହେବ ହିନ୍ଦୀ ରିମେକ। ଏହି ସିନେମାର ହିନ୍ଦୀ ରିମେକ କରିବାକୁ ଘୋଷଣା କରିଛନ୍ତି ବଲିଉଡର ଭେଟେରାନ କଳାକାର...

ବୌଦ୍ଧରେ ଆରମ୍ଭ ହେଲା ପଲ୍ଲୀଶ୍ରୀ ମେଳା ଓ ମା’ ଭୈରବୀ ମହୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ):  ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ପଲ୍ଲୀଶ୍ରୀ ମେଳା ଓ ମା’ ଭୈରବୀ ମହୋତ୍ସବ। ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମଠାରେ ଏହି ମହୋତ୍ସବର ଶୁଭାରମ୍ଭ ହୋଇଛି। ଅଧିଷ୍ଠାତ୍ରୀ...

ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ଆଜି ବିନା ଟିକେଟରେ ବୁଲିପାରିବେ ଭାରତର ସମସ୍ତ ଐତିହ୍ୟ ସ୍ଥଳ। ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସ୍ଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆର୍କୋଲୋଜିକାଲ୍ ସର୍ଭେ ଅଫ୍...

କୋରାପୁଟ: ସହିଦଙ୍କ ଜନ୍ମମାଟିରୁ ଆଦିବାସୀ ଲୋକ ମହୋତ୍ସବ ‘ପରବ’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟର ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୨ର ଶୁଭାରମ୍ଭ ହୋଇଛି। ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାରୁ ଆରମ୍ଭ ହୋଇଛି ଏହି ଉତ୍ସବ। ଶୁଭାରମ୍ଭ ଦିନ ଆଦିବାସୀ ନାଚ ଗୀତରେ ଦୁଲୁକି...

ସରିଲା ଐତିହାସିକ କଟକ ବାଲିଯାତ୍ରା: ୧୦ ଦିନରେ ୨୦୦ କୋଟିର କାରବାର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ୧୦ ଦିନଧରି ଚାଲିଥିବା ଐତିହାସିକ ବାଲିଯାତ୍ରା ଉଦଯାପିତ ହୋଇଛି। ବାଲିଯାତ୍ରାର ଉଦଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ...

ନଭେମ୍ବର ୩୦ରୁ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ, ତୃତୀୟ ସଂସ୍କରଣ ପାଇଁ ଚାଲିଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=hPuBqE_TESw] ଦେଶ ବିଦେଶର ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି 'ମେକ୍ ଇନ୍ ଓଡ଼ିଶା କନକ୍ଲେଭ’। ୨୦୧୬ ମସିହାରୁ ଭୁବନେଶ୍ୱରଠାରେ ଆରମ୍ଭ...

ଡାଏବେଟିସ୍‌ ନିୟନ୍ତ୍ରଣ ପାଇଁ ଡାଏଟ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=FzA6QWUYV3I]ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ଘରେ ଘରେ ଡାଏବେଟିସ୍‌ ରୋଗୀ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ...