୨୦୨୩ ହକି ବିଶ୍ୱକପ୍ ପାଇଁ ଜୋରଦାର ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୮ ହକି ପୁରୁଷ ବିଶ୍ୱକପ୍‌ରେ ବ୍ୟାପକ ସଫଳତା ପାଇବା ପରେ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍...

୨୯ ମେଧାବୀଙ୍କୁ ନାଲକୋ ପକ୍ଷରୁ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲକୋ) ର ଉତ୍ପାଦନ ୟୁନିଟ୍ ପକ୍ଷରୁ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୨୯ ଜଣଙ୍କୁ ପୁରସ୍କୃତ କରାଯାଇଛି। ଛେଣ୍ଡିପଦାର...

ପୂଜା ପାଇବେ ୫୦ ଫୁଟ୍ ଉଚ୍ଚ ଗଣେଶ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ହଟିବା ପରେ ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ଖୁବ୍ ଧୂମଧାମରେ ହେବାକୁ ଯାଉଛି ଗଣେଶ ପୂଜା। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇସାରିଛି ପୂଜା ଆୟୋଜନ।...

ବର୍ଷାପାଗରେ ପ୍ରସ୍ତୁତ କରନ୍ତୁ ପୋହା କଟଲେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷାପାଗରେ କିଛି ଚଟପଟା ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରିଥା’ନ୍ତି। ତେବେ ବର୍ଷାରେ ବାହାରକୁ ଯିବା ସମ୍ଭବ ହେଉନଥିଲେ ଘରେ ଆପଣ ଅତି କମ୍ ସମୟରେ ସ୍ବାଦିଷ୍ଟ ‘ପୋହା କଟଲେଟ୍’...

ସେପ୍ଟେମ୍ବର ୨ରେ ପ୍ରେକ୍ଷାଳୟକୁ ଆସିବ ‘ଏଡିୟୁ ଗୋଦାର’

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଚର୍‌ ଫିଲ୍ମ ‘ଏଡିୟୁ ଗୋଦାର’। ବିଶ୍ୱର ଅନେକ ପ୍ରତିଷ୍ଠିତ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ପରେ ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ର ଦର୍ଶକ ଦେଖିବାର ସୁଯୋଗ...

ସୁଆଦିଆ ଓ ସ୍ଵାସ୍ଥ୍ୟକର ମାଣ୍ଡିଆ ପକୁଡ଼ି – ଜାଣନ୍ତୁ, ଏହାର ଫାଇଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ। ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି। ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ...

କମେଡି କିଙ୍ଗ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର: କାମ କରୁନି ମସ୍ତିଷ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ କମେଡି କିଙ୍ଗ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବର୍ତ୍ତମାନ ତାଙ୍କର ମସ୍ତିଷ୍କ କାମ କରୁନଥିବା ସୂଚନା ମିଳିଛି। ପ୍ରାୟ ୧୦ ଦିନ ଦିନ ଧରି ହସ୍ପିଟାଲରେ...

ଜନ୍ମାଷ୍ଟମୀରେ ଜାଣନ୍ତୁ ଓଡ଼ିଶାର ୩ ପ୍ରସିଦ୍ଧ ଶ୍ରୀକୃଷ୍ଣ ମନ୍ଦିର ସମ୍ପର୍କରେ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ଜନ୍ମାଷ୍ଟମୀରେ ଓଡ଼ିଶାର ବିଭିନ୍ନ କୃଷ୍ଣ ମନ୍ଦିରରେ ଜନସମାଗମ ଦେଖଇବାକୁ ମିଳୁଛି। ଓଡ଼ିଶାର ବିଭିନ୍ନ ସଂସ୍କୃତି ପରମ୍ପରା ଓ ଇତିହାସକୁ ବର୍ଣ୍ଣନା କରୁଥିବା ଅନେକ କୃଷ୍ଣ ମନ୍ଦିର ରହିଛି। ସେଥିମଧ୍ୟରୁ କଣ୍ଟିଲୋର...

ଜନ୍ମାଷ୍ଟମୀରେ କାହିଁକି ରହିଛି ଦହିହାଣ୍ଡି ଭଙ୍ଗା ପରାମ୍ପରା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଅର୍ଥାତ ଜନ୍ମାଷ୍ଟମୀରେ କାହିଁକି ରହିଛି ଦହିହାଣ୍ଡି ଭଙ୍ଗା ପରାମ୍ପରା। ଜାଣନ୍ତୁ… ହିନ୍ଦୁଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ମହାନ ପରମ୍ପରା ରହିଛି। ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ। ଭାଦ୍ରବ ମାସ...
Krishna Janmashtami

ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ – ଉତ୍ସବ ମୁଖର ପୁରପଲ୍ଲୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର...