ପ୍ରଥମ ଥର ପାଇଁ ମହାକାଶରେ ଜୈବିକ ପରୀକ୍ଷଣ କରିବ ଇସ୍ରୋ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମହାକାଶରେ ଜୈବିକ ପରୀକ୍ଷଣ କରିବାକୁ ଯାଉଛି। ପ୍ରଥମ ଥର ପାଇଁ ସ୍ୱଦେଶୀ ରକେଟ ପିଏସ୍ଏଲଭି ବ୍ୟବହାର କରି ଜୀବନ୍ତ ଜୈବିକ ପଦାର୍ଥ ମହାକାଶକୁ ଉତକ୍ଷେପଣ...

ପାଣିପାଗ ସୂଚନା: ରାଜ୍ୟରେ କମିବ ବର୍ଷା, ଘନ କୁହୁଡ଼ି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ଦୁର୍ବଳ ହେଉଛି ଲଘୁଚାପ ରାଜ୍ୟରେ ବର୍ଷା କମି ପୁଣି ଶୀତ ବଢ଼ିବାର ସମ୍ଭାବନା ଗୁରୁବାର ଘନ କୁହୁଡ଼ି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଏବେ ଦୁର୍ବଳ ହେବାରେ...

ଓଡ଼ିଶାରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ ହୋଇଛି। ଭୁବନେଶ୍ବର ଲୋକସେବା ଭବନରେ ବୁଧବାର ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମବାୟ ସମିତିଗୁଡ଼ିକର...

ଅଟଳଜୀ ଆମ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ‘ଅଟଳ ସମ୍ମାନ -୨୦୨୪’ କାର୍ଯ୍ୟକ୍ରମ 'ଅଟଳ ସମ୍ମାନ'ରେ ସମ୍ମାନିତ ହେଲେ ରାଜ୍ୟର ବିଶିଷ୍ଟ ବ୍ୟକ୍ତି ବିଶେଷ ଆଜି ଭାରତର...

ଔରଙ୍ଗଜେବଙ୍କ ବଂଶଧରମାନେ ଏବେ ରିକ୍ସା ଚାଳକ – ଯୋଗୀ ଆଦିତ୍ୟନାଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୋଗଲ ସମ୍ରାଟ ଔରଙ୍ଗଜେବ ଏବଂ ତାଙ୍କ ବଂଶଧରମାନକୁ ନେଇ ନିଜର ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅଯୋଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ କହିଛନ୍ତି...

ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଲା ଦେଶାତ୍ମବୋଧକ କବିତା ପାଠୋତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଶାସନ ଦିବସ ପାଳନ...

ଓଡ଼ିଶାରେ ଆଉ ୨୪ ଘଣ୍ଟା ପ୍ରବଳ ବର୍ଷା: ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଆହୁରି ୨୪ ଘଣ୍ଟା...

ରାଜସ୍ଥାନ: ୨ ଦିନରୁ ଗଭୀର ବୋରୱେଲରେ ଫସି ରହିଛି କୁନି ଝିଅ, ବିଳମ୍ବ ହେଉଛି ଉଦ୍ଧାର କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର କୋଟପୁତଲୀର କରିତପୁରା ଗାଁରେ ଏବେ ଦୁଃଖ ଆଉ ଉଦାସୀନତାର ମାହୋଲ। ପ୍ରତ୍ୟେକଟି ଗ୍ରାମବାସୀ ଚାହିଁ ବସିଛନ୍ତି ସେହି ବୋରୱେଲ ଗାତକୁ। ଅପେକ୍ଷା କରିଛନ୍ତି କେତେବେଳେ ତା ଭିତରୁ ବାହାରିବ ୩...

ଆଇଏଫଜେ ରିପୋର୍ଟ: ୨୦୨୪ରେ ୧୦୪ ଜଣ ସାମ୍ବାଦିକଙ୍କୁ ହତ୍ୟା, ଗାଜାରେ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ବିଶ୍ୱର ସାମ୍ବାଦିକମାନଙ୍କ ପାଇଁ ୨୦୨୪ ଏକ ମାରାତ୍ମକ ବର୍ଷ ସାବ୍ୟସ୍ତ ହୋଇଛି। ଚଳିତବର୍ଷ ବିଭିନ୍ନ ଦେଶରେ ୧୦୪ ଜଣ କର୍ତ୍ତବ୍ୟରତ ସାମ୍ବାଦିକ କର୍ମ କ୍ଷେତ୍ରରେ ହତ୍ୟା କରାଯାଇଛି। ଇଣ୍ଟରନାସନାଲ ଫେଡେରେସନ୍...

୨୦୨୫ ମାର୍ଚ୍ଚରେ ମିଳିବ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୨୦୨୫ ମାର୍ଚ୍ଚ ମାସରେ ମିଳିବ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା। ଆସନ୍ତା ଜାନୁଆରି ଶେଷ ସୁଦ୍ଧା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଏ ନେଇ...