ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବର୍ତ୍ତମାନ ରୁପି ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ଏକ ସାଧାରଣ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ରୁପିକୁ ନେଇ ଅନେକ ଚିନ୍ତିତ ହୋଇପଡ଼ନ୍ତି। ରୁପି ଦୂର କରିବାକୁ ସେମାନେ ବିଭିନ୍ନ ଉପାୟ ମଧ୍ୟ ଆପଣେଇଥାନ୍ତି।
ତେବେ ରୁପି ହେବାର କାରଣ କ’ଣ, ରୁପି କୌଣସି ଚର୍ମ ରୋଗର କାରଣ କି, ଘରୋଇ ଉପଚାରରେ ରୁପି ଦୂର ହୋଇପାରିବ କି ଏବଂ ରୁପିକୁ ରୋକିବା କେମିତି, ସେ ସମ୍ପର୍କରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Dandruff #Treatment #Causes #DoctorAdvice #OdiaHealthTips