ଭୁବନେଶ୍ୱର: ନାଲକୋ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲକୋ) ପକ୍ଷରୁ ସତର୍କତା ସଚେତନତା ସପ୍ତାହ- ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନିର ସମସ୍ତ...
ବିହାର ବିଧାନସଭା ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିହାର ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ପଡ଼ିଲା ଭୋଟ୍। ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ଲାଗି ଚାଲିଛି ମତଦାନ।
ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ଆସନରେ ମତ ସାବ୍ୟସ୍ତ କରୁଛନ୍ତି...
ଜନ୍ମଦିନ ପାଳିଲେ କ୍ରିକେଟ ଜଗତର ମଡର୍ଣ୍ଣ ମାଷ୍ଟର ବିରାଟ କୋହଲି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/fUqzQ8NCSpg
କ୍ରିକେଟ୍ ଜଗତର ମଡର୍ଣ୍ଣ ମାଷ୍ଟର ବିରାଟ କୋହଲିଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଭାରତର ରନ୍ ମେସିନ ଭାବେ ବିଖ୍ୟାତ ବିରାଟ କୋହଲି କଠିନ ପରିଶ୍ରମ ବଳରେ...
ଆଜିଠାରୁ କଟକର ଐତିହାସିକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ଯାଏଁ ଚାଲିବ ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟିକ ମେଳା। ଐତିହାସିକ ବାଲିଯାତ୍ରାକୁ ଉଦଘାଟନ...
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀମନ୍ଦିର ରତ୍ନ ସିଂହାସନରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ରାଜରାଜେଶ୍ଵର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ବଡ଼ଠାକୁରଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ...
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଓଡ଼ିଶାବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇଛି ସାରା ରାଜ୍ୟ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ଅବସରରେ ଡଙ୍ଗା ଭସାଇଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ।...
ଛତିଶଗଡ଼: ବିଳାସପୁରରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/zkm3nEiQHAI
ଛତିଶଗଡ଼ର ବିଳାସପୁରରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା। ଏକ ପାସେଞ୍ଜର ଟ୍ରେନ ଓ ମାଲବାହୀ ଟ୍ରେନ ଗୋଟିଏ ଟ୍ରାକକୁ ଆସିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ଟ୍ରେନ ମଧ୍ୟରେ ଧକ୍କା...
ପାକିସ୍ତାନ ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁଣାଣି ଚାଲିଥିଲା ବେଳେ ପାକିସ୍ତାନ ସୁପ୍ରିମକୋର୍ଟ କୋଠାରେ ଜୋରଦାର ବିସ୍ଫୋରଣ ଘଟିଛି। କେହି କିଛି ବୁଝିବା ପୂର୍ବରୁ ଛାରଖାର ହୋଇଯାଇଛି ସୁପ୍ରିମକୋର୍ଟ ପରିସର। ବିସ୍ଫୋରଣରେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି।...
ବାଲେଶ୍ଵର: ‘ଚନ୍ଦ୍ରଭାଗୋତ୍ସବ’ ପାଇଁ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଜାତୀୟସ୍ତରୀୟ ‘ଚନ୍ଦ୍ରଭାଗୋତ୍ସବ’ ଆୟୋଜନ ପାଇଁ ବାଲେଶ୍ଵରସ୍ଥିତ ଗାନ୍ଧୀସ୍ମୃତି ଭବନଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ପ୍ରତିବର୍ଷ ପରି ଚଳିତ ବର୍ଷ ଜାତୀୟସ୍ତରୀୟ ଚିତ୍ରକଳା, ବହୁଭାଷୀ ସଂଗୀତ, ନାଟକ-କଥା-କବିତା...
ରାସନ କାର୍ଡ ଇ-କେଓ୍ଵାଇସି ପାଇଁ ଡିସେମ୍ବର ୩୧ ଯାଏଁ ବଢ଼ିଲା ଅବଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଇ-କେଓ୍ଵାଇସି ଅପଡେଟ୍ ପାଇଁ ବଢ଼ିଲା ସମୟ। ଡିସେମ୍ବର ୩୧ ତାରିଖ ଯାଏଁ ଇ-କେଓ୍ଵାଇସି କରିପାରିବେ ପିଡିଏସ୍ ହିତାଧିକାରୀ। ପୂର୍ବରୁ ଅକ୍ଟୋବର ୩୧ ଇ-କେଓ୍ଵାଇସିର...





















