ବାରିପଦା: ଓମ୍ବାଡସି ସହାୟତାରେ ତକତପୁରସ୍ଥିତ ବୈଷୟିକ ତାଲିମ ଅନୁଷ୍ଠାନର ଆଧୁନିକୀକରଣ       

ଓଡ଼ିଶାଲାଇଭ୍ ବ୍ୟୁରୋ ତକତପୁରସ୍ଥିତ ଟିଟିଆଇରେ ବୈଷୟିକ ଶିକ୍ଷା ଓ ତାଲିମ ନେଇ ଦେଶ ବିଦେଶର ଶିଳ୍ପ ସଂସ୍ଥା ପାଇଁ ପ୍ରସ୍ତୁତ ହେଉଛନ୍ତି ଯୁବପିଢ଼ି ଅତ୍ୟାଧୁନିକ ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର ରୋବୋଟିକ୍ ଏବଂ ଭର୍ଚୁଆଲ ୱେଲ୍ଡିଂ ସିମୁଲେଟର୍ସ ବ୍ୟବସ୍ଥା...

ମାର୍ଚ୍ଚ ୧୦ ଯାଏଁ ମୁଲତବୀ ହେଲା ଲୋକସଭା: ସରିଲା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ମାର୍ଚ୍ଚ ୧୦ ତାରିଖ ଯାଏଁ ମୁଲତବୀ ହୋଇଛି। ଗୁରୁବାର ଆୟକର ବିଲ୍ ଆଗତ ହେବାପରେ ବାଚସ୍ପତି ଓମ୍ ବିର୍ଲା ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି। ଏହା ସହ ବଜେଟ୍ ଅଧିବେଶନର...

ଗିରଫ ହେଲେ ରେମୁଣା ତହସିଲଦାର ବିଦ୍ୟାଧର ପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଗିରଫ ହେଲେ ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବିଦ୍ୟାଧର ପତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ମଙ୍ଗଳବାର ଦିନ ବିଦ୍ୟାଧର ପତିଙ୍କ...

ଓଡ଼ିଶାରେ ଉପରମୁହାଁ ପାରଦ: ଆଜି ଭୁବନେଶ୍ୱରରେ ତାପମାତ୍ରା ୩୫ ଡିଗ୍ରୀ ପାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ଶୀତ କମିବା ସହ ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ରାଜ୍ୟରେ ହାରାହାରି ତାପମାତ୍ରା ଏବେ ଅଧିକ ରହୁଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଗୁରୁବାର ଦିନ ରାଜଧାନୀ...

ସଂସଦରେ ଉପସ୍ଥାପିତ ହେଲା ନୂଆ ଆୟକର ବିଲ୍: ଆସନ୍ତୁ ଜାଣିବା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ସଂସଦର ବଜେଟ୍ ଅଧିବେଶନ ଜାରି ରହିଛି। ଏହାରି ଭିତରେ ଗୁରୁବାର ସଂସଦରେ ଆଗତ ହୋଇଛି ନୂଆ ଆୟକର ବିଲ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲକୁ ଆଗତ କରିଥିଲେ। ଏହି...

ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଆଜି ଡୋନାଲ୍ଡ ଟ୍ରମ୍ପଙ୍କ ସହ କରିବେ ସାକ୍ଷାତ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଫ୍ରାନ୍ସ ଗସ୍ତ ସାରି ଆମେରିକାରେ ପହଞ୍ଚିଛନ୍ତି। ୱାସିଂଟନ୍ ଡିସିରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ଗୁରୁବାର ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ...

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ଗୁରୁବାର ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଡକ୍ଟର ହରିବାବୁ ଖମ୍ଭମପତି ବିଧାନସଭାକୁ ସମ୍ବୋଧିତ କରିଛନ୍ତି। ଏହା ଅଧିବେଶନରେ ଫେବ୍ରୁଆରି ୧୭ ତାରିଖରେ ଆର୍ଥିକ...

ହାର୍ଟରେ କାହିଁକି ପାଣି ଜମେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=NRo13Y9KoDk ହାର୍ଟ ଚାରିପଟେ ପାଣି ଜମିବାକୁ ମେଡିକାଲ ଭାଷାରେ ପେରିକାର୍ଡିଆଲ ଇଫ୍ୟୁଜନ୍‌ ବୋଲି କୁହାଯାଏ। ଏହି ପାଣି ଯଦି ଅଧିକ ମାତ୍ରାରେ ବଢ଼ିଯାଏ, ତେବେ ହାର୍ଟ ଠିକ୍‌ ଭାବରେ ପମ୍ପ କରିପାରେ...

କୁଆଡ଼େ ଗଲେ ଗାଭାଲି: ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଓଡ଼ିଶାଲାଇଭ୍ ବ୍ୟୁରୋ ବିନା ଅନୁମତିରେ ଲମ୍ବା ଛୁଟିରେ ଅଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଡାକ୍ତର ପରାଗ ହର୍ଷଦ ଗାଭାଲି। ଏହାକୁ ନେଇ ମନ୍ତ୍ରୀ ଖପ୍ପା। ତେଣୁ ଆଇଏଏସ୍...

ସେଲିବ୍ରିଟି କ୍ରିକେଟ୍ ଲିଗ୍: ବାରବାଟୀରେ ପ୍ରଦର୍ଶନୀ ମ୍ୟାଚ ଖେଳିବ ଓଡ଼ିଆ ସିନେ ତାରକାଙ୍କ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ମାଟିକୁ ଫେରିଛି ବହୁ ପ୍ରତିକ୍ଷିତ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍)। ଫେବ୍ରୁଆରି ୧୬ ତାରିଖ ରବିବାର ଦିନ କଟକର ବାରବାଟୀ ଷ୍ଟାଡିୟମରେ ସିସିଏଲର ୨ଟି ମ୍ୟାଚ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ...