ଆଉ ନାହାନ୍ତି ବିଶ୍ଵ ବିଖ୍ୟାତ ତବଲା ବାଦକ ପଦ୍ମ ବିଭୂଷଣ ଉସ୍ତାଦ ଜାକିର ହୁସେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ନାହାନ୍ତି ବିଶ୍ଵର ପ୍ରଖ୍ୟାତ ତବଲା ବାଦକ ତଥା ସଙ୍ଗୀତଜ୍ଞ ପଦ୍ମ ବିଭୂଷଣ ଉସ୍ତାଦ ଜାକିର ହୁସେନ। ଆମେରିକାର ସାନ୍ ଫ୍ରାନ୍ସିସକୋ ସ୍ଥିତ ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ...
ଲୋକଙ୍କ ଭିତରେ ପଠନ ଅଭ୍ୟାସ ବଢ଼ିଲେ ପାଠାଗାରର ସଠିକ ଉପଯୋଗ ହୋଇପାରିବ – ଉପମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଓସା’ ପକ୍ଷରୁ ଆୟୋଜିତ ହେଲା ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ
ଓଡ଼ିଶାରେ ଗ୍ରାମୀଣ ସ୍ତରରେ ଆଧୁନିକ ସର୍ବସାଧାରଣ ପାଠାଗାର ସ୍ଥାପନ ନେଇ ମାନସମନ୍ଥନ
(ଭୁବନେଶ୍ୱର): ବର୍ତ୍ତମାନ ସମୟରେ ସାରା ପୃଥିବୀରେ ପାଠାଗାରର ପରିଭାଷା ବଦଳିଛି।...
ଓଏସଏସସି ପକ୍ଷରୁ ସିଜିଏଲ୍ ପରୀକ୍ଷା ପାଇଁ ଆବେଦନ ଜାରି, ଡିସେମ୍ବର ୨୮ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ଗ୍ରାଜୁଏଟ ଲେଭାଲ (ସିଜିଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା...
ବାହାରିନର ଜାତୀୟ ଦିବସ ଉତ୍ସବରେ ଓଡ଼ିଶା ପ୍ରଶଂସିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନର ଜାତୀୟ ଦିବସ ସମାରୋହରେ ପାଳିତ ହୋଇଯାଇଛି। ଜାତୀୟ ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ବାହାରିନ ଓଡ଼ିଆ ସମାଜର ପ୍ରତିନିଧିତ୍ୱକୁ ଉଚ୍ଚ ପ୍ରଶଂସା କରାଯାଇଛି।
ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶ୍ଵ...
ସିଏଚଆରସି ବାଲେଶ୍ଵର ଶାଖା ପକ୍ଷରୁ ପାଳନ ହେଲା ବିଶ୍ଵ ମାନବାଧିକାର ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସିଟିଜେନ୍ସ ହ୍ୟୁମାନ୍ ରାଇଟ୍ସ କ୍ଲିନିକ (ସିଏଚଆରସି) ବାଲେଶ୍ଵର ଶାଖା ପକ୍ଷରୁ 'ସଡ଼କ ସୁରକ୍ଷା ଜୀବନ ରକ୍ଷା' କାର୍ଯ୍ୟକ୍ରମ ଅବସରରେ ବିଶ୍ଵ ମାନବାଧିକାର ଦିବସ ପାଳନ କରାଯାଇଛି।
ଶାଖାର...
‘ଓପନ୍ ଏଆଇ’ ବିରୋଧରେ ଅଭିଯୋଗ ଆଣିଥିବା ଭାରତୀୟ-ଆମେରିକୀୟ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଟ୍ ଜିପିଟି ବିକାଶ କରିଥିବା ଅଗ୍ରଣୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନି ‘ଓପନ୍ ଏଆଇ’ ଏବେ ଚର୍ଚ୍ଚାର ଘେରକୁ ଆସିଛି। ଭାରତୀୟ ଆମେରିକୀୟ ଇଞ୍ଜିନିୟର ସୁଚିର ବାଲାଜୀଙ୍କ ସନ୍ଦେହଜନକ ମୃତ୍ୟୁ କମ୍ପାନି ପାଇଁ...
ପୋଲାଭରମ ପ୍ରକଳ୍ପକୁ ବିରୋଧ: ଜାନୁଆରିରୁ ବଡ଼ ଆନ୍ଦୋଳନ ଆରମ୍ଭ କରିବ ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ ଲାଗି ମାଲକାନଗିରି ଜିଲ୍ଲାର ଏକାଧିକ ଗାଁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏହାକୁ ବିରୋଧ କରି ବଡ଼ ଆନ୍ଦୋଳନ କରିବାକୁ ଯାଉଛି ବିଜେଡି। ୨୦୨୫ ଜାନୁଆରି...
ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବନ୍ଦ ପାଇଁ ବାଂଲାଦେଶକୁ ଆମେରିକାର ଚେତାବନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାରେ କ୍ଷମତାକୁ ଆସିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ୱାଇଟହାଉସ ବିବାରଣୀରୁ ଏମିତି କିଛି ଅନୁଭବ କଲା ପରି ବାର୍ତ୍ତା ଆସିଲାଣି। ବାଂଲାଦେଶରେ ଏବେ ଘଟୁଥିବା ଘଟଣା ପ୍ରସଙ୍ଗରେ ଭାରତ ଯାହା କହି ଆସୁଥିଲା,...
‘ବିଦେଶ ଗଲେ ମୁଁ ମୁଁହ ଲୁଚାଏ’ କହିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ: ଜାଣନ୍ତୁ କାହିଁକି?
ପୁଷ୍ପମିତ୍ର ମହାନ୍ତି
ସଂସଦର ଶୀତକାଳୀନ ଅଧିବେଶନରେ ଭାରତରେ ଘଟୁଥିବା ସଡ଼କ ଦୁର୍ଘଟଣା ଉପରେ ମତ ରଖିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତରେ ସଡ଼କ...
ଡିସେମ୍ବର ୧୭ରୁ ରତ୍ନଭଣ୍ଡାର ମରାମତି କାମ: ସ୍ଥିର ହେଲା ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ରତ୍ନଭଣ୍ଡାର କାମ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।
ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ...





















