ଭୁବନେଶ୍ଵରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି। ସେ ଡିଜିପି ସମ୍ମିଳନୀରେ ଯୋଗଦେବା ଲାଗି ଓଡ଼ିଶା ଆସିଛନ୍ତି। ଏହାସହ ସେ ଶୁକ୍ରବାର ସନ୍ଧ୍ୟାରେ...

ଶିକ୍ଷା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ସୋଆ ମହିଳା ଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ ୨୦୨୪’ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଶିକ୍ଷା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ଶ୍ରମଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ସମ୍ମାନିତ କରାଯାଇଛି। ଦେଶର ଇଂରାଜୀ ମହିଳା ପତ୍ରିକା...

ନିଦ ହଜାଇଲା ରୁଷର ରାତି ଅଧିଆ ଆକ୍ରମଣ: ଅନ୍ଧାରରେ ବୁଡ଼ିଗଲା ଅଧା ୟୁକ୍ରେନ

ମିନତି ମିଶ୍ର ୟୁକ୍ରେନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷ। ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୟୁକ୍ରେନର ନିଦ ହଜି ଯାଇଛି। ଆକ୍ରମଣ ପରେ ଦେଶର ବିଜୁଳି କ୍ଷେତ୍ର ଉପରେ...

ବୌଦ୍ଧରେ ପୁଣି ମାଓବାଦୀ କ୍ୟାମ୍ପ ଠାବ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ପୁଣି ଠାବ ହେଲା ମାଓବାଦୀ କ୍ୟାମ୍ପ। ମାନମୁଣ୍ଡା ଥାନା ଅନ୍ତର୍ଗତ କନାଗୁନ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଶୁକ୍ରବାର ଦିନ ଗୋଟିଏ ମାଓବାଦୀ କ୍ୟାମ୍ପ ଠାବ...

ଆଦିବାସୀଙ୍କୁ ପକ୍କା ଘର ଯୋଗାଇବା ପାଇଁ ଏଲ୍‌ଟିଆଇମାଇଣ୍ଡଟ୍ରି ଫାଉଣ୍ଡେସନ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଦିବାସୀଙ୍କୁ ପକ୍କା ଘର ଯୋଗାଇବା ପାଇଁ ଏଲ୍‌ଟିଆଇମାଇଣ୍ଡଟ୍ରି ଫାଉଣ୍ଡେସନ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ଏହି ପ୍ରକଳ୍ପର ନାମ ‘ସେଲ୍ଟର ଟୁ ହାବିଟେସନ୍’ ରହିଛି।...

ଆଜିଠୁ ଭୁବନେଶ୍ଵରରେ ତିନିଦିନିଆ ଡିଜିପି ସମ୍ମିଳନୀ: ପୋଲିସ ଛାଉଁଣୀରେ ରାଜଧାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ଶୁକ୍ରବାରଠାରୁ ଭୁବନେଶ୍ଵରରେ ଆରମ୍ଭ ହେଉଛି ତିନିଦିନିଆ ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଓଡ଼ିଶାରେ ପ୍ରଥମ ଥର ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଉଥିବାରୁ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ଵରରେ ଟ୍ରାଫିକ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଭୁବନେଶ୍ଵରରେ ଆରମ୍ଭ ହେବାକୁ ଯାଉଛି ଡିଜିପି ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ...

ଖଲିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଡିଜିପି ସମ୍ମିଳନୀ: ଭୁବନେଶ୍ୱରରେ କଡ଼ା ହେଲା ସୁରକ୍ଷା ବ୍ୟବସ୍ଥା

ପୁଷ୍ପମିତ୍ର ମହାନ୍ତି ରାଜଧାନୀ ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ହାଇପ୍ରୋଫାଇଲ ଡିଜିପି ସମ୍ମିଳନୀ ପୂର୍ବରୁ ଏକ ବଡ଼ ଧରଣର ସୁରକ୍ଷା ବ୍ୟବସ୍ଥା ଉପୁଜିଛି। ନିଷିଦ୍ଧ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ)ର ନେତା ଖଲିସ୍ତାନୀ ଉଗ୍ରବାଦୀ...

ନାଁରୁ ‘ବଚ୍ଚନ’ ସରନେମ ହଟାଇ ଦେଲେ କି ଐଶ୍ୱର୍ଯ୍ୟା?

ମିନତି ମିଶ୍ର ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସବୁବେଳେ ଚର୍ଚ୍ଚାରେ। କେତେବେଳେ ଚାହାଣୀକୁ ନେଇ ତ କେତେବେଳେ କାହାଣୀକୁ ନେଇ। ହେଲେ ଏବେ ଚର୍ଚ୍ଚା ତାଙ୍କର ନାଁକୁ ନେଇ। ନିକଟରେ ବଚ୍ଚନ ପରିବାର ସହ...

ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ଉପକୂଳଗତ ପରିବେଶ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ଉପକୂଳ ଅଞ୍ଚଳର ପରିବେଶ ଏବଂ ଜୀବିକାର୍ଜନ ଉଦ୍ଦେଶ୍ୟରେ ଆହ୍ଵନ’ ପ୍ରସଙ୍ଗକୁ ନେଇ ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ଓ କେନ୍ଦ୍ର ବିଜ୍ଞାନ...