ଓଡ଼ିଶାରେ ୬୦୨୫ଟି ଏଲଟିଆର ଶିକ୍ଷକ ପଦବୀରେ ନିଯୁକ୍ତି ସୁଯୋଗ: ଜାଣନ୍ତୁ କ’ଣ ରହିଛି ଚୟନ ପ୍ରକ୍ରିୟା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୬ ହଜାରରୁ ଅଧିକ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ରାଜ୍ୟରେ ଥିବା ସରକାରୀ ମାଧ୍ୟମିକ...
ଓଡ଼ିଶାରେ ଆଇଏଏସ୍ ସ୍ତରରେ ଅଦଳବଦଳ: ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ନୂଆ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ରାଜ୍ୟର ୬ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଶନିବାର ରାଜ୍ୟ ସଧାରଣ ପ୍ରଶାସନ ବିଭାଗ ପକ୍ଷରୁ...
ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ମନସ୍ତତ୍ତ୍ଵ ବିଭାଗ ପକ୍ଷରୁ ଆଲୋଚନା ଚକ୍ର – ‘ଏ ଜର୍ଣ୍ଣି ଅଫ୍ ସେଲ୍ଫ କନ୍ଫିଡେନ୍ସ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ମନସ୍ତତ୍ତ୍ଵ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ‘ଏ ଜର୍ଣ୍ଣି ଅଫ୍ ସେଲ୍ଫ କନ୍ଫିଡେନ୍ସ’ ଏହାର ବିଷୟବସ୍ତୁ...
ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କୁ ବେଦାନ୍ତର ୧୦ କୋଟି ଟଙ୍କାର ମାନହାନି ନୋଟିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କୁ ବେଦାନ୍ତ କମ୍ପାନି ପକ୍ଷରୁ ମାନହାନି ନୋଟିସ ଦିଆଯାଇଛି। ସତ୍ୟ ପ୍ରକାଶଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କରିବା ପାଇଁ ଚେତାବନୀ...
ବକୁଳାବେନଙ୍କ ଆଗରେ ହାର ମାନିଛି ବୟସ
ମିନତି ମିଶ୍ର
'ଯାହା ନ ହୋଇଲା ବାଳୁତ କାଳେ..ତାହା ହେଉଛି ଏବେ ପାଚିଲା ବାଳେ'... ଏମିତି ଓଲଟା ରୂଢ଼ି ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ ନିଶ୍ଚୟ। ଏପରି ଉକ୍ତିକୁ ସତ୍ୟ ପ୍ରମାଣିତ କରି ପାରିଥିବା...
ମହଙ୍ଗା ପଡ଼ିଲା ଅନଲାଇନ ପ୍ରେମ: ଓଡ଼ିଆ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବ୍ଲାକମେଲ କରି ବନ୍ଧା ହେଲେ ଅଭିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନଲାଇନରୁ ପ୍ରେମ ସମ୍ପର୍କ ମହଙ୍ଗାର ପଡ଼ିଲା। ଓଡ଼ିଶାର ଜଣେ ଯୁବତୀଙ୍କୁ ବ୍ଲାକମେଲ କରି ଧର୍ମ ପରିବର୍ତ୍ତନ କରିବାକୁ ଚାପକାଉ ଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ। ଅଭିଯୁକ୍ତ ହେଉଛନ୍ତି...
ନଭେମ୍ବର ୧୫ରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଜନଜାତୀୟ ଗୌରବ ଦିବସ ସମାରୋହକୁ ଉଦଘାଟନ କରିବେ। ଏହି ଅବସରରେ ରାଉରକେଲାରେ ଆୟୋଜିତ ହେବାକୁ ଥିବା ସ୍ଵତନ୍ତ୍ର...
ଓଡ଼ିଶାରେ ୩୩୫୩ କୋଟି ଟଙ୍କାର ୧୫ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକ ଭୁବନେଶ୍ଵର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଏହି ବୈଠକରେ ୩,୩୫୩ କୋଟି ଟଙ୍କାର ୧୫ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ରାଜ୍ୟ...
ନଭେମ୍ବର ୨୪ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା – ପ୍ରଭାତୀ ପରିଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୨୪ ତାରିଖରେ ରାଜ୍ୟର ମହିଳାମାନଙ୍କୁ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ଯୋଜନାର ପ୍ରଥମ କିସ୍ତି ପାଇନଥିବା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଟଙ୍କା...
ଛତିଶଗଡ଼: ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ପରିମାଣରେ...





















