ଓଡ଼ିଶାରେ ଆସନ୍ତାକାଲିଠାରୁ କମିବ ବର୍ଷା! ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ଦେଖିବାକୁ ମିଳୁଛି। ତେବେ ରବିବାରଠାରୁ ରାଜ୍ୟରେ ବର୍ଷାର...

ଉତ୍ତରପ୍ରଦେଶ: ସାଂସଦଙ୍କ ନାଁରେ ବିଦ୍ୟୁତ ଚୋରି ଅଭିଯୋଗ, ଗଣିବେ ୧.୯ କୋଟି ଟଙ୍କା ଜୋରିମାନା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ସମ୍ଭଲରୁ ସମାଜବାଦୀ ପାର୍ଟିର ସାଂସଦ ଜିଆ ଉର ରେହମାନ ବର୍କଙ୍କ ବାସଭବନରେ ବିପୁଳ ପରିମାଣର ବିଦ୍ୟୁତ ଚୋରି ହୋଇଥିବା ପର୍ଦ୍ଦାଫାସ ହୋଇଛି। ବିଦ୍ୟୁତ ଚୋରି ଅଭିଯୋଗରେ ସାଂସଦଙ୍କ ଉପରେ ୧.୯...

ଓମ୍ବାଡସି ସହାୟତାରେ ଯାଜପୁରର ଏନ୍‌ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ପାଇଛି ନୂଆ ରୂପ

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁରର ଏନ୍‌ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଗବେଷଣାରେ ବିଶେଷ ସହାୟକ ହେଉଛି ନୂତନ କ୍ଲାସରୁମ୍‌, ଆଧୁନିକ ଲାବୋରେଟୋରି, ଲାଇବ୍ରେରି ଓ କମ୍ପ୍ୟୁଟର ଲ୍ୟାବ୍‌ (ଯାଜପୁର):  ଛାତ୍ରଛାତ୍ରୀମାନଙ୍କ କ୍ୟାରିୟରକୁ...

ବାରିପଦାଠାରେ ଜିଲ୍ଲାସ୍ତରୀୟ ମୟୂରଭଞ୍ଜ ପୁସ୍ତକମେଳା ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଛଉ ପଡ଼ିଆଠାରେ ୧୧ତମ ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ...

ମହାକାଶରେ ‘ପ୍ଲାନେଟ୍‌ ପରେଡ୍’: ଖାଲି ଆଖିରେ ଦେଖିହେବ ୫ଟି ଗ୍ରହ

ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଏବେ ଖାଲି ଆଖିରେ ଦେଖାଯାଉଛି ୫ଟି ଗ୍ରହ। ୨୦୨୫ ଜାନୁଆରି ମାସର ପ୍ରଥମାର୍ଦ୍ଧ ଯାଏଁ ଆକାଶରେ ଏହି ଗ୍ରହଗୁଡ଼ିକୁ ଦେଖିହେବ। ଏଥିପାଇଁ କୌଣସି ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ପଡ଼ିବ ନାହିଁ।...

ଜର୍ମାନୀର ଖ୍ରୀଷ୍ଟମାସ ମାର୍କେଟରେ ଭିଡ଼ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍: ୨ ଜଣ ମୃତ ଓ ୬୮ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜର୍ମାନୀର ମେଗଡେବର୍ଗ ସହରର ଏକ ଖ୍ରୀଷ୍ଟମାସ ମାର୍କେଟରେ ବଡ଼ ଧରଣର ଅଘଟଣ ଘଟିଛି। ଖ୍ରୀଷ୍ଟମାସ କିଣାବିକା ପାଇଁ ଶୁକ୍ରବାର ରାତିରେ ମାର୍କେଟରେ ଲୋକଙ୍କ ଭିଡ଼ ଜମିଥିବାବେଳେ ସେମାନଙ୍କ ଉପରେ ଜଣେ ବ୍ୟକ୍ତି...

ଆଜି ବର୍ଷର ସବୁଠାରୁ ଛୋଟ ଦିନ: ଭୁବନେଶ୍ଵରରେ ଦିନର ସମୟ ରହିବ ୧୦ ଘଣ୍ଟା ୫୪ ମିନିଟ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଚଳିତ ବର୍ଷର ସବୁଠାରୁ ଛୋଟ ଦିନ। ଡିସେମ୍ବର ୨୧ ତାରିଖରେ ସବୁଠୁ ଛୋଟ ଦିନ ଦେଖିବାକୁ ଯାଉଛନ୍ତି ବିଶ୍ୱବାସୀ। ଏନେଇ ସୂଚନା ଦେଇଛନ୍ତି ବିଶିଷ୍ଟ ମହାକାଶ ବିଜ୍ଞାନୀ ଡକ୍ଟର...

ଓଡ଼ିଶାରେ ଆଉ ୨୪ ଘଣ୍ଟା କାଚିବ, କାଲିଠୁ କମିବ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ଏବେ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆହୁରି ୨୪ ଘଣ୍ଟା ଧରି ବର୍ଷା ଜାରି ରହିବ।...

ୟୁରୋ-ବଲକାନ କପ୍ ୱିଣ୍ଟର ଗେମ୍ସ: ଭାରତରୁ ପ୍ରତିନିଧିତ୍ଵ କରିବେ ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଶୀତକାଳୀନ କ୍ରୀଡ଼ାରେ ଜାତୀୟ ସ୍ତରରେ ତରକା ଭାବେ ଉଭା ହୋଇଛନ୍ତି ଓଡ଼ିଶାର ‘ସ୍ନୋ ଗାର୍ଲ’ ରଞ୍ଜିତା ବେହେରା। ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍କିଂ ପ୍ରତିଯୋଗିତାରେ ପ୍ରଦର୍ଶନ କରି ରାଜ୍ୟକୁ...

ଓଡ଼ିଶାରେ ନୂଆବର୍ଷରୁ ମିଳିବ ନୂଆ ରାସନ କାର୍ଡ – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୨୦୨୫ ଜାନୁଆରି ମାସରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ଯୋଗ୍ୟ ହିତାଧିକାରୀଙ୍କ ସମେତ ଅନେକ ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ରାସନକାର୍ଡ଼ ଯୋଗାଇ ଦିଆଯିବା। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ...