ରୁପିକୁ ନେଇ ଚିନ୍ତିତ କି, ଜାଣନ୍ତୁ କେମିତି ଭଲ ହେବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=UKDQMT_L4So
ବର୍ତ୍ତମାନ ରୁପି ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ଏକ ସାଧାରଣ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ରୁପିକୁ ନେଇ ଅନେକ ଚିନ୍ତିତ ହୋଇପଡ଼ନ୍ତି। ରୁପି ଦୂର କରିବାକୁ ସେମାନେ ବିଭିନ୍ନ...
ଜାଣନ୍ତୁ, ଡାଇବେଟିସ୍ ରୋଗୀ କ’ଣ ଖାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=No-aDfKtxG8
ପରିବର୍ତ୍ତନଶୀଳ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ମଣିଷ ଶରୀରରେ ବିଭିନ୍ନ ରୋଗ ଦେଖାଦେଉଛି। ଏହା ମଧ୍ୟରେ ସବୁଠାରୁ ଆଗରେ ରହିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା...
କେମିତି ବ୍ୟାପେ ଯୌନ ରୋଗ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=HS2pW3Km5UA
ହ୍ୟୁମାନ୍ ପାପିଲୋମା ଭାଇରସ୍ (HPV) ହେଉଛି ଏକ ଯୌନ ସଞ୍ଚାରିତ ରୋଗ, ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ପ୍ରଭାବିତ କରିଥାଏ। ଏହି ହ୍ୟୁମାନ୍ ପାପିଲୋମା ଭାଇରସ୍ ଯୋଗୁଁ ମହିଳାଙ୍କଠାରେ...
କର୍ଣ୍ଣିଆ ଟ୍ରାନ୍ସପ୍ଲାଣ୍ଟ କେମିତି କରାଯାଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=araKPwCXE70
ଚକ୍ଷୁଦାନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟଚକ୍ଷୁଦାନ ପକ୍ଷ ଭାବେ ପାଳନ କରାଯାଉଛି।
ଜଣେ ମୃତ ବ୍ୟକ୍ତିର ଚକ୍ଷୁଦାନ ଦ୍ୱାରା ଆଉ ଜଣେ ଦୃଷ୍ଟିହୀନ ବ୍ୟକ୍ତିର ଦୁନିଆ ଆଲୋକିତ ହୋଇପାରେ। ଚିକିତ୍ସା ବିଜ୍ଞାନର ସଫଳତା ଯୋଗୁଁ ଆଜି ଏହା ସମ୍ଭବ ହୋଇପାରିଛି।
ତେଣୁ ମୃତ୍ୟୁ ପରେ...
ଆପଣ ବି କରିପାରିବେ ଚକ୍ଷୁଦାନ, ଜାଣନ୍ତୁ କେମିତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=IR5cwAimNDA
ଚକ୍ଷୁଦାନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟଚକ୍ଷୁଦାନ ପକ୍ଷ ଭାବେ ପାଳନ କରାଯାଉଛି।
ଜଣେ ମୃତ ବ୍ୟକ୍ତିର ଚକ୍ଷୁଦାନ ଦ୍ୱାରା ଆଉ ଜଣେ ଦୃଷ୍ଟିହୀନ ବ୍ୟକ୍ତିର ଦୁନିଆ ଆଲୋକିତ ହୋଇପାରେ। ଚିକିତ୍ସା ବିଜ୍ଞାନର ସଫଳତା ଯୋଗୁଁ ଆଜି ଏହା ସମ୍ଭବ ହୋଇପାରିଛି।
ତେଣୁ ମୃତ୍ୟୁ ପରେ...
ପିରିୟଡସ୍ ବେଳେ ଯନ୍ତ୍ରଣାକୁ କେମିତି ରୋକିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=QtEDF2d6EGA
ପିରିୟଡସ୍ ବେଳେ ଅସହ୍ୟ ଯନ୍ତ୍ରଣାକୁ ଡିସ୍ମେନୋରିଆ କୁହାଯାଏ। ଏହାର କାରଣ ଭିନ୍ନ ଭିନ୍ନ ହୋଇଥାଏ ବୋଲି ଡାକ୍ତର କୁହନ୍ତି।
ପିରିୟଡସ୍ ବେଳେ ଅସହ୍ୟ ଯନ୍ତ୍ରଣା କହିଁକି ହୁଏ ଓ ଯନ୍ତ୍ରଣାଦାୟକ ପିରିୟଡସ୍ର...
ଡେଙ୍ଗୁ ଦାଉରୁ କିପରି ରକ୍ଷା ପାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=EgGa0rDYrT4
ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ। ଦିନରେ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ହୋଇଥାଏ। ଡେଙ୍ଗୁ, ରୋଗୀଙ୍କର ପ୍ରତ୍ୟେକ ଅଙ୍ଗକୁ ପ୍ରଭାବିତ କରିଥାଏ। ଏହା ଏକ ମାରାତ୍ମକ ରୋଗ...
କିଡନିରେ ଷ୍ଟୋନ ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=tf4nUokTU1c
ଆମ ଶରୀରରେ କିଡନି ହେଉଛି ଏକ ଫିଲଟର ଭଳି। ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡନିର ମୁଖ୍ୟ କାମ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି...
ପିଲାଙ୍କୁ ଟଏଲେଟ୍ ଟ୍ରେନିଂ କେମିତି ଦେବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=I967-Gy1RXs
ପିଲାମାନଙ୍କୁ ଟଏଲେଟ୍ ଟ୍ରେନିଂ ଦେବା ନିହାତି ଜରୁରୀ। ଏହା ଦ୍ୱାରା ପିଲାମାନେ ସ୍ୱାଧୀନ ଭାବେ ଟଏଲେଟ୍ର ବ୍ୟବହାର କରିପାରିବେ। ଅଭିଭାବକମାନେ ପିଲାଙ୍କୁ ୨ ବର୍ଷ ବୟସରୁ ଟଏଲେଟ୍ ଟ୍ରେନିଂ ଦେବା...
ଗର୍ଭଧାରଣ ପାଇଁ ପ୍ଲାନିଂ କରୁଛନ୍ତି କି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Sh80s0zFw0s
ଗର୍ଭଧାରଣ କରିବା ପୂର୍ବରୁ ପ୍ଲାନିଂ କରିବା ଆବଶ୍ୟକ। ଏହାଦ୍ଵାରା ଗର୍ଭଜନିତ ଜଟିଳତାକୁ ଏଡ଼ାଇ ଦିଆଯାଇ ପାରିବ। ପ୍ରସବ ସରଳ ଓ ସହଜ ହୋଇପାରିବ ବୋଲି ଡାକ୍ତର କୁହନ୍ତି।
ତେବେ ଗର୍ଭଧାରଣ ପୂର୍ବରୁ...





















