ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଦିନକୁ ଦିନ ତାପମାତ୍ରା ବୃଦ୍ଧିକୁ ନେଇ ଚିନ୍ତାରେ ରହିଛନ୍ତି ଜନସାଧାରଣ। ଅସହ୍ୟ ଗରମ ସାଙ୍ଗକୁ ପ୍ରଖର ସୂର୍ଯ୍ୟକିରଣ ପ୍ରଭାବରେ ଅଂଶୁଘାତ ହେବାର ଆଶଙ୍କା ମଧ୍ୟ ବଢ଼ିଯାଇଛି।

ତେବେ ତାତିରୁ ନିଜକୁ କିପରି ରକ୍ଷା କରିବେ ଓ ଖରାକୁ ବାହାରିବା ପୂର୍ବରୁ କ’ଣ ସବୁ ସାବଧାନତା ଅବଲମ୍ବନ କରିବେ, ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଅଧିକ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରୁ।


Tags: #Sunstroke #Heatstroke #Treatment #DoctorsAdvice #OdiaHealthTips

Comment