ବାଲେଶ୍ଵର: ପୂର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ୪ ଦିନିଆ ପୂର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଗୁରୁବାର ଦିନ ସମସ୍ତ...

ମହିଳା ଜଜଙ୍କୁ ପିଛା କରି ଦୋଷୀ ସାବ୍ୟସ୍ତ ହୋଇଥିବା ଓକିଲଙ୍କୁ ଜାମିନ ଦେଲେ ଆହ୍ଲାବାଦ ହାଇକୋର୍ଟ

ପୁଷ୍ପମିତ୍ର ମହାନ୍ତି ଜଣେ ମହିଳା ବିଚାରପତିଙ୍କୁ ପିଛା କରି ତାଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଓକିଲଙ୍କ ନାମ ମହମ୍ମଦ...

ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଟେଷ୍ଟ: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ମଜଭୁତ ସ୍ଥିତରେ ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆର ଆଡିଲେଡରେ ଖେଳାଯାଉଥିବା ଏହି ଦିବାରାତ୍ର ଟେଷ୍ଟରେ ପ୍ରଥମ ଦିନ ଭାରତ ବ୍ୟାଟିଂ ବିପର୍ଯ୍ୟୟର...

ବାଂଲାଦେଶରେ ଭାରତ ବିରୋଧୀ ପ୍ରଦର୍ଶନ: ଭାରତୀୟ ସାମଗ୍ରୀ ବର୍ଜନ କରିବାକୁ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ବଢୁଥିବା ଅତ୍ୟାଚାର ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଭାରତୀୟ ଶାଢ଼ି ଜଳାଇ ଭାରତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାଂଲାଦେଶ ନାସନାଲ...

ବାଲେଶ୍ଵର: ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେଲା ସୁସଜ୍ଜିତ ପୁସ୍ତକାଗାର ଗଠନ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗ ଦ୍ଵାରା ‘ଗ୍ରନ୍ଥାଗାରକୁ ସୁସଜ୍ଜିତ କରିବାର ପ୍ରଶିକ୍ଷଣ ଓ ଏହାର ବ୍ୟବହାର’ ପ୍ରସଙ୍ଗକୁ ନେଇ ବାଲେଶ୍ଵର ଜିଲ୍ଲା...

ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ବିଡ଼ା ବିଡ଼ା ଟଙ୍କା ଜବତ: ଜୋର୍ ଧରିଲା ରାଜନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ସିଟ୍ ତଳୁ ମିଳିଛି ବିଡ଼ା ବିଡ଼ା ଟଙ୍କା। ଶନିବାର ସୁରକ୍ଷାକର୍ମୀଙ୍କ ଯାଞ୍ଚ ବେଳେ ସିଟ୍ ତଳୁ ନୋଟ ବଣ୍ଡଲ ମିଳିଛି। ଏନେଇ ରାଜ୍ୟସଭା ସଭାପତି ଜଗଦୀପ ଧନକଢ଼...

ଭୁବନେଶ୍ୱର: ଆସନ୍ତାକାଲିଠାରୁ କଳିଙ୍ଗ ଷ୍ଟାଡିୟମରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହେଉଛି ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍। ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ ରାଜ୍ୟର ୨୦୦୦ରୁ ଅଧିକ କ୍ରୀଡ଼ାବିତ୍‌ ଭାଗ ନେବେ। ଥିବାର ସୂଚନା...

ଯାତ୍ରା ମଞ୍ଚରେ ଶୀଘ୍ର ବନ୍ଦ ହେବ ଅଶ୍ଳୀଳ ନୃତ୍ୟ – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଯାତ୍ରା ମଞ୍ଚରେ ଆଉ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ। ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ ଲାଗିବ। ଖୁବଶୀଘ୍ର ଏହା ଉପରେ ମାର୍ଗଦର୍ଶିକା ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର।...

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ ରେବତୀ ରମଣ ଯୋଶୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀ। ଆୟବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ରେବତୀ ରମଣ ଯୋଶୀଙ୍କ ଘର ସମେତ...

ପୁଣି ରେପୋ ରେଟ୍‌ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କ୍ରମାଗତ ଭାବେ ଏକାଦଶଥର ପାଇଁ ଅପରିବର୍ତ୍ତିତ ରହିଲା ‘ରେପୋ’ ରେଟ୍‌। ଏହି ଦର ପୂର୍ବଭଳି ୬.୫ ପ୍ରତିଶତ ରହିବ। ଏନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା...