୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ବର୍ଷ ୨୦୨୪-୨୫ ଲାଗି ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ୍। ୧୨ ହଜାର ୧୫୬ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର...
୩୭୦ ଟ୍ରେନରେ ୧୦୦୦ ସାଧାରଣ କୋଚ୍ ଯୋଡ଼ିବ ଭାରତୀୟ ରେଳବାଇ, ଦୈନିକ ଉପକୃତ ହେବେ ୧ ଲକ୍ଷ ଯାତ୍ରୀ
ପୁଷ୍ପମିତ୍ର ମହାନ୍ତି
ଦେଶରେ ସୁଲଭ ଯାତ୍ରାର ବିକଳ୍ପ ବୃଦ୍ଧି ପାଇଁ ଭାରତୀୟ ରେଳବାଇ ନଭେମ୍ବର ଶେଷ ସୁଦ୍ଧା ୩୭୦ଟି ନିୟମିତ ଟ୍ରେନରେ ୧୦୦୦ରୁ ଅଧିକ ଦ୍ଵିତୀୟ ଶ୍ରେଣୀ (ଜେନେରାଲ) କୋଚ୍ ଯୋଡ଼ିବା ପାଇଁ ନିଷ୍ପତ୍ତି...
ଭାରତର ଏହି ଦୁଇ ରାଜ୍ୟରୁ ସର୍ବାଧିକ ଛାତ୍ରଛାତ୍ରୀ ଆମେରିକାରେ ପଢୁଛନ୍ତି: ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦେଶରେ ବିଶେଷ କରି ଆମେରିକାରେ ଉଚ୍ଚଶିକ୍ଷା ଗ୍ରହଣ କରିବା ଭାରତୀୟ ଯୁବଗୋଷ୍ଠୀଙ୍କର ଏକ ସ୍ୱପ୍ନ। ଏଥିପାଇଁ ଆର୍ଥିକ ସମ୍ବଳର ଯେତିକି ଦରକାର ତାଠାରୁ ଅଧିକ ଦରକାର ଦକ୍ଷତା ଆଉ ବୁଦ୍ଧିମତା। ତେବେ ଭାରତର...
ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ୧୬ ବର୍ଷ: ଏବେବି ମନେପଡ଼ିଲେ ଥରିଉଠେ ଛାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇ ଭାରତର ପ୍ରମୁଖ ଅର୍ଥନୈତିକ ସହର। ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଦେଶର ଏହି ବାଣିଜ୍ୟିକ ରାଜଧାନୀରେ ଆତଙ୍କବାଦୀମାନେ ଖେଳିଥିଲେ ରକ୍ତର ହୋଲି। ଏହି ୨୬/୧୧ ଆତଙ୍କବାଦୀ ଆକ୍ରମଣ କଥା...
ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମହକୁଛି ଓଡ଼ିଶାର ‘ବାସନା ଚାଉଳ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୂଆଦିଲ୍ଲୀ/ଭୁବନେଶ୍ୱର): ଓଡ଼ିଶାର ବାସନା ଚାଉଳର ବାସ୍ନା ଏବେ ଦିଲ୍ଲୀରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ଚାଷୀଙ୍କ ଦ୍ୱାରା ଅମଳ ହୋଇଥିବା ବିଭିନ୍ନ କିସମର ସୁଗନ୍ଧିତ ଚାଉଳ...
ସୁପ୍ରିମକୋର୍ଟଙ୍କ ରାୟ: ସମ୍ବିଧାନରୁ ହଟିବନି ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ସମ୍ବିଧାନର ପ୍ରସ୍ତାବନାରୁ ହଟିବନି ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ। ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ଦୁଇଟି ଶବ୍ଦ ସମ୍ବିଧାନ ‘ପ୍ରସ୍ତାବନା’ରୁ ହଟାଇବା ପାଇଁ ଆଗତ ପିଟିସନକୁ ସୁପ୍ରିମକୋର୍ଟ ଖାରଜ...
ବଦଳିବ ପାନ୍ କାର୍ଡର ରୂପରେଖ: ପାନ୍ ୨.୦ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ପ୍ରଚଳିତ ପାନ୍ କାର୍ଡର ରୂପରେଖ ବଦଳିବାକୁ ଯାଉଛି। ଏଣିକି ସବୁ ପାନ୍ କାର୍ଡରେ କ୍ୟୁଆର କୋଡ୍ ରହିବ। ଏନେଇ କେନ୍ଦ୍ର କ୍ୟାବିନେଟରେ ପାନ୍ ୨.୦ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିପାଇଁ...
ଆଜିଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଓଡ଼ିଶାର ଦିବଙ୍ଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ...
ୱାୟନାଡ଼ରେ ପ୍ରିୟଙ୍କା ଗାନ୍ଧୀଙ୍କ ଐତିହାସିକ ବିଜୟ: କଂଗ୍ରେସ ପାଇଁ ଆଶାର କିରଣ
ପୁଷ୍ପମିତ୍ର ମହାନ୍ତି
କେରଳର ୱାୟନାଡ଼ ଲୋକସଭା ଉପନିର୍ବାଚନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ନିର୍ଣ୍ଣାୟକ ବିଜୟ ହାସଲ କରିଛନ୍ତି। ଏହି ବିଜୟ ବଳରେ ସେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ଆସନକୁ ପୁଣି ଥରେ...
ଗାଳ୍ପିକା ଅର୍ଚ୍ଚନା ରଥଙ୍କ ଗଳ୍ପ ସଙ୍କଳନ ‘ଅମୃତର ସନ୍ଧାନ’ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରସ୍ଥିତ କବିତୀର୍ଥ ଶାନ୍ତିକାନନ ପରିସରରେ ଫକୀରମୋହନ ସାହିତ୍ୟ ପରିଷଦ ସଭାଗୃହରେ ଗାଳ୍ପିକା ଅର୍ଚ୍ଚନା ରଥଙ୍କ ଦ୍ୱିତୀୟ ଗଳ୍ପ ପୁସ୍ତକ 'ଅମୃତର ସନ୍ଧାନ' ଉନ୍ମୋଚିତ ହୋଇଯାଇଛି।
ବ୍ରଜନାଥ ରଥ...





















