ପଶ୍ଚିମାଝଡ଼ ପ୍ରଭାବ: ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମାଝଡ଼ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା
ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷିବ
ନୂଆବର୍ଷକୁ ତାପମାତ୍ରା କମି ପୁଣି ଶୀତ ବଢ଼ିବ
ଓଡ଼ିଶାରେ ଆଜି ପୁଣି ହାଲୁକା ବର୍ଷା ହେବାର ସମ୍ଭବନା ରହିଛି।...
ଓଏସଏସସି ପକ୍ଷରୁ ସିଜିଏଲ୍ ପରୀକ୍ଷା ପାଇଁ ଆବେଦନ ଜାରି, ଆଜି ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ଗ୍ରାଜୁଏଟ ଲେଭାଲ (ସିଜିଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା...
ଆଧୁନିକ ଭାରତର ଅର୍ଥନୈତିକ ରୂପାନ୍ତରଣର ରୂପକାର: ଡକ୍ଟର ମନମୋହନ ସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ଦୂରଦର୍ଶୀ ଅର୍ଥନୀତିଜ୍ଞ ତଥା ରାଜନେତା ଭାବେ ଡକ୍ଟର ମନମୋହନ ସିଂହ ଭାରତର ରାଜନୈତିକ ଓ ଅର୍ଥନୈତିକ ଦୃଶ୍ୟପଟ୍ଟରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି। ସେପ୍ଟେମ୍ବର ୨୬, ୧୯୩୨ରେ ପଶ୍ଚିମ ପଞ୍ଜାବର...
ତାମିଲନାଡୁ ସରକାରଙ୍କ ବିରୋଧରେ ଅଭିନବ ପ୍ରତିବାଦ: ନିଜକୁ ଚାବୁକ ମାରିଲେ ବିଜେପି ନେତା କେ. ଆନ୍ନାମଲାଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ତାମିଲନାଡୁ ବିଜେପି ସଭାପତି କେ. ଆନ୍ନାମଲାଇଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର କୋଏମ୍ବାଟୁର ସ୍ଥିତ ବାସଭବନ ସମ୍ମୁଖରେ ନିଜକୁ ନିଜେ ଚାବୁକ ମାଡ଼ ଦେଇ ଅନ୍ୟାୟର ପ୍ରତିବାଦ କରିଛନ୍ତି। ଚେନ୍ନାଇର ଆନ୍ନା...
ବର୍ଡର-ଗାଭାସ୍କର ଟ୍ରଫି: ଚତୁର୍ଥ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ମଜଭୁତ ସ୍ଥିତିରେ ଅଷ୍ଟ୍ରେଲିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ ମେଲବର୍ଣ୍ଣରେ ଖେଳାଯାଉଛି। ଏହି ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ମଜଭୁତ ସ୍ଥିତିରେ ରହିଛି। ଶୁକ୍ରବାର ମ୍ୟାଚର ଦ୍ଵିତୀୟ ଦିନରେ...
ଗିରଫ ହେଲେ ବୋରିଗୁମ୍ମା ତହସିଲ ଏଆରଆଇ ସୁରେନ୍ଦ୍ର କୁମାର ତନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲର ଏଆରଆଇ ସୁରେନ୍ଦ୍ର କୁମାର ତନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସୁରେନ୍ଦ୍ର କୁମାର ତନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଗୁରୁବାର ଦିନ...
ଓଡ଼ିଶାରେ ଚିହ୍ନଟ ହେଲେଣି ୪୦ ଲକ୍ଷ ଭୂତ ରାସନ କାର୍ଡ ହିତାଧିକାରୀ – ଖାଦ୍ୟ ଯୋଗାଣ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନ କାର୍ଡ ହିତାଧିକାରୀ। ସେମାନଙ୍କୁ ନୂଆ ରାସନ କାର୍ଡରୁ ବାଦ ଦିଆଯିବ। ବର୍ତ୍ତମାନ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଯାଞ୍ଚ ଚାଲିଥିବାବେଳେ ଏଥିରେ ଅନେକ...
ପାକିସ୍ତାନରେ ୨୨ ବର୍ଷ ଫସି ରହିଲେ ହମିଦା: ଏବେ ଭାରତ ଫେରି ପରିବାର ସହ ମିଶିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇର ଜଣେ ୭୩ ବର୍ଷୀୟା ବୃଦ୍ଧ ମହିଳା ହମିଦା ବାନୋ ପାକିସ୍ତାନରେ ଦୀର୍ଘ ୨୨ ବର୍ଷ ଫସି ରହିବା ପରେ ଶେଷରେ ସ୍ଵଦେଶ ଫେରିଛନ୍ତି। ନିଜ ପରିବାର ସହ ପୁଣି ମିଶିବା...
ଆଜି ପାଗ ଶୁଖିଲା, କାଲିଠୁ ପୁଣି ଭିଜିବ ଓଡ଼ିଶା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଜି, ଶୁକ୍ରବାର ଦିନ ପାଗ ଶୁଖିଲା ରହିଥିବାବେଳେ ଆସନ୍ତାକାଲିଠାରୁ ପୁଣି ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଡିସେମ୍ବର ୨୮ ଓ ୨୯ ତାରିଖ...
ଆଉ ବର୍ଷେ ବଢ଼ିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବଢ଼ିଛି। ତାଙ୍କ କାର୍ଯ୍ୟକାଳକୁ ଆଉ ୧ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ତାରିଖରେ ତାଙ୍କର ଅବସର ନେବାର...





















