ସୁନ୍ଦରଗଡ଼ ଜିଲ୍ଲାରେ ବିଶ୍ୱ ଫିଜିଓଥେରାପି ଦିବସ: ଜିଲ୍ଲାର ଆଉ ୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରକୁ ସମନ୍ୱିତ ଭୌତିକ...

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ଫିଜିଓଥେରାପି ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରାଯାଇଛି। ଜିଲ୍ଲାରେ ଭିନ୍ନକ୍ଷମଙ୍କ ଚିକିତ୍ସା ଏବଂ ପୁନର୍ବାସ ଲାଗି ଚାଲିଥିବା ‘ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ...

ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ୱିତ ଫିଜିଓଥେରାପି ସେବା: ୧୦ ହଜାର ରୋଗୀଙ୍କ ପାଇଁ ୬୫ ହଜାରରୁ ଅଧିକ ଥେରାପି ସେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୮ – ବିଶ୍ୱ ଫିଜିଓଥେରାପି ଦିବସ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପରିସର ଏବଂ ଜିଲ୍ଲାର ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା ‘ସମନ୍ୱିତ ଭୌତିକ...

ଭାରତର ପ୍ରଥମ ନାଜାଲ କୋଭିଡ ଟିକାକୁ ମଞ୍ଜୁରି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲଢ଼େଇ ମଧ୍ୟରେ ଆଉ ପାଦେ ଆଗକୁ ବଢ଼ିଛି ଭାରତ। ଭାରତର ପ୍ରଥମ ନାଜାଲ କୋଭିଡ ଟିକାକୁ ଡିସିଜିଆଇର ଅନୁମତି ମିଳିଛି। ଏହି ଟିକା ୧୮...

ମହିଳା ଓ ପୁରୁଷଙ୍କ ଯୌନ ସମସ୍ୟା

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ [youtube https://www.youtube.com/watch?v=7gD3HTtFXU0] ପ୍ରତିବର୍ଷ ସେପ୍ଟେମ୍ବର ୪ ତାରିଖରେ ବିଶ୍ଵ ସେକ୍ସୁଆଲ ହେଲଥ ଦିବସ ପାଳନ କରାଯାଉଛି। ଲୋକଙ୍କୁ ସେକ୍ସୁଆଲ ହେଲଥ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ୨୦୧୦ ମସିହାଠାରୁ ଏହି ଦିବସକୁ...

ଆତ୍ମହତ୍ୟାର ପ୍ରତିରୋଧ

ଗୀତା ଦାସ ବର୍ତ୍ତମାନ ଆତ୍ମହତ୍ୟା ଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି। କାହିଁକି ଜଣେ ଏଭଳି ଏକ ଚରମ ପଦକ୍ଷେପ ନେଇଥାଏ? ଆତ୍ମହତ୍ୟା କରିବା ଭଳି ମାନସିକତା ଆସିଲେ ସେଥିରୁ କିପରି ମୁକୁଳିବା ଏବଂ ଆତ୍ମହତ୍ୟାର...

ଚକ୍ଷୁଦାନ: ଆଲୋକିତ ହେବ ଦୃଷ୍ଟିବାଧିତଙ୍କ ଦୁନିଆ

ନୀଳାମ୍ବର ରଥ ଚକ୍ଷୁଦାନକୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ଯାଏଁ ଜାତୀୟ ଚକ୍ଷୁଦାନ ପକ୍ଷ ଭାବେ ପାଳନ କରାଯାଉଛି। ଆସନ୍ତୁ ଚକ୍ଷୁଦାନ କରିବା, ମୃତ୍ୟୁ ପରେବି ଦୁନିଆକୁ...

କୋରାପୁଟ ଡମ୍ବତୁରୁଞ୍ଜି ଗାଁରେ ଝାଡ଼ାବାନ୍ତି ଆତଙ୍କ: ୨ ମୃତ, ୨୦ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋରାପୁଟ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଉପାନ୍ତ ଅଞ୍ଚଳ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଡମ୍ବତୁରୁଞ୍ଜି ଗାଁରେ ପରିସ୍ଥିତି ଉଗ୍ରରୂପ ନେବାରେ ଲାଗିଛି। ଦୁଇ ସପ୍ତାହ ମଧ୍ୟରେ ଝାଡ଼ାବାନ୍ତିରେ...

ସେଓ ସିର୍କା: ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ କେତେ ହାନିକାରକ

ଓଡ଼ିଶାଲାଇଭ୍ ବ୍ୟୁରୋ ସେଓ ସିର୍କାକୁ ଅନେକ ଲୋକ ନିଜ ଦୈନନ୍ଦିନ ଖାଦ୍ୟରେ ସାମିଲ କରିଥା’ନ୍ତି। ସେଓ ସିର୍କା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ସକାଳୁ ଖାଲିପେଟରେ ଏକ ଗ୍ଲାସ ପାଣିରେ ଛୋଟ ଚାମଚ...

ଏଆଇପିଏଚ୍ ବିଶ୍ଵବିଦ୍ୟାଳୟ ପକ୍ଷରୁ ‘ବିଶ୍ଵ ମଶା ଦିବସ-୨୦୨୨’ ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ବିଶ୍ୱ ମଶା ଦିବସ-୨୦୨୨’ ପାଳନ କରାଯାଇଛି। ବୁଧବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ମ୍ୟାଲେରିଆ ସହିତ ମଶାର ସମ୍ପର୍କ’ ବିଷୟରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା...

ରାଜୁ ଶ୍ରୀବାସ୍ତବଙ୍କୁ ଆସିଲା ହୋସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୧୫ଦିନ ପରେ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହୋସ୍ ଆସିଛି। ରାଜୁଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗଙ୍କ ସୂଚନାନୁସାରେ ଗୁରୁବାର ସକାଳ ୮ ଟା ୧୦ରେ ରାଜୁଙ୍କ ଚେତା ଫେରିଛି। ଏହାପରେ...