ଆସିଲା ଶୀତକାଳୀନ ହାତୀ ଗଣନା ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୨୧୦୩ ହାତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୨୦୨୪ ଶୀତକାଳୀନ ହାତୀ ଗଣନା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ୩୮ଟି ବନଖଣ୍ଡରେ ଅଛନ୍ତି ୨,୧୦୩ ହାତୀ। ଚଳିତବର୍ଷ ରାଜ୍ୟରେ ବଢ଼ିଛନ୍ତି ମାତ୍ର ୫ ହାତୀ।...

ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ସମ୍ପାଦିତ ପୁସ୍ତକ ‘ମାଷ୍ଟରିଂ ପବ୍ଲିକ ରିଲେସନସ’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ଜୟପୁରସ୍ଥିତ ମଣିପାଲ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଡକ୍ଟର ଚଞ୍ଚଲ ସଚ୍ଚଦେବା ସୁରୀଙ୍କ ଯୁଗ୍ମ ସମ୍ପାଦନାରେ ସମ୍ପାଦିତ ଇଂରାଜୀ...

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ଗୁରୁବାର ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ଚତୁର୍ଥଥର ପାଇଁ...

ଉପମୁଖ୍ୟମନ୍ତ୍ରୀ କହିଲେ “ଆଗାମୀ ୧୫ ଦିନ ମଧ୍ୟରେ ସରିବ ସୁଭଦ୍ରା ରିଜେକ୍ସନ ଭେରିଫିକେସନ”

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ସୁଦ୍ଧା ହିତାଧିକାରୀଙ୍କୁ ମିଳି ସାରିଛି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। କିନ୍ତୁ ବିଭିନ୍ନ କାରଣରୁ ଅନେକ ହିତାଧିକାରୀଙ୍କ ଆବେଦନ ଖାରଜ ହୋଇଛି। ଫଳରେ ଏହି ଯୋଜନାରୁ...

ନୂଆବର୍ଷରେ ଭୁବନେଶ୍ଵର ବିମାନବନ୍ଦରରୁ ୫ ନୂଆ ସହରକୁ ବିମାନ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରୁ ଭାରତର ନୂଆ ନୂଆ ସହର ସହ ଆକାଶମାର୍ଗ ଯୋଗେ ଯୋଡ଼ି ହେବ ଭୁବନେଶ୍ଵର। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୫ଟି ସହରକୁ ଆରମ୍ଭ ହେବ ବିମାନ ସେବା। ଇଣ୍ଡିଗୋ ଓ ଏୟାର...

ଆସନ୍ତାକାଲିଠାରୁ ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ: ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଭୁବନେଶ୍ଵରରେ ଡିଜିପି ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି...

ସଂରକ୍ଷଣ ସୁବିଧା ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ପ୍ରତି ଠକେଇ – ସୁପ୍ରିମକୋର୍ଟ

ପୁଷ୍ପମିତ୍ର ମହାନ୍ତି ଭାରତରେ ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ କରିବା ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସଂରକ୍ଷଣ ସୁବିଧା ହାସଲ ପାଇଁ କରାଯାଇଥିବା ଧର୍ମ ପରିବର୍ତ୍ତନ ‘ସମ୍ବିଧାନ ପ୍ରତି ଠକେଇ’ ସହ ସମାନ...

ପୁଣି ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ରପ୍ତାନି ବନ୍ଦ: ରାଜ୍ୟରେ ବଢ଼ିପାରେ ଆଳୁ ଦର!

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ପୁଣି ଆଳୁ ରପ୍ତାନି ବନ୍ଦ କଲା ପଶ୍ଚିମବଙ୍ଗ। ଓଡ଼ିଶା ଆସୁଥିବା ଆଳୁ ବୋଝେଇ ଟ୍ରକଗୁଡ଼ିକୁ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଅଟକା ଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ଆଳୁ ରପ୍ତାନି ବନ୍ଦ ହୋଇଥିବା...

ଆଜିଠାରୁ ରାଜ୍ୟରେ କମିବ ଶୀତ: ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା!

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ କିଛିଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ରାତି ତାପମାତ୍ରା କମି ଅଧିକ ଥଣ୍ଡା ଅନୁଭୂତ ହେଉଛି। ତେବେ ଗୁରୁବାର ରାତିରୁ ରାଜ୍ୟରେ ଶୀତ କମିବାର ସମ୍ଭବନା ରହିଛି।...
OSSC

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ସିଏଚଏସଏଲ୍ ପରୀକ୍ଷା ପାଇଁ ଆବେଦନ ଆରମ୍ଭ, ଡିସେମ୍ବର ୨୬ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ହାଇୟର ସେକେଣ୍ଡାରି ଲେଭାଲ (ସିଏଚଏସଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା କୃଷି ଓ କୃଷକ...