ବିଧାନସଭାରେ ଉପସ୍ଥାପିତ ହେଲା ଓଡ଼ିଶା ବଜେଟ୍ ୨୦୨୫-୨୬: ଲାଇଭ୍ ଅପଡେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ ୨୦୨୫-୨୬। ସଂକ୍ଷେପରେ ଜାଣନ୍ତୁ କ’ଣ ରହିଛି ରାଜ୍ୟ ସରକାର ଆଣିଥିବା ଏହି ବଜେଟରେ।
ଆଜି ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬...
ସିସିଏଲ୍ ୨୦୨୫: ପଞ୍ଜାବ ଓ ବେଙ୍ଗଲ ଟିମ୍ ପାଇଁ ଲକି ସାବ୍ୟସ୍ତ ହେଲା ବାରବାଟୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ସେଲିବ୍ରିଟି କ୍ରିକେଟ ଲିଗ (ସିସିଏଲ୍) ୨୦୨୫। ୧୧ ବର୍ଷ ପରେ ପୁଣି ଫେରିଥିବା ସିସିଏଲକୁ ନେଇ ଚାରିଆଡେ ଦେଖିବାକୁ ମିଳିଥିଲା ଖେଳପ୍ରେମୀଙ୍କ ଉତ୍ସାହ।...
ରାଜ୍ୟର ପ୍ରତି ବ୍ଲକରେ ନିର୍ମାଣ ହେବ ଶୀତଳଭଣ୍ଡାର – ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ନଷ୍ଟ ହେବ ନାହିଁ ଚାଷୀଙ୍କର ଉତ୍ପାଦ। ରାଜ୍ୟର ପ୍ରତି ବ୍ଲକରେ ନିର୍ମାଣ ହେବ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର। ଏ ନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ...
ଓଡ଼ିଶାରେ ପୂରଣ ହେବ ୫,୨୪୮ଟି ଏମବିବିଏସ ଡାକ୍ତର ପଦବୀ – ସ୍ଵାସ୍ଥ୍ୟ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖାଲିପଡ଼ିଥିବା ଅନେକ ଏମବିବିଏସ ଡାକ୍ତର ପଦବୀ ପୂରଣ ହେବ। ଚଳିତବର୍ଷ ରାଜ୍ୟରେ ବର୍ଷ ୫,୨୪୮ ଏମବିବିଏସ ଡାକ୍ତରଙ୍କ ସହ ୧୨୬ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ମିଳିବ। ଏନେଇ ଲୋକସେବା ଆୟୋଗଙ୍କୁ...
ଆଜି ବିଧାନସଭାରେ ଆଗତ ହେବ ଓଡ଼ିଶା ବଜେଟ୍ ୨୦୨୫-୨୬
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ଓଡ଼ିଶା ବିଧାନସଭାରେ ଆଗତ ହେବ ବଜେଟ୍। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ଣରେ ବଜେଟ୍ ଉପସ୍ଥାପନ କରିବେ। ରାଜ୍ୟରେ...
ବାଲେଶ୍ଵର: ‘ଉତ୍କଳା’ ମଞ୍ଚରେ ଅନୁଷ୍ଠିତ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଖାସ୍ ତୁମ ପାଇଁ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ରେମୁଣାସ୍ଥିତ ନୋସି ବିଜିନେସ୍ ପାର୍କରେ ଥିବା 'ଉତ୍କଳା' ମୁକ୍ତମଞ୍ଚରେ ନୋସି କଲଚରାଲ ଏକାଡେମି ଦ୍ୱାରା ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମ 'ଖାସ୍ ତୁମ ପାଇଁ'...
ଭୁବନେଶ୍ଵର: ଗୋପବନ୍ଧୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ଭରତପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଅଲିମ୍ପିକ ମୂଲୋବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି) ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ମୁଖ୍ୟ ଅତିଥି...
ଆସନ୍ତାକାଲି ବାରବାଟୀରେ ସେଲିବ୍ରିଟି କ୍ରିକେଟ୍ ଲିଗ୍: ମୁହାଁମୁହିଁ ହେବେ ଭାରତର ସିନେ ତାରକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍)। ୨ଟି ମ୍ୟାଚରେ ମୁହାଁମୁହିଁ ହେବେ ଭାରତର ସିନେ ତାରକା। ଏଥିପାଇଁ ସିସିଏଲ୍ ଟିମ୍ ସବୁ ଭୁବନେଶ୍ଵରରେ ପହଞ୍ଚିଛନ୍ତି।...
ଆସିଲା ବାବୁଙ୍କୁ ନିର୍ଦ୍ଦେଶ: ‘ଛୁଟି ନେବା ପୂର୍ବରୁ ମୁଖ୍ୟ ସଚିବଙ୍କ ଅନୁମତି ନିଅ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ମନଇଚ୍ଛା ଛୁଟିରେ ରହିପାରିବେନି ଆଇଏଏସ୍ ଅଧିକାରୀ। ଏଣିକି ଛୁଟିରେ ଯିବା ପୂର୍ବରୁ କିମ୍ବା ହେଡକ୍ଵାର୍ଟର ଛାଡ଼ିବା ପୂର୍ବରୁ ନେବା ପଡ଼ିବ ମୁଖ୍ୟ ଶାସନ ସଚିବଙ୍କଠାରୁ ଅନୁମତି। ଫେବ୍ରୁଆରି ୧୩ ତାରିଖରେ...
ମାର୍ଚ୍ଚ ୩୧ ଯାଏଁ ବଢ଼ିଲା ରାସନ କାର୍ଡ ଇ-କେଓ୍ଵାଇସି ଅପଡେଟ ସମୟ ସୀମା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ବଢ଼ିଲା ରାସନ କାର୍ଡ ଇ-କେଓ୍ଵାଇସି ଅପଡେଟ ପାଇଁ ସମୟ ସୀମା। ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଇ-କେଓ୍ଵାଇସି ଅପଡେଟ କରିପାରିବେ ହିତାଧିକାରୀ। ଏ ନେଇ ଶନିବାର ଦିନ ସୂଚନା...





















