ଡେଙ୍ଗୁ ଦାଉରୁ କିପରି ରକ୍ଷା ପାଇବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=EgGa0rDYrT4 ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ। ଦିନରେ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ହୋଇଥାଏ। ଡେଙ୍ଗୁ, ରୋଗୀଙ୍କର ପ୍ରତ୍ୟେକ ଅଙ୍ଗକୁ ପ୍ରଭାବିତ କରିଥାଏ। ଏହା ଏକ ମାରାତ୍ମକ ରୋଗ...

କିଡନିରେ ଷ୍ଟୋନ ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=tf4nUokTU1c ଆମ ଶରୀରରେ କିଡନି ହେଉଛି ଏକ ଫିଲଟର ଭଳି। ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା କିଡନିର ମୁଖ୍ୟ କାମ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି...

ପିଲାଙ୍କୁ ଟଏଲେଟ୍ ଟ୍ରେନିଂ କେମିତି ଦେବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=I967-Gy1RXs ପିଲାମାନଙ୍କୁ ଟଏଲେଟ୍‌ ଟ୍ରେନିଂ ଦେବା ନିହାତି ଜରୁରୀ। ଏହା ଦ୍ୱାରା ପିଲାମାନେ ସ୍ୱାଧୀନ ଭାବେ ଟଏଲେଟ୍‌ର ବ୍ୟବହାର କରିପାରିବେ। ଅଭିଭାବକମାନେ ପିଲାଙ୍କୁ ୨ ବର୍ଷ ବୟସରୁ ଟଏଲେଟ୍‌ ଟ୍ରେନିଂ ଦେବା...

ଗର୍ଭଧାରଣ ପାଇଁ ପ୍ଲାନିଂ କରୁଛନ୍ତି କି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Sh80s0zFw0s ଗର୍ଭଧାରଣ କରିବା ପୂର୍ବରୁ ପ୍ଲାନିଂ କରିବା ଆବଶ୍ୟକ। ଏହାଦ୍ଵାରା ଗର୍ଭଜନିତ ଜଟିଳତାକୁ ଏଡ଼ାଇ ଦିଆଯାଇ ପାରିବ। ପ୍ରସବ ସରଳ ଓ ସହଜ ହୋଇପାରିବ ବୋଲି ଡାକ୍ତର କୁହନ୍ତି। ତେବେ ଗର୍ଭଧାରଣ ପୂର୍ବରୁ...

ସୋଡିୟମ ଅଭାବ ହେଲେ କ’ଣ ସମସ୍ୟା ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=5CA__J6BsDI&t=1s ହାଇପୋନାଟ୍ରେମିଆ, ଯାହା ଫଳରେ ରକ୍ତରେ ସୋଡିୟମ ସ୍ତର ସ୍ୱାଭାବିକଠାରୁ କମ୍ ଥାଏ। ଶରୀରର ତରଳ ପଦାର୍ଥ ସନ୍ତୁଳନ, ରକ୍ତଚାପ ନିୟନ୍ତ୍ରଣ ତଥା ସ୍ନାୟୁ ଓ ମାଂସପେଶୀ ପାଇଁ ସୋଡିୟମର ଆବଶ୍ୟକତା...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ କ’ଣ ଖାଇବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=M8KD0rIWdjs ଆଜିକାଲି ହାଇ ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ପାଲଟିଛି। ଅଧିକାଂଶ  ଲୋକ ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି। ଏହାଦ୍ୱାରା କେବେକେବେ ଲୋକଙ୍କ ଜୀବନ ବି ଚାଲିଯାଉଛି।...

ଛୋଟ ପିଲାଙ୍କଠାରେ ହାର୍ନିଆ, କେମିତି ହୁଏ ଚିକିତ୍ସା?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Sy6DNSM0FgY ଯେକୌଣସି ବୟସରେ ହାର୍ନିଆ ହୋଇପାରେ। ବୟସ୍କଙ୍କ ସହ ଛୋଟ ପିଲାଙ୍କଠାରେ ମଧ୍ୟ ହାର୍ନିଆ ହୋଇପାରେ ବୋଲି ଡାକ୍ତର କୁହନ୍ତି। ତେବେ ଛୋଟ ପିଲାଙ୍କଠାରେ ହାର୍ନିଆ ହେବାର କାରଣ କ’ଣ, ହାର୍ନିଆ ହେଲେ...

ଗୋଡ଼ ହାତ ଝିମ୍ ଝିମ୍ ହେଉଛି କି, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=nkGV18lYxic ପେରିଫେରାଲ ନ୍ୟୁରୋପାଥି ହେଉଛି ସ୍ନାୟୁ ଜନିତ ସମସ୍ୟା। ଆମ ଶରୀରରେ ଥିବା ସ୍ନାୟୁ ମଣ୍ଡଳ ବା ନର୍ଭସ ସିଷ୍ଟମ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ସ୍ନାୟୁରେ କୌଣସି ସମସ୍ୟା କିମ୍ବା...

ଯୁବାବସ୍ଥାରେ ହାର୍ଟ ଆଟାକ୍‌କୁ କିପରି ରୋକିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=2_N1S-6GjF0 ହାର୍ଟ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ। ହାର୍ଟ ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ସଞ୍ଚାଳନା କରିଥାଏ। ଯଦି କୌଣସି କାରଣରୁ ହୃତ୍‌ପିଣ୍ଡରେ ସମସ୍ୟା ଦେଖାଯାଏ, ତେବେ ହାର୍ଟ ଆଟାକ୍...

ଅଷ୍ଟିଓପୋରସିସ୍‌କୁ କେମିତି ରୋକିବେ, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=pG3j77AG2ss ଅଷ୍ଟିଓପୋରସିସ୍ ହେଉଛି ହାଡ଼ର ସମସ୍ୟା। ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହୋଇ, ହାଡ଼ ଦୁର୍ବଳ ହୋଇପଡ଼େ ବା ହାଡ଼ ଫମ୍ପା ହୋଇଯାଏ। ଫଳରେ...