ହାଣ୍ଡିଶାଳ ଚିନ୍ତା: ଧାଇଁ ଧାଇଁ ବଢ଼ୁଛି ପରିବା ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବା ଦର ଶୁଣି ଛାନିଆ ହେଉଛନ୍ତି ଲୋକେ। ଦିନକୁ ଦିନ ପରିବା ଦର ବଢ଼ୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଖାଉଟି।
ପ୍ରାୟ ଗୋଟିଏ ସପ୍ତାହ ହେଲା ବଢ଼ି ଚାଲିଛି ପରିବା ଦର। ସପ୍ତାହକ ପୂର୍ବରୁ...
ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ମଙ୍ଗଳବାର ରାମୋଜୀ ରାଓଙ୍କ ସ୍ମୃତିଚାରଣ ନିମନ୍ତେ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଦୁନିଆର ବାଦ୍ଶାହ ରାମୋଜୀ ରାଓଙ୍କ ସ୍ମୃତିଚାରଣ ପାଇଁ ଜୁନ୍ ୧୮ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଭୁବନେଶ୍ୱରସ୍ଥିତ...
ଆଜି ରଜ ସଂକ୍ରାନ୍ତି: ଉତ୍ସବମୁଖର ଗାଁରୁ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରଜ ସଂକ୍ରାନ୍ତି। ତିନି ଦିନ ଧରି ପାଳିତ ହେଉଥିବା ଏହି ଗଣପର୍ବର ଆଜି ଦ୍ଵିତୀୟ ଦିନ। ଗାଁରୁ ସହର ସବୁଠି ଧୁମଧାମ୍ରେ ପାଳନ ହେଉଛି ରଜ। ଦୋଳି ଖେଳି, ପିଠା...
ଆସିଛି ଆସିଛି ରଜ…
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପହିଲି ରଜ। ରଜ ପାଇଁ ସଜେଇ ହୋଇଛି ଗାଁଠୁ ସହର। ବରଷକେ ଥରେ ଆସିଛି ଓଡ଼ିଶାର ଗଣପର୍ବ ରଜ। ରଜ ପାଇଁ ତ ଚାଲିଛି ଚାରିଆଡ଼େ ସଜବାଜ।
ବର୍ଷକୁ ଥରେ...
ରାତି ପାହିଲେ ରଜ, ଗାଁଠୁ ସହର ଚାଲିଛି ସଜବାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ରଜ। ଗାଁଠୁ ସହର, ସବୁଠି ଚାଲିଛି ସଜବାଜ। ବରଷକେ ଥରେ ଆସିଛି ଓଡ଼ିଶାର ଏହି ଗଣପର୍ବ।
ରଜ ପର୍ବକୁ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମଧାମରେ...
ଭୁବନେଶ୍ୱରରେ ଉଦଘାଟିତ ହେଲା ରଜ ମହୋତ୍ସବ ୨୦୨୪
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ରଜ ମହୋତ୍ସବ ୨୦୨୪ ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ବାବୁ ସିଂ...
ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି। ଶନିବାର ଭୋର ସମୟରେ ହାଇଦ୍ରାବାଦଠାରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ୱର ଜୟଦେବ ଭବନଠାରେ...
ଆଜି ସାବିତ୍ରୀ ବ୍ରତ: ସ୍ଵାମୀଙ୍କ ମଙ୍ଗଳ ପାଇଁ ସଧବା ନାରୀ କରୁଛନ୍ତି ପୂଜାର୍ଚ୍ଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଘରେ ପାଳନ ହୁଏ ବାର ମାସରେ ତେର ପର୍ବ। ଆଜି ହେଉଛି ସେହି ପବିତ୍ର ପର୍ବ ମଧ୍ୟରୁ ଗୋଟିଏ ‘ସାବିତ୍ରୀ ବ୍ରତ’। ଓଡ଼ିଆ ଘରର ସଧବା ନାରୀମାନେ ସାବିତ୍ରୀ ଅମବାସ୍ୟା...
ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ: ନୂଆ ଓ ନିଆରା
କପିଳାସ ଭୂୟାଁ
ବିଶ୍ଵ ହେଉ କିମ୍ବା ଆମ ଦେଶ, ଏପରିକି ଆମ ରାଜ୍ୟ ଭିତରେ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କିଛି ନୂଆ କଥା ନୁହେଁ। ଆସନ୍ତା ଜୁନ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରର...
ପିରିୟଡସ ବିଷୟରେ ପ୍ରଥମେ ଘରୁ ଜାଣିବା କଥା – ସ୍ୱସ୍ତିକା ପଣ୍ଡା
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=mJSdoo7lBJ0
‘‘ଜଣେ କିଶୋରୀଙ୍କୁ ୠତୁସ୍ରାବ ବିଷୟରେ ଘରୁ ଶିକ୍ଷା ମିଳିବା ଆବଶ୍ୟକ। ତା’ହେଲେ ଝିଅଟିଏ ୠତୁସ୍ରାବ କ’ଣ, ପରିଚ୍ଛନ୍ନତା କାହିଁକି ଜରୁରୀ ଏ ବାବଦରେ ସଚେତନ ହୋଇପାରିବ। ସେମାନେ ପିରିୟଡସକୁ ନେଇ...





















