ମାସ୍କ କେତେ ପ୍ରକାର – କେଉଁଟି ସବୁଠୁ ସୁରକ୍ଷିତ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସର ଆତଙ୍କ ଏବେ ବିଶ୍ୱ ସମୁଦାୟକୁ ଭୟଭୀତ କରି ରଖିଛି। ସରକାର ଏହାର ମୁକାବିଲା ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ନିବେଦନ କରୁଛନ୍ତି। ଘରୁ ବାହାରକୁ...
ଦିଲ୍ଲୀର ବାବୁ ଜଗଜୀବନ ରାମ ହସ୍ପିଟାଲ ସିଲ୍ – ଡାକ୍ତରଙ୍କ ସମେତ ପୁଣି ୭ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସିଲ୍ ହେଲା ଦିଲ୍ଲୀର ବାବୁ ଗଜଜୀବନ ରାମ ହସ୍ପିଟାଲ। ହସ୍ପିଟାଲରେ ଆଜି ପୁଣି ଡାକ୍ତରଙ୍କ ସମେତ ୭ ମେଡିକାଲ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ମଧ୍ୟ ହସ୍ପିଟାଲରୁ...
ସରପଞ୍ଚମାନଙ୍କ ସହ କଥା ହେଲେ ମୋଦୀ – ‘‘ସାମାଜିକ ଦୂରତା ରକ୍ଷା ପାଇଁ ବିଶ୍ୱବାସୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଗାଁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ପଞ୍ଚାୟତିରାଜ ଦିବସ
ସରପଞ୍ଚମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଲକ୍ଡାଉନ୍ ନିୟମ ପାଳନ କରିଥିବାରୁ ଦେଶବାସୀଙ୍କୁ ପ୍ରଶଂସା କଲେ ମୋଦୀ
ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ଦେଇଛି କରୋନା
୧.୨୫...
ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଏବଂ ଆପର ଶୁଭାରମ୍ଭ, ଲକ୍ଷେରୁ ଅଧିକ ପଞ୍ଚାୟତରେ ବ୍ରଡବ୍ୟାଣ୍ଡ ସୁବିଧା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଦେଶର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ସରପଞ୍ଚମାନଙ୍କ ସହ କଥା ହେଲେ ମୋଦୀ
ଆରମ୍ଭ ହେଲା...
କରୋନା ଯୁଦ୍ଧରେ ଜିତିଲା ୯ ମାସର ଶିଶୁ – ୬ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାରାତ୍ମକ କରୋନା ଭାଇରସକୁ ମାତ୍ ଦେଲା ଉତ୍ତରାଖଣ୍ଡର ୯ ମାସର ଶିଶୁ। ସୁସ୍ଥ ହେବାକୁ ଲାଗିଲା ମାତ୍ର ୬ ଦିନ।
ଦେଶରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ପ୍ରତି ଦିନ ଲୋକେ...
ଅସହ୍ୟ ହେଲା ଭୋକ ଉପାସ – ସାଇକେଲରେ ମୁମ୍ଵାଇରୁ ଉତ୍ତରପ୍ରଦେଶ ଫେରିଲେ ଶ୍ରମିକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକ୍ଡାଉନ୍ ଯୋଗୁଁ ହଇରାଣ ହେଉଛନ୍ତି ପ୍ରବାସୀ ଶ୍ରମିକ। ଖାଇବାକୁ ନପାଇ ସାଇକେଲରେ ମୁମ୍ଵାଇରୁ ଉତ୍ତରପ୍ରଦେଶ ନିଜ ଘରକୁ ଫେରୁଛନ୍ତି।
ମହାରାଷ୍ଟ୍ରର ମୁମ୍ଵାଇରୁ ୨୦ ଜଣ ଶ୍ରମିକ ସାଇକେଲ ଯୋଗେ ୧୭୦୦ କିଲୋମିଟର...
ଜାଣନ୍ତୁ ବୟସ୍କଙ୍କ ପାଇଁ କ’ଣ ରହିଛି କରୋନା ପରାମର୍ଶ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=yL0gqehaXWw&feature=emb_logo
ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା...
ରାୟଗଡ଼ା ସୀମା କ୍ଵାରେଣ୍ଟାଇନ୍ ସେଣ୍ଟରରୁ ୧୯ ଜଣ ଚମ୍ପଟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଚମ୍ପଟ ମାରିଲେ ଅନ୍ତେବାସୀ। ରାୟଗଡା ସଦର ବ୍ଲକ ଅନ୍ତର୍ଗତ ସୀମାନ୍ତ କେରେଡା ଉଚ୍ଚ ବିଦ୍ୟାଳୟ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ୧୯ ଜଣ ବ୍ୟକ୍ତି...
କରୋନା ପାଇଁ ଗୃହବନ୍ଦୀ – କେମିତି କାଟିବେ ସମୟ?
ଓଡ଼ିଶାଲାଇଭ ବ୍ୟୁରୋ
କରୋନା ଭାଇରସ ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି। ଫଳରେ ଲୋକେ ଏବେ ଘରୁ ବାହାରିବା ମୁସ୍କିଲ। ଇଚ୍ଛା ଥାଉ ବା ନଥାଉ ସମସ୍ତଙ୍କୁ ଘରେ ରହିବାକୁ ପଡୁଛି। କେହି କେହି...
ଭଦ୍ରକର ପୁଣି ଦୁଇଟି ଗ୍ରାମ ପଞ୍ଚାୟତ କଣ୍ଟେନମେଣ୍ଟ୍ ଜୋନ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଭଦ୍ରକ ଜିଲ୍ଲାରେ ଶୁକ୍ରବାର ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଏହାପରେ ଜିଲ୍ଲା ପ୍ରଶାସନ ପୁଣି ଦୁଇଟି ଗ୍ରାମ...





















