ଜ୍ଞାନେଶ କୁମାର: ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ଜ୍ଞାନେଶ କୁମାର। ସେ ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ଏବେ ଜ୍ଞାନେଶ କୁମାର...

ରାଜ୍ୟ ବଜେଟରେ କୃଷି କ୍ଷେତ୍ର ପାଇଁ ୩୭,୮୩୮ କୋଟି ଟଙ୍କାର ବ୍ୟୟ ବରାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ବିଧାନସଭାରେ ୨୦୨୫-୨୬ ପାଇଁ ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର। ଚଳିତ ବଜେଟରେ...

ଓଡ଼ିଶା ବଜେଟ୍ ୨୦୨୫-୨୬: କେଉଁ ବିଭାଗକୁ ମିଳିଲା କେତେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍...

ହଷ୍ଟେଲ କ୍ୟାମ୍ପସରେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କିଟ୍ ବିଶ୍ଵବିଦ୍ୟାଳୟରେ ଉତ୍ତେଜନା

ଓଡ଼ିଶାଲାଇଭ୍ ବ୍ୟୁରୋ ହଷ୍ଟେଲ କ୍ୟାମ୍ପସ ଭିତରେ ଜଣେ ନେପାଳୀ ଛାତ୍ରୀଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ କିଟ୍ ବିଶ୍ଵବିଦ୍ୟାଳୟ ପରିସରରେ ଲାଗି ରହିଛି ଉତ୍ତେଜନା। ମୃତ ଛାତ୍ରୀ ହେଉଛନ୍ତି ବିଟେକ୍ ତୃତୀୟ ବର୍ଷର ପ୍ରକୃତି ଲମସାଲ। ଛାତ୍ରୀଙ୍କ...

ବିଧାନସଭାରେ ଉପସ୍ଥାପିତ ହେଲା ଓଡ଼ିଶା ବଜେଟ୍ ୨୦୨୫-୨୬: ଲାଇଭ୍ ଅପଡେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ ୨୦୨୫-୨୬। ସଂକ୍ଷେପରେ ଜାଣନ୍ତୁ କ’ଣ ରହିଛି ରାଜ୍ୟ ସରକାର ଆଣିଥିବା ଏହି ବଜେଟରେ। ଆଜି ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬...

ସିସିଏଲ୍ ୨୦୨୫: ପଞ୍ଜାବ ଓ ବେଙ୍ଗଲ ଟିମ୍ ପାଇଁ ଲକି ସାବ୍ୟସ୍ତ ହେଲା ବାରବାଟୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ସେଲିବ୍ରିଟି କ୍ରିକେଟ ଲିଗ (ସିସିଏଲ୍) ୨୦୨୫। ୧୧ ବର୍ଷ ପରେ ପୁଣି ଫେରିଥିବା ସିସିଏଲକୁ ନେଇ ଚାରିଆଡେ ଦେଖିବାକୁ ମିଳିଥିଲା ଖେଳପ୍ରେମୀଙ୍କ ଉତ୍ସାହ।...

ରାଜ୍ୟର ପ୍ରତି ବ୍ଲକରେ ନିର୍ମାଣ ହେବ ଶୀତଳଭଣ୍ଡାର – ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ନଷ୍ଟ ହେବ ନାହିଁ ଚାଷୀଙ୍କର ଉତ୍ପାଦ। ରାଜ୍ୟର ପ୍ରତି ବ୍ଲକରେ ନିର୍ମାଣ ହେବ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର। ଏ ନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ...

ଓଡ଼ିଶାରେ ପୂରଣ ହେବ ୫,୨୪୮ଟି ଏମବିବିଏସ ଡାକ୍ତର ପଦବୀ – ସ୍ଵାସ୍ଥ୍ୟ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖାଲିପଡ଼ିଥିବା ଅନେକ ଏମବିବିଏସ ଡାକ୍ତର ପଦବୀ ପୂରଣ ହେବ। ଚଳିତବର୍ଷ ରାଜ୍ୟରେ ବର୍ଷ ୫,୨୪୮ ଏମବିବିଏସ ଡାକ୍ତରଙ୍କ ସହ ୧୨୬ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ମିଳିବ। ଏନେଇ ଲୋକସେବା ଆୟୋଗଙ୍କୁ...

ଆଜି ବିଧାନସଭାରେ ଆଗତ ହେବ ଓଡ଼ିଶା ବଜେଟ୍ ୨୦୨୫-୨୬

ଓଡ଼ିଶାଲାଇଭ୍ ବ୍ୟୁରୋ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ଓଡ଼ିଶା ବିଧାନସଭାରେ ଆଗତ ହେବ ବଜେଟ୍। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ଣରେ ବଜେଟ୍ ଉପସ୍ଥାପନ କରିବେ। ରାଜ୍ୟରେ...

ବାଲେଶ୍ଵର: ‘ଉତ୍କଳା’ ମଞ୍ଚରେ ଅନୁଷ୍ଠିତ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଖାସ୍ ତୁମ ପାଇଁ’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ରେମୁଣାସ୍ଥିତ ନୋସି ବିଜିନେସ୍ ପାର୍କରେ ଥିବା 'ଉତ୍କଳା' ମୁକ୍ତମଞ୍ଚରେ ନୋସି କଲଚରାଲ ଏକାଡେମି ଦ୍ୱାରା ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମ 'ଖାସ୍ ତୁମ ପାଇଁ'...