ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ମୂଲ୍ୟହୀନ – ପ୍ରିୟଙ୍କା ଗାନ୍ଧୀ
ମିନତି ମିଶ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ସମ୍ବିଧାନ ଚର୍ଚ୍ଚାରେ ଭାଗ ନେଇ ନିଜର ବକ୍ତବ୍ୟ ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କର ଏହି ଭାଷଣକୁ ନେଇ କଂଗ୍ରେସ କଡ଼ା ସମାଲୋଚନା କରିଛି। ବିଶେଷକରି ପ୍ରଥମ ଥର ପାଇଁ...
ନୂଆ ବର୍ଷରୁ ମହଙ୍ଗା ହେବ କାର୍
ପୁଷ୍ପମିତ୍ର ମହାନ୍ତି
ଆସନ୍ତା ନୂଆ ବର୍ଷରୁ ମହଙ୍ଗା ହେବାକୁ ଯାଉଛି କାର୍। ଆସନ୍ତା ୨୦୨୫ ଜାନୁଆରି ମାସଠାରୁ ଭାରତୀୟ କାର୍ କ୍ରେତାମାନଙ୍କୁ ଅଧିକ ମୂଲ୍ୟ ଦେଇ କାର୍ କିଣିବାକୁ ପଡ଼ିବ। କାରଣ ଗାଡ଼ି ନିର୍ମାତାମାନେ...
ଜାନୁଆରି ୧୪ରୁ ଭିତରକନିକାରେ କୁମ୍ଭୀର ଗଣନା, ବନ୍ଦ ରହିବ ଜାତୀୟ ଉଦ୍ୟାନ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରେ କରାଯିବ କୁମ୍ଭୀର ଗଣନା। ଏହା ୨୦୨୫ ଜାନୁଆରି ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କ ବନ୍ଦ ରଖାଯିବ।...
ଆଜି ବିଜୟ ଦିବସ: ୧୯୭୧ରେ ହୋଇଥିଲା ପାକିସ୍ତାନ ଉପରେ ଭାରତର ବଡ଼ ବିଜୟ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଘମାଘୋଟ ଯୁଦ୍ଧ। ଡିସେମ୍ଵର ୧୬ ତାରିଖରେ ଏହି ଯୁଦ୍ଧରେ ପାକିସ୍ତାନ ଉପରେ ବଡ଼ ବିଜୟ ହାସଲ କରିଥିଲା ଭାରତ। ପରେ ଭାରତ ସହାୟତାରେ ସୃଷ୍ଟି ହୋଇଥିଲା ବାଂଲାଦେଶ।
୧୬ ଡିସେମ୍ଵର, ଭାରତୀୟ ଇତିହାସ ପୃଷ୍ଠାରେ ଏକ ସ୍ଵର୍ଣ୍ଣିମ ଦିନ। ଏହି...
ହ୍ୱାଟ୍ସଆପ୍ ଭିଡିଓ କଲ୍ ଠକାମୀର ଶିକାର ହେଲେ ବେଙ୍ଗାଳୁରୁର ବରିଷ୍ଠ ନାଗରିକ: ହରାଇଲେ ୧.୯୪ କୋଟି
ପୁଷ୍ପମିତ୍ର ମହାନ୍ତି
ହ୍ଵାଟ୍ସଆପ୍ ଭିଡିଓ କଲ୍ ଠକାମୀର ଶିକାର ହୋଇ ବେଙ୍ଗାଳୁରୁର ଜଣେ ବରିଷ୍ଠ ନାଗରିକ ୧.୯୪ କୋଟି ଟଙ୍କା ହରାଇଛନ୍ତି। ଏହି ସାଇବର ଠକେଇର ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ...
ଆଜି ପବିତ୍ର ଧନୁ ସଂକ୍ରାନ୍ତି: ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ଏହା ମକର ସଂକ୍ରାନ୍ତି ଯାଏଁ ଚାଲିବ। ଧନୁ ସଂକ୍ରାନ୍ତିରେ ମହାପ୍ରଭୁଙ୍କ ପାଖରେ ଧନୁ ମୁଆଁ...
ଓଡ଼ିଶାରେ ଶୀତ ଲହରୀ ଜାରି: ୧୦ ଡିଗ୍ରୀ ତଳେ ଅନେକ ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଜାରି ରହିଛି ମାତ୍ରାଧିକ ଶୀତ ଲହରୀ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସୋମବାର ସକାଳେ ରାଜ୍ୟର ଅନେକ ସହରର ତାପମାତ୍ରା ୧୦...
ଆଉ ନାହାନ୍ତି ବିଶ୍ଵ ବିଖ୍ୟାତ ତବଲା ବାଦକ ପଦ୍ମ ବିଭୂଷଣ ଉସ୍ତାଦ ଜାକିର ହୁସେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ନାହାନ୍ତି ବିଶ୍ଵର ପ୍ରଖ୍ୟାତ ତବଲା ବାଦକ ତଥା ସଙ୍ଗୀତଜ୍ଞ ପଦ୍ମ ବିଭୂଷଣ ଉସ୍ତାଦ ଜାକିର ହୁସେନ। ଆମେରିକାର ସାନ୍ ଫ୍ରାନ୍ସିସକୋ ସ୍ଥିତ ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ...
ଲୋକଙ୍କ ଭିତରେ ପଠନ ଅଭ୍ୟାସ ବଢ଼ିଲେ ପାଠାଗାରର ସଠିକ ଉପଯୋଗ ହୋଇପାରିବ – ଉପମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଓସା’ ପକ୍ଷରୁ ଆୟୋଜିତ ହେଲା ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ
ଓଡ଼ିଶାରେ ଗ୍ରାମୀଣ ସ୍ତରରେ ଆଧୁନିକ ସର୍ବସାଧାରଣ ପାଠାଗାର ସ୍ଥାପନ ନେଇ ମାନସମନ୍ଥନ
(ଭୁବନେଶ୍ୱର): ବର୍ତ୍ତମାନ ସମୟରେ ସାରା ପୃଥିବୀରେ ପାଠାଗାରର ପରିଭାଷା ବଦଳିଛି।...
ଓଏସଏସସି ପକ୍ଷରୁ ସିଜିଏଲ୍ ପରୀକ୍ଷା ପାଇଁ ଆବେଦନ ଜାରି, ଡିସେମ୍ବର ୨୮ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ଗ୍ରାଜୁଏଟ ଲେଭାଲ (ସିଜିଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା...





















