ଆରମ୍ଭରୁ ଅଚଳାବସ୍ଥା, ବିଧାନସଭା ଗୃହ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ଶନିବାର ବି ବିଧାନସଭାରେ ଅଚଳାବସ୍ଥା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲି ପାରିନଥିଲା ଗୃହ କାର୍ଯ୍ୟ। ଫଳରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଗୃହ ଆରମ୍ଭରୁ ଧାନ ସଂଗ୍ରହରେ ଅବ୍ୟବସ୍ଥାକୁ ନେଇ...

ଚାଲିଛି ମାନସ ମନ୍ଥନ, କିଏ ହେବେ ଓଡ଼ିଶା ବିଜେପି ସଭାପତି?

ଓଡ଼ିଶାଲାଇଭ୍ ବ୍ୟୁରୋ କିଏ ହେବେ ଓଡ଼ିଶା ବିଜେପି ସଭାପତି, ତାକୁ ମାନସ ମନ୍ଥନ ଚାଲିଛି। ଓଡ଼ିଶାରେ ବିଜେପିର ସାଙ୍ଗଠନିକ ଅଦଳବଦଳ ଚାଲିଛି। ରାଜ୍ୟରେ ବଦଳିବେ ବିଜେପି ସଭାପତି। ଏଯାଏଁ ନିଷ୍ପତ୍ତି ହୋଇନାହିଁ ଦଳ ଏହି ଗୁରୁଦାୟିତ୍ଵ...

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ୬ ବର୍ଷ: ଆଜି ସହିଦ ଯବାନଙ୍କୁ ମନେ ପକାଉଛନ୍ତି ଦେଶବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଏଠାରେ...

ଏଫଆଇଏଚ୍ ପ୍ରୋ-ଲିଗ ହକି: ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରୁ ଅଭିଯାନ ଆରମ୍ଭ କରିବେ ଭାରତୀୟ ପୁରୁଷ ଓ ମହିଳା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଫଆଇଏଚ୍ ପ୍ରୋ-ଲିଗ ହକି ୨୦୨୪-୨୫ରେ ଶନିବାରଠାରୁ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଦଳ। ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉଭୟ ଚଳିତ ସିଜିନରେ ନିଜର ପ୍ରଥମ...

ବାଲେଶ୍ଵର: ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ରବୀନ୍ଦ୍ର ମୋହନ ଦାସଙ୍କ ୧୧୪ ତମ ଜୟନ୍ତୀ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ଵବିଦ୍ୟାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ରବୀନ୍ଦ୍ର ମୋହନ ଦାସଙ୍କ ୧୧୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଫକୀର ମୋହନ ବିଶ୍ଵବିଦ୍ୟାଳୟ ଓ...

୧୦ ମାସର ବକେୟା ପାରିଶ୍ରମିକ ପାଇବେ ରାଜ୍ୟର କମ୍ୟୁନିଟି ସପୋର୍ଟ ଷ୍ଟାଫ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କାର୍ଯ୍ୟରତ  ବ୍ୟାଙ୍କ ମିତ୍ର, ଏମ୍‌ବିକେ, ସିଆରପି ଓ ପ୍ରାଣୀମିତ୍ରଙ୍କ ପାଇଁ ବଡ଼ ଘୋଷଣା ହୋଇଛି। ସେମାନଙ୍କ ପ୍ରାୟ ୧୦ ମାସର ବକେୟା ପାରିଶ୍ରମିକ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।...

ଓଡ଼ିଶାରେ ଫେବ୍ରୁଆରି ୧୯ରୁ ୨୧ ବର୍ଷା!

ଓଡ଼ିଶାଲାଇଭ୍ ବ୍ୟୁରୋ ସରିନି ଶୀତ ବଢ଼ିଲାଣି ତାପମାତ୍ରା। ଫେବ୍ରୁଆରି ମାସରେ ତାପମାତ୍ର ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଥିବା ବେଳେ ଆଉ ଦୁଇଦିନ ପରେ ଓଡ଼ିଶାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି...

ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟକା। ୟୁଟ୍ୟୁବ ରିୟଲିଟି ସୋ’ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ରେ ରଣବୀର ଅଶ୍ଳୀଳ ମନ୍ତବ୍ୟ ଦେଇ ବିବାଦରେ ଫସିଥିଲେ। ତାଙ୍କ ବିରୋଧରେ...

ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନ: ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନରେ ଚାଲିପାରିନି ଗୃହ କାର୍ଯ୍ୟ। ଆରମ୍ଭରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି।   ଶୁକ୍ରବାର ବିଧାନସଭା...

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ଏ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଜାତି ପାଇଁ ମଣିପୁରରେ ଲାଗି ରହିଥିବା ହିଂସା ମଧ୍ୟରେ ଫେବ୍ରୁଆରି ୯ ତାରିଖରେ...