କେମିତି ଭଲ ହେବ ମେରୁଦଣ୍ଡ ଯନ୍ତ୍ରଣା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=rMyloDDd81U ବର୍ତ୍ତମାନ ମେରୁଦଣ୍ଡ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଭୁଲ ଶୈଳୀରେ ଅଧିକ ସମୟ ବସି ରହିବା, ମୋଟାପଣ ଓ ବର୍ତ୍ତମାନର ଜୀବନଶୈଳୀ ମେରୁଦଣ୍ଡ ଯନ୍ତ୍ରଣାର କାରଣ ପାଲଟୁଥିବା ଡାକ୍ତର...

ବ୍ରେନ୍ ଷ୍ଟ୍ରୋକ୍‌କୁ କେମିତି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=lokIH5M4icU ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ପାଲଟିଛି। ତେଣୁ ସଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚିବା ସହ...

ପାନିକ୍ ଆଟାକ୍ ହେଲେ କ’ଣ କରିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=2Piw78tNrbE କୌଣସି ପରିସ୍ଥିତିରେ ହଠାତ୍‌ ଡରି ଯିବା ବା ନର୍ଭସ ହୋଇଯିବା, ଗୋଡ଼ ହାତ ଥରିବା, ଝାଳ ବାହାରିବା ପାନିକ୍‌ ଆଟାକ୍‌ର ଲକ୍ଷଣ ହୋଇପାରେ। ତେବେ ପାନିକ୍ ଆଟାକ୍ କ’ଣ, ପାନିକ୍‌ ଆଟାକ୍‌...

ସ୍ନାୟୁ ଜନିତ ସମସ୍ୟାରୁ କିପରି ମୁକ୍ତି ପାଇବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=HB27ANoHLz8 ସ୍ନାୟବିକ ପ୍ରଣାଳୀ ହେଉଛି ମନୁଷ୍ୟ ଶରୀରର ନିୟନ୍ତ୍ରଣ କେନ୍ଦ୍ର। ଗତି ଏବଂ ସମ୍ବେଦନଶୀଳତାଠାରୁ ନେଇ ଚିନ୍ତା ଏବଂ ଭାବନା ପର୍ଯ୍ୟନ୍ତ, ଏହା ସମସ୍ତ ଶାରୀରିକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ସ୍ନାୟବିକ...

ଚର୍ମ ଆଲର୍ଜି କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=2QUuE-nHosA ତ୍ୱଚାରେ ଆଲର୍ଜି ବିଭିନ୍ନ କାରଣରୁ ହୋଇପାରେ। କିଛି ଲୋକଙ୍କୁ କୌଣସି ଖାଦ୍ୟରୁ ଆଲର୍ଜି ହୋଇଥାଏ। ଅନ୍ୟ କିଛି ବ୍ୟକ୍ତିଙ୍କଠାରେ ଅଳଙ୍କାର, ସୂର୍ଯ୍ୟ କିରଣରୁ ବା କୌଣସି କାରଣ ନଥାଇ ମଧ୍ୟ...

ଅସହ୍ୟ ଗୋଇଠି ବ୍ୟଥାକୁ ନେଇ ଚିନ୍ତିତ କି, ଜାଣନ୍ତୁ କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=fhxxjcqT-q0 ଗୋଇଠି ବ୍ୟଥାର ସାଧାରଣ କାରଣ ହେଉଛି ମୋଟାପଣ, ଅଧିକ ସମୟ ଠିଆ ହେବା ଏବଂ ଭୁଲ ଆକାରର ଜୋତା ପିନ୍ଧିବା କିମ୍ବା ଗୋଇଠିରେ ଆଘାତ ଲାଗିବା। ତେବେ ଗୋଇଠି ଯନ୍ତ୍ରଣାକୁ ଚିହ୍ନିବା...

ପରୀକ୍ଷା ସମୟରେ ପିଲାଙ୍କ ମାନସିକ ଚାପ: କେମିତି ସମ୍ଭାଳିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=rMRne4QAbuU ପରୀକ୍ଷା ସମୟରେ ପିଲାମାନଙ୍କଠାରେ ଚାପ ଅନୁଭବ ହେବା ସ୍ୱାଭାବିକ। ହେଲେ କେତେକ ସମୟରେ ପିଲାମାନଙ୍କଠାରେ ଏତେ ଷ୍ଟ୍ରେସ୍‌ ବଢ଼ିଯାଏ ଯେ, ପିଲା ପରୀକ୍ଷାରେ ସଠିକ ପ୍ରଦର୍ଶନ କରିପାରେ ନାହିଁ। ତେଣୁ...

ଅଧିକ ଡରି ଯାଉଛନ୍ତି କି, ଜାଣନ୍ତୁ କ’ଣ କରିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Fkk0XnD33Vs କୌଣସି କାର୍ଯ୍ୟ ବା ଜନିଷ ପ୍ରତି ଅହେତୁକ ଭୟଭୀତ ହେବା ଏକ ପ୍ରକାରର ମାନସିକ ସମସ୍ୟା। ଏହାକୁ ଫୋବିୟା ବୋଲି କୁହାଯାଏ। ତେବେ ଫୋବିୟା କାହିଁକି ହୋଇଥାଏ, ଏହା କେତେ ପ୍ରକାରର...

କେମିତି ପାଇବେ ଚିନ୍ତାରୁ ମୁକ୍ତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Uu6knyFzD2M ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସମସ୍ତେ କିଛି ନା କିଛି ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଏହି ମାନସିକ ଚାପ ଦୀର୍ଘଦିନ ଯାଏଁ ରହିଲେ ଏବଂ ମାତ୍ରାଧିକ ହେଲେ...

ଷ୍ଟ୍ରେସ ବେଳେ ନିଜକୁ କେମିତି ସମ୍ଭାଳିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=VD_4cVzFpO4 ଷ୍ଟ୍ରେସ୍‌ ବା ମାନସିକ ଚାପ ଆଜିକାଲିର ଏକ ସାଧାରଣ ସମସ୍ୟା କହିଲେ ଅତ୍ୟୁକ୍ତି ହେବନି। ବର୍ତ୍ତମାନ ସମୟରେ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାରେ ପୀଡ଼ିତ। ତେବେ...