ଅଧିକ ସମୟ ଏସିରେ ରହିଲେ ଦେଖାଦେବ ଆଖି ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଅନେକ ଲୋକ ଦିନକୁ ପ୍ରାୟ ୮ରୁ ୯ ଘଣ୍ଟା ଏୟାର କଣ୍ତିସନ୍‌ରରେ ବିତାଇଥା’ନ୍ତି। ଏୟାର କଣ୍ଡିସନ୍‌ ବା ଏସି ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ, ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ଥକ୍କା ଲାଗିବା ଏସିରେ ତାପମାତ୍ରା...

ସ୍ମରଣ ଶକ୍ତି ପ୍ରଖର କରିବ ଏରୋବିକ୍ସ୍ ଡାନ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏରୋବିକ୍ସ୍ ଏକ ପ୍ରକାର ଡାନ୍ସ୍। ଯାହା ମସ୍ତଷ୍କ ପାଇଁ ଖୁବ୍ ଉପଯୋଗୀ। ଏହା ମସ୍ତିଷ୍କକୁ ସୁସ୍ଥ ଓ ସକ୍ରିୟ ରଖେ। ସ୍ପୋର୍ଟସ୍ ମେଡିସିନ୍ ନାମକ ବ୍ରିଟିଶ୍ ପତ୍ରିକାରେ ଏହା ପ୍ରକାଶିତ। ଦୈନିକ...

ସହଜ ଉପାୟରେ ଓଜନ କେମିତି କମାଇବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିକାଲି ଯାହାକୁ ଦେଖ ଓଜନ କମାଇବା ପାଇଁ ୱେଟ୍ ଲୁଜ୍ ଟାବ୍ଲେଟ ଓ ସପ୍ଲିମେଂଟ (ବିଭିନ୍ନ କମ୍ପାନିର ଡାଏଟ୍ ପାଉଡର୍ ବା ସେକ୍) ଖାଉଛନ୍ତି। ଖାଦ୍ୟ ନ ଖାଇ ଗୋଟିଏ ବଟିକା...

ଡେଙ୍ଗୁର ଉପଚାର ପାଇଁ ଛେଳି କ୍ଷୀର

ଓଡ଼ିଶାଲାଇଭ୍ ବ୍ୟୁରୋ ଗାଈ ଓ ମଇଁଷି କ୍ଷୀରରେ କାଲ୍ସିୟମ୍, ପ୍ରୋଟିନ୍, ପୋଟାସିୟମ୍ ଓ ଭିଟାମିନ୍-ଡି ଭରପୂର ପରିମାଣରେ ରହିଛି। ଦୈନିକ ଗୋଟିଏ ଗ୍ଲାସ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ। କିନ୍ତୁ ଆପଣ...

ଚାପ, ମୁଣ୍ଡବ୍ୟଥା ଓ ଅନିନ୍ଦ୍ରା ଦୂର କରେ ଏସେନ୍ସିଆଲ୍ ଅଏଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସେନ୍ସିଆଲ୍ ଅଏଲକୁ ମୁଣ୍ଡବିନ୍ଧା, ଚାପମୁକ୍ତ, ଅନିନ୍ଦ୍ରା ଭଳି ବିଭିନ୍ନ ସମସ୍ୟା ଦୂର କରିବା ପାଇଁ  ବି ବ୍ୟବହାର କରାଯାଏ। କିନ୍ତୁ ସବୁ ପ୍ରକାର ଏସେନ୍ସିଆଲ୍ ଅଏଲକୁ  ସିଧା ସଳଖ ତ୍ୱଚାରେ ବ୍ୟବହାର...

କସ୍ମେଟିକ ବ୍ୟବହାର କ୍ୟାନ୍ସରର କାରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦର ଦେଖାଯିବା ପାଇଁ ସାଧାରଣତଃ ଝିଅମାନେ ଅଧିକ କସ୍‌ମେଟିକର ବ୍ୟବହାର କରନ୍ତି। ଏଥିପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ କ'ଣ ଆପଣ ଜାଣନ୍ତି କି, ସୌନ୍ଦର୍ଯ୍ୟକୁ ବଢ଼ାଉଥିବା ଏହି...

ଶିଶୁ ପାଇଁ ମା’ କ୍ଷୀର ଯଥେଷ୍ଟ ହେଉଛି ତ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶିଶୁଟିଏ କୋଳକୁ ଆସିବା ପରେ ଆନନ୍ଦରେ ଆତ୍ମହରା ହୋଇପଡ଼ନ୍ତି ବାପା ମା’। ଶିଶୁଟିକୁ ଲାଳନ ପାଳନ କରିବାର ଦାୟିତ୍ୱ ମଧ୍ୟ ଛୋଟ କଥା ହୋଇନଥାଏ। ପ୍ରଥମ କଥା ହେଉଛି ଶିଶୁଟି ବଢ଼ିବା...

ଜାଣନ୍ତୁ କେଉଁ ଖାଦ୍ୟ କେତେ ପରିମାଣରେ ଖାଇବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟୁଟ୍ରିସନମାନଙ୍କ ଅନୁସାରେ ଆମ ଶରୀରରେ ରୋଗ ସୃଷ୍ଟି କରୁଥିବା ୧୦ଟି କାରଣ ମଧ୍ୟରୁ ୬ଟି କାରଣ ହେଉଛି ଖାଦ୍ୟପାନୀୟ ସମ୍ବନ୍ଧୀୟ। ତେଣୁ ପ୍ରତିଦିନ କେଉଁ ଖାଦ୍ୟକୁ କେତେ ପରିମାଣରେ ଖାଇବେ ତାହା...

ବ୍ଲଡ ସୁଗାର ନିୟନ୍ତ୍ରଣ କରେ ଆଲମଣ୍ଡ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡାଇବେଟିସ୍, ହାଇ ବ୍ଲଡପ୍ରେସର ଓ ହାଇକୋଲେଷ୍ଟୋରାଲ୍ ରୋଗୀଙ୍କ ପାଇଁ ଆଲମଣ୍ଡ୍ ଖାଇବା ଖୁବ୍ ଭଲ। ବାଦାମ ଶରୀରରେ ବ୍ଲଡ୍ ସୁଗର ପରିମାଣକୁ ନିୟନ୍ତ୍ରଣରେ ରଖେ। ବାଦାମରେ ଥିବା ମ୍ୟାଗ୍ନେସିୟମ୍ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ...

ଜାଣନ୍ତୁ, କେଉଁ ଖାଦ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ବିଭିନ୍ନ ରୋଗ ମାଡ଼ି ଆସେ। ରୋଗ ସହ ଲଢ଼ିବା ଶିକ୍ତ ମିଳେ ନାହିଁ। ସେଥିପାଇଁ ଇମ୍ୟୁନିଟି ପାୱର ବଢ଼ାଇବା ପାଇଁ ଦୈନିକ କେତୋଟି ଖାଦ୍ୟାଭ୍ୟାସ...