ହାଟରେ ଗଡ଼ିଲାଣି ଓଲିଉଡ କଳି: ଡିସିପି ଅଫିସ ଆଗରେ ମନୋଜ ମିଶ୍ର-ବବି ଇସଲାମଙ୍କ ହାଇଡ୍ରାମା

ଓଡ଼ିଶାଲାଇଭ୍ ବ୍ୟୁରୋ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଓଲିଉଡ କଳି। ଭୁବନେଶ୍ଵର ଡିସିପି ଅଫିସ ଆଗରେ ମୁହାଁମୁହିଁ ହୋଇଛନ୍ତି ଅଭିନେତା ମନୋଜ ମିଶ୍ର ଏବଂ ନିର୍ଦ୍ଦେଶକ ବବି ଇସଲାମ। ଚରମ ସୀମାରେ ପହଞ୍ଚିଲାଣି ଅଭିନେତା ମନୋଜ...

ଆଗ କୁକୁଡ଼ା ଆସିଥିଲା ନା ଅଣ୍ଡା: ନୂଆ ଆବିଷ୍କାରରୁ ହେବ ପ୍ରାଚୀନ ରହସ୍ୟର ସମାଧାନ!

ପୁଷ୍ପମିତ୍ର ମହାନ୍ତି ଆଗ କୁକୁଡ଼ା ଆସିଥିଲା ନା ଅଣ୍ଡା? ଏହା ଏକ ବହୁ ପ୍ରାଚୀନ ରହସ୍ୟ। ଯାହା ଏବେବି ରହିଛି ଅନ୍ଧାରରେ ଓ ସମାଧାନ ଅପେକ୍ଷାରେ। ତେବେ ନିକଟରେ ହୋଇଥିବା ଏକ ସଫଳ ଅଧ୍ୟୟନ...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ମଜଭୁତ ସ୍ଥିତରେ ଟିମ୍ ଇଣ୍ଡିଆ  

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆର ପର୍ଥରେ ଖେଳାଯାଉଥିବା ଏହି ଟେଷ୍ଟରେ ଦମଦାର ସ୍ଥିତରେ ରହିଛି ଭାରତ। ତେବେ ପ୍ରଥମ...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଚଳିତ ବର୍ଷର ଓଟିଇଟି ପରୀକ୍ଷା ଫଳ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଓଟିଇଟି ପରୀକ୍ଷା ଫଳ ଘୋଷଣା କରାଯାଇଛି। ବୋର୍ଡର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି। ଓଟିଇଟି...

ସୁନ୍ଦରଗଡ଼ ଯାଯାବର ଗଣହତ୍ୟା ମାମଲା: ୭ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିକ ସୁନ୍ଦରଗଡ଼ କରମଡ଼ିହି ଯାଯାବର ଗଣହତ୍ୟା ମାମଲାରେ ଶନିବାର ଦିନ ୭ ଜଣଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡର ୨୨ ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ପୋଲିସ। ସୁନ୍ଦରଗଡ଼...

ମହଙ୍ଗା ପଡ଼ିଲା କଏଦୀଙ୍କ ପାରୋଲ ଆବେଦନ ଖାରଜ କରିବା: ଜେଲରଙ୍କୁ ୨୫ ହଜାର ଟଙ୍କା ଜରିମାନା କଲେ ବମ୍ବେ...

ପୁଷ୍ପମିତ୍ର ମହାନ୍ତି ଜଣେ କଏଦୀଙ୍କ ପାରୋଲ ଆବେଦନକୁ ଖାରଜ କରିବା ଜେଲରଙ୍କୁ ମହଙ୍ଗା ପଡ଼ିଛି। ଶ୍ରୀହରି ରାଜଲିଙ୍ଗମ୍ ଗୁଣ୍ଟୁକା ନାମକ ଜଣେ କଏଦୀଙ୍କ ପାରୋଲ ଆବେଦନକୁ ବେଆଇନ ଭାବେ ଖାରଜ କରିଥିବାରୁ ବମ୍ବେ ହାଇକୋର୍ଟ...

ଛତିଶଗଡ଼ର ସୁକମାରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ୧୦ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଜଙ୍ଗଲରେ ଶୁକ୍ରବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ୧୦ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।...

ଓଡ଼ିଶାର ୩ ପ୍ରମୁଖ ବିଶ୍ଵବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୩ଟି ପ୍ରମୁଖ ବିଶ୍ଵବିଦ୍ୟାଳୟରେ ବଢ଼ିଲା କୁଳପତିଙ୍କ କାର୍ଯ୍ୟକାଳ। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଛନ୍ତି ରାଜ୍ୟପାଳ। ଏନେଇ ରାଜଭବନ...

ନେତେନ୍ୟାହୁଙ୍କ ଘୋଷଣା: ଗାଜାରୁ ଜଣେ ବନ୍ଧକଙ୍କୁ ଫେରାଇ ଆଣିଲେ ମିଳିବ ୫୦ ଲକ୍ଷ ଡଲାର

ମିନତି ମିଶ୍ର ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ଧରୁନି। ଗାଜାରେ ଏବେ ବି ଇସ୍ରାଏଲର ସୈନ୍ୟ ଅଭିଯାନ ଜାରି ରହିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ ମଙ୍ଗଳବାର ଅଚାନକ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଗୁଏନା ଓ ଡୋମିନିକାର ସର୍ବୋଚ୍ଚ ନାଗରିକ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିଦେଶୀୟ ବିଦେଶ ଗସ୍ତରେ ଯାଇ ଶେଷରେ ଗୁଏନାରେ ପହଞ୍ଚିଛନ୍ତି। ସେ ଗୁଏନାରେ ଭାରତ-କ୍ୟାରିକମ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ଗୁଏନା ଓ ଡୋମିନିକାର ସର୍ବୋଚ୍ଚ...